Randheer Kapoor ଙ୍କ ବଡ ନିସ୍ପତି, ଭାଇ ଋଷି କପୂର ଓ ରାଜୀବ କପୂର ଙ୍କ ନି-ଧ-ନ ପରେ ଏବେ କରିବେ ଏହି କାମ

ରଣଧୀର କପୁର ବର୍ତ୍ତମାନ କରୋନାରେ ପୀଡିତ ହୋଇଛନ୍ତି । କୋଭିଡ ରିପୋର୍ଟ ପଜେଟିବ ଆସିବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ ଅମ୍ବାନୀ ହସପିଟାଲରେ ଆଡମିସନ କରା ଯାଇଛି । ରାନ୍ଧିର କପୁରଙ୍କ ବ୍ଯତୀତ ତାଙ୍କ ଅଫିସର ଅନ୍ୟ ୫ ଜଣ ସଦସ୍ୟ ମଧ୍ୟ କୋରୋନାରେ ଆକ୍ରାନ୍ତ ହେଇଛନ୍ତି । ସେମାନଙ୍କୁ ମଧ୍ୟ ଚିକିତ୍ସା ପାଇଁ ହସପିଟାଲରେ ଆଡ୍ମିସନ କର ଯାଇଛି ।ଏହି ସମୟରେ କପୁର ଖାନ୍ଦାନ ସହ ଜଡିତ ଏକ ବଡ ଖବର ସାମନାକୁ ଆସିଛି ।

ସାନ ଭାଇ ରିଷି କପୁର ଓ ରାଜୀବ କପୁରଙ୍କ ଦେ-ହା-ନ୍ତ ପରେ ରଣଧୀର କପୁର ବଡ ନିସ୍ପତି ନେଇଛନ୍ତି । ସେ ତାଙ୍କର ଚେମ୍ବୁରରେ ଥିବା ପୁସତେନି ଘର ଯେଉଁଠାରେ ସିଏ ନିଜର ପିଲାଦିନ କଟାଇ ଥିଲେ ସେହି ଘରକୁ ବିକ୍ରି କରି ଦେବେ ବୋଲି ବଡ ନିସ୍ପତି ନେଇଛନ୍ତି । ରଣଧୀର କପୁରଙ୍କ ଏହି ନିସ୍ପତି ଶେଷ ନିସ୍ପତି ବୋଲି ଜଣା ଯାଉଛି ।

ଯାହା ଜଣା ପଡିଛି ସାନ ଭାଇ ରାଜୀବ କପୁରଙ୍କ ନି-ଧ-ନ ପରେ ସେ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି । ସେଥି ପାଇଁ ସେ ତାଙ୍କ ପରିବାର ଲୋକଙ୍କ ସହ ନିଜର ବାକି ଜୀବନ ବିତାଇବାକୁ ଚାହୁଛନ୍ତି । ଟାଇମ୍ସ ଓ ଇଣ୍ଡିଆ ନିୟୁଜର ଖଭର ଅନୁଯାୟୀ ରଣଧୀର ନିଜ ମତରେ କହିଛନ୍ତି ଯେ ତାଙ୍କ ଭାଇ ରାଜୀବ ତାଙ୍କ ସହ ପ୍ରାୟତ ସାଙ୍ଗ ହୋଇ ରହୁଥିଲେ । ତାଙ୍କ ଭାଇ ରାଜୀବଙ୍କର ପୁନେରେ ଘର ଅଛି ।

କିନ୍ତୁ ସେ ପ୍ରାୟ ସମୟରେ ମୁମ୍ବାଇରେ ରହୁଥିଲେ । ତାଙ୍କ ସାନା ଭାଇ ରାଜୀବଙ୍କ ଦେ-ହ-ନ୍ତ ପରେ ସେ ନିଜକୁ ଏକୁଟିଆ ଅନହୁବହ କରୁଥିବାରୁ ନିଜ ପରିବାର ଲୋକଙ୍କ ସହ ରହିବା ପାଇଁ ରଣଧୀର କପୁର ନିଷ୍ପତି  ନେଇଛନ୍ତି । ନିଜ ପୁସ୍ତେନୀ ଘରକୁ ନେଇ ରାନ୍ଧିର କପୁର ନିଜ ମତରେ କହିଛନ୍ତି ଯେ ତାଙ୍କ ମା ଓ ବାପା ଚାହୁଥିଲେ ସେ ଏହି ଘରେ ଯେତେ ଦିନ ଯାଏଁ ଚାହିଁବେ ରହି ପାରିବେ । କିନ୍ତୁ ଯେବେ ମୁଁ ଏ ଘର ବିକ୍ରି କରିବି ସେତେବେଳେ ମିଳିଥିବା ପଇସା ସବୁ ରିଷି, ରାଜୀବ, ଋତୁ, ରିମାଙ୍କ ସହ ବାଣ୍ଟିବାକୁ ପଡିବ ବୋଲି ସେ ତାଙ୍କ ମତରେ କହିଛନ୍ତି ।

ରଣଧୀର କପୁରଙ୍କର ବାନ୍ଦ୍ରାରେ ନିଜ ଘର ଅଛି । ସେ ତାଙ୍କ ନୂଆ ଘରେ ସିଫ୍ଟ ହେବେ ବୋଲି ଖବର ମିଳିଛି । ଗତ କିଛି ଦିନ ହେବ ଖବର ଆସିଛି ଯେ ତାଙ୍କ ସାନ ଭାଇ ରାଜୀବଙ୍କର ଦେ-ହା-ନ୍ତ ପରେ ରଣଧୀର ଓ ତାଙ୍କ ଭଉଣୀ ରିମା ରାଜୀବଙ୍କ ସମ୍ପତି ପାଇବାକୁ ଚାହୁଛନ୍ତି । ଏହି ମାମଳାକୁ ନେଇ ଦୁହିଙ୍କ ମଧ୍ୟରେ ବମ୍ବେ ହାଇକୋର୍ଟରେ ଆପିଲ କରିଛନ୍ତି ।

ରାଜୀବ କପୁର ୨୦୦୧ରେ ଆରତୀ ସଭାରବାଲଙ୍କ ସହ ବିବାହ କରିଥିଲେ । କିନ୍ତୁ ୨୦୦୩ରେ ଦୁହେଁ ଅଲଗା ହୋଇ ଯାଇଥିଲେ । ରାଜୀବ କପୁରଙ୍କ ଛାଡପତ୍ର ପେପର ସମ୍ପତିରେ ହକ ପାଇବା ପାଇଁ ରିମା ଓ ରଣଧୀରଙ୍କୁ କୋର୍ଟ ଦାଖଲ କରିବା ପାଇଁ କହିଛି ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।