ମାତ୍ର 3 ଦିନ ଦହିରେ ମିଶାଇ ଖାଇ ନିଅନ୍ତୁ, ବାତ ରୋଗ, Joint Pain, ନର୍ଭ ବ୍ଲକେଜ, ହାଡ କମଜୋରି, Calcium ର ଅଭାବ ସବୁ ଗାୟବ ହେଇଯିବ

ପେଶୀ (flax seeds) ଏହାକୁ ୩ଥର ଦହିରେ ମିଶାଇ ଖାଆନ୍ତୁ, ହାତ ଗୋଡ଼ ଶୂନ୍ ପଡିଯିବା, ଗଣ୍ଠି ବାତ ରୋଗ, ଶିରା ବନ୍ଦ ହୋଇଯିବା, କ୍ୟାଲସିୟମର ଅଭାବ, ହାଡ଼ର କମଜୋରୀ ଭଳି ସମସ୍ୟା ଦୂର ହୋଇଯିବ । ଗୋଟିଏ ସପ୍ତାହ ପାଇଁ ଏହି ପାଉଡରକୁ ଦହିରେ ମିଶାଇ ଖାଆନ୍ତୁ । ଆପଣଙ୍କ ଆଣ୍ଠୁ ଗଣ୍ଠିରେ ଦରଜ ରହିଲେ କିମ୍ବା ବୟସ ବୃଦ୍ଧି ସହିତ ହାଡ଼ କମଜୋର ଜଣାପଡେ । ଆପଣଙ୍କ ଗଣ୍ଠି କ୍ଷତି କରିବା ସହିତ ଗଣ୍ଠିର ଯୋଡ଼ି ନିଜ ଭିତରେ ଟକ୍କର ହୋଇଥାଏ ଯେଉଁ କାରଣ ପାଇଁ ଆପଣଙ୍କୁ ଦରଜ ଅନୁଭବ ହୁଏ ।

ଜଦି ଆପଣଙ୍କ ଶରୀରେ କ୍ୟାଲସିୟମର ଅଭାବ ହୋଇଥାଏ କିମ୍ବା ଓମେଗା ୩ ର ଅଭାବ ହୋଇଥାଏ ତେବେ ଆପଣଙ୍କୁ ପ୍ରତ୍ୟେକ ଦିନ ଦହି ସହିତ ଏହି ପାଉଡରକୁ ଖାଇବାକୁ ପଡିବ । ଏଥିରେ ବହୁତ ଉପକାରିତା ମିଳିଥାଏ । । ଜଦି ଆପଣଙ୍କ ଶିରାରେ ଅବରୋଧ ପଡ଼ିଛି, ଉଚ୍ଚ ରକ୍ତଚାପ ଅଛି ତେବେ ଏହାକୁ ପ୍ରତ୍ୟେକ ଦିନ ଖାଇବାକୁ ପଡିବ । କିମ୍ବା ଆପଣଙ୍କ ଶରୀରରେ ମଧୁମେହ ରୋଗ ଅଛି, ଆପଣଙ୍କର ମୋଟାପଣ ବଢି ଚାଲିଛି, ଆପଣଙ୍କ ରକ୍ତ ଗାଢ଼ ହେଉଛି ନଚେତ ଆପଣଙ୍କୁ ସହୃଦ ଜଡ଼ିତ କୈାଣସି ସମସ୍ୟା ହେଉଅଛି ।

ଆପଣଙ୍କ ଆଣ୍ଠୁଗଣ୍ଠିରୁ କିମ୍ବା ହାଡ଼ରୁ ଶବ୍ଦ ବାହାରୁଛି । ତେବେ ଆପଣଙ୍କୁ ପ୍ରତ୍ୟେକ ଦିନ ଦହି ସହିତ ଏହାକୁ ଖାଇବାକୁ ପଡିବ । କଣ ଆପଣ ଜିଣିଛନ୍ତି ଏହା କେଉଁ ଜିନିଷ ଅଟେ ? ଏହା ହେଉଛି ମିରିକାଳୀ ବା ପେଶି । ଯେଉଁ ମାନଙ୍କର ରକ୍ତଚାପ ସବୁବେଳେ ଉଚ୍ଚ ରୁହେ ମାନେ କେବେ କମ୍ ହୁଏ ନାହିଁ ସେମାନେ ସବୁବେଳେ ଔଷଧ ଖାଆନ୍ତି ସେଥିପାଇଁ ସେମାନଙ୍କର କଲେଷ୍ଟ୍ରଲ ମଧ୍ୟ ବଢିଯାଏ । ସେଥିପାଇଁ ଆପଣ  ପେଶୀ (flax seeds) ର ଗୁଣ୍ଡ କରି ତାହାକୁ ଦହି ସହିତ ମିଶାଇ ଖାଆନ୍ତୁ । ଏହା କୋଲେଷ୍ଟ୍ରଲ ସମସ୍ୟା ଦୂର କରିଥାଏ ।

ଯାହାଦ୍ଵାରା ଆପଣ ହୃଦୟ ସମସ୍ୟାରୁ ବଞ୍ଚି ରହିବେ ।  ପେଶୀ (flax seeds) ଭିତରେ ଫାଇବର୍ ଏବଂ ଲିଗନେଟ୍ ଥାଏ ଆମ ରକ୍ତକୁ ସଫାକରି କଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରେ । ଜଦି ଆପଣଙ୍କ ଘରେ ଏମିତି ବ୍ୟକ୍ତି ଥାଆନ୍ତି ଯାହାଙ୍କର ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହୁଏ ତେବେ ସେ ଏହାକୁ ସେବନ କରିବା ଦରକାର ।

ଆମେ ଯେତେବେଳେ କୈାଣସି ଖାଦ୍ୟ ଖାଇଥାଏ ତେବେ ଏହା ଜଦି ଠିକ୍ ଭାବେ ନପଚେ ତେବେ ସେଥିରୁ ଟକ୍ସିନ ବା ବି-ଷା-କ୍ତ ପଦାର୍ଥ ବାହାରି ସେ ହାତ, ଗୋଡ଼, ଆଣ୍ଠୁ ଗଣ୍ଠିରେ ଯାଇ ଜମା ହୋଇଯାଏ । ଏହାପରେ ଗଣ୍ଠି ମାନଙ୍କରେ ଯୋଡ଼ାକୁ କ୍ଷତି ପହଞ୍ଚାଇ ଥାଏ । ସେଥିପାଇଁ ଆପଣ ନିୟମିତ  ପେଶୀ (flax seeds) ଦହି ସହିତ ମିଶାଇ ଖାଇବା ଦରକାର । ଏହା ଆମର ପାଚକ ତନ୍ତ୍ରକୁ ବଢାଇଥାଏ ।

ଯାହା ଆମେ ଖାଦ୍ୟ ଖାଇବା ତାହା ଭଲଭାବେ ପଚି ଯିବ । ଏହାକୁ ଖାଇବା ଦ୍ବାରା ଅନେକ ଲାଭ ହୋଇଥାଏ ଆପଣ ମାନେ ଜାଣିଲେ । ଟ୍ୟୁମର, ଶିରା କମଜୋର କିମ୍ବା ବନ୍ଦ ହେବା, ମୁହଁରେ ବ୍ରଣ, କୈାଣସି ସଂକ୍ରମଣ, ଆଖିକୁ କମ୍ ଦିଶିବା, ମଧୁମେହ ଏହିପରି ଅନେକ ସମସ୍ୟାରୁ ରକ୍ଷା କରିଥାଏ । ଏହାକୁ ମାତ୍ର ଗୋଟିଏ ଚାମଚ ଦହିରେ ମିଶାଇ ଦ୍ବିପହରରେ ଖାଆନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ହେଲଥ ଟିପ୍ସଟି  ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।