8 ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି ସିରିଏଲ ‘ବୀର କି ଅରଦାସ ବୀରା’ ର ଛୋଟ ବୀର ଓ ବୀରା, ଦେଖା ଯାଉଛନ୍ତି କିଛି ଏମିତି…

ଆପଣ ମାନେ ଜାଣିଥିବେ ୨୦୧୨ ମସିହାରେ ଷ୍ଟାର ପ୍ଲସରେ ଏକ ସିରିଏଲ ଦେଉଥିଲା । ତାର ନାମ ଥିଲା ଏକ ଭୀର କି ଅରଦାସ । କହିବାକୁ ଗଲେ ସେହି ସିରିଏଲ ଏବେ ବନ୍ଦ ହୋଇ ଗଲାଣି । କିନ୍ତୁ ସେହି ପିଲାଙ୍କ ଅଭିନୟ ଦେଖିବା ପାଇଁ ସେହି ସମୟରେ ଲୋକଙ୍କୁ ବହୁତ ପସନ୍ଦ ଲାଗୁଥିଲା । ଯେହେତୁ ଏବେ ତାଙ୍କର କୌଣସି ସିରିଏଲ ଆସୁନାହି ବା ତାଙ୍କୁ କେହି ଦେଖି ପାରୁ ନାହାନ୍ତି ।

କିନ୍ତୁ ଏବେ ମଧ୍ୟ ଲୋକ ତାଙ୍କୁ ଦେଖିବାକୁ ଚାହୁଞ୍ଚନ୍ତି । ଦର୍ଶକ ମାନେ ଏହି ସିରିଏଲରେ ଅଭିନୟ କରୁଥିବା ଲୋକେ ଓ ସବୁ ଅଧ୍ୟାୟକୁ ଦେଖିବାକୁ ବହୁତ ଲୋକ ଏବେ ମଧ୍ୟ ବ୍ୟକୁଳ ହୋଇଥାନ୍ତି । ସବୁଠାରୁ ଆଗରେ ରଣବିଜୟ ଓ ବିରା ର ନାମ ସର୍ବ ପ୍ରଥମେ ଆସେ । କହିବାକୁ ଗଲେ ଏହି ଦୁଇ ଜଣ ସେହି ସିରିଏଲରେ ଅଭିନୟ କରି ବହୁତ ଫେମସ ହୋଇଯିବା ସହିତ ଏହି ଦୁଇ ଜଣ ମୁଖ୍ୟ ଅଭିନୟ କରିଥିଲେ ।

ଯାହାକୁ ଲୋକ ଏହାକୁ ଦେଖି ବହୁତ ଖୁସି ଅନୁଭବ କରନ୍ତି । କିଛି ଲୋକ ମାନେ ଏହି ଦୁଇ ଛୋଟ ପିଲାଙ୍କର ଅଭିନୟ ଦେଖିବା ପାଇଁ ବହୁତ ଇଛୁକ ଏବେ ପର୍ଯ୍ୟନ୍ତ ମଧ୍ୟ ଅଛନ୍ତି । ଏଥିରେ ସେ ଭାଇ ଓ ଭଉଣୀର ଅଭିନୟ କରିଥିଲେ ଯାହାକୁ ଏବେ ମଧ୍ୟ ଲୋକ ବହୁତ ମନେ ପକାଉଛନ୍ତି । କିନ୍ତୁ ଏହି ସିରିଏଲକୁ ବନ୍ଦ ହେବାର ୮ ବର୍ଷ ହେବ ।

ଏହି ସିରିଏଲରେ ଅଭିନୟ କରୁଥିବା ଛୋଟ ପିଲା ଏବେ ବହୁତ ବଡ ହୋଇ ଗଲେଣି । ଏବେ ତାଙ୍କୁ ଚିହ୍ନିବା ବହୁତ କଷ୍ଟ ହୋଇଯିବ । ଆସନ୍ତୁ ଜାଣିବା ଏହି ସିରିଏଲରେ ସେହି ଦୁଇ ଜଣ ଛୋଟ ପିଲା ଅଭିନୟ କରୁଥିବା ପିଲା ଏବେ କେତେ ବଡ ହୋଇ ଗଲେଣି ଓ କଣ କରୁଛନ୍ତି । ସେହି ସିରିଏଲରେ ଅଭିନୟ କରୁଥିବା ଛୋଟ ଝିଅଟିର ନାମ ହେଲା ହର୍ଷିତା ଓଝା ।

ଯାହାଙ୍କର ଜନ୍ମ ୧୦ ଫେବ୍ରୁଆରିରେ ହୋଇଥିଲା । ସେ ଝାଡଖଣ୍ଡର ଧନବାଜ ସହରରେ  ଜନ୍ମ ନେଇଥିଲେ । ସେ ସେହି ଠାରେ ରହି ସବୁ ପାଠ ପଢା ସାରିଛନ୍ତି । ତାଙ୍କର ଜୀବନରେ ଅଭିନୟର କ୍ୟାରିଅର ଆରମ୍ଭ ସେ ଏହି ସିରିଏଲ ରୁ ହିଁ କରିଥିଲେ । ସେ ସେହି ସେରିଏଲରେ ଗୋଟିଏ ଛୋଟ ପିଲା ଅଭିନୟ କରି ବହୁତ ନାମ କମାଇ ଥିଲେ ।

ସେ ବହୁତ ସୁନ୍ଦର ଓ ଭଲ ଅଭିନୟ ହେତୁ ତାଙ୍କୁ ବହୁତ ସିରିଏଲରେ ଅଭିନୟ କରିବା ପାଇଁ ବହୁତ ସୁଯୋଗ ଆସୁଛି । ସେ କିଛି ସିରିଏଲ ତମନ୍ନାରେ ଅଭିନୟ ମଧ୍ୟ କରିଛନ୍ତି । ସେହି ସିରିଏଲରେ ଆଉ ଜଣେ ଅଭିନୟ କରୁଥିବା ପୁଅଟିର ନାମ ହେଉଛି ଭାବେଶ ବାଳଚନ୍ଦାନି ୨୦୦୭ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମ ଗୁଜୁରାଟର ସୁରାଟ ସହରରେ ହୋଇଥିଲା ।

ସେଥିପାଇଁ ସେ ତାଙ୍କ ପଢା ସେହି ଠାରେ ହିଁ ଆରମ୍ଭ କରିଥିଲେ । ତାଙ୍କ କ୍ୟାରିଅର କଥା କହିବାକୁ ଗଲେ ସେ ଆଉ ଏକ ସିରିଏଲ ମଧ୍ୟ କରିଛନ୍ତି ତାର ନାମ ହେଉଛି ଫୁଲବାରେ ଅଭିନୟ, ବାବୁ ଛଦ୍ମ ବେସୀ ନାମରେ କରିଥିଲେ । ସେ ସେହି ଛୋଟ ପିଲା ଅଭିନୟକୁ ବହୁତ ପସନ୍ଦ କରିଥିଲେ । ଏହାପରେ ମଧ୍ୟ ତାଙ୍କୁ ବହୁତ କିଛି ଲୋକେ ଏବେ ପର୍ଯ୍ୟନ୍ତ ବହୁତ ଭଲ ପାନ୍ତି । ସେ ଆହୁରି କିଛି ସିରିଏଲରେ ମଧ୍ୟ ଅଭିନୟ କରିବା ପାଇଁ ସୁଯୋଗ ମିଳିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।