“ୟେ ରିସ୍ତା କ୍ଯା କେହଲାତା ହେ” ସିରିଏଲ ରୁ ଫେମସ ହୋଇଥିବା ଅଭିନେତା “ମୋହସିନ ଖାନ” ଙ୍କୁ ବିବାହ କରିବାକୁ ଚାହାଁନ୍ତି TV ର ଏହି 4 ହିରୋଇନ

ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ସାନଦାର ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ଏହି କଳାକାର ମାନେ ନିଜର ଅନାଜ, ଲୁକ, ଷ୍ଟାଇଲ, ପର୍ଫୋମାଂସ ପାଇଁ ବହୁତ ଲୋକପ୍ରିୟ ହୋଇ ପାରିଛନ୍ତି । କଛି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମାନକ ହୃଦୟରେ ନିଜ ପାଇଁ ସ୍ଵତନ୍ତର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ସିରିଏଲ “ୟେ ରିସତା କ୍ଯା କେହ ଲାତା ହେ” କାର୍ଯ୍ୟକ୍ରମରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ସୋସୋଇଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ଏହି କଳାକାର ମାନଙ୍କ ମଧ୍ୟରୁ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ କରିଛନ୍ତି ତ ଆଉ କିଛି ଅନ  ମ୍ୟାରେଡ ଅଛନ୍ତି । ସେମାଙ୍କ ମଧ୍ୟରୁ ଅଭିନେତା ମୋହସିନ ଖାନ ଏବେ ମଧ୍ୟ ବ୍ୟାଚଲର ଅଛନ୍ତି । ତାଙ୍କ ବିଷୟରେ କିଛି ଅନୋଖା କଥା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।ଅଭିନେତା ମୋହସିନ ଖାନଙ୍କୁ ବିବାହ କରିବା ପାଇଁ ସିରିଏଲର ଅଭିନେତ୍ରୀ ମାନେ ଖୁବ ଜୋରସୋରରେ ଲାଗି ପଡିଛନ୍ତି । ଆସନ୍ତୁ ଜାଣିବା ସେ ଅଭିନେତ୍ରୀ ମାନେ କିଏ ?

୧- “ଏବିକା ଗର”: “ବାଳିକା ବଧୁ” ସିରିଏଲର ଅଭିନେତ୍ରୀ ଭାବେ ଏବିକା ଗର ପରିଚିତ ଅଟନ୍ତି । ଅଭିନେତା ମୋହସିନ ଖାନ ହ୍ୟାଣ୍ଡସମ, ଷ୍ଟାଇଲିସ ଓ ନିଜ କ୍ଯାରିଅରରେ ସଫଳ ମଣିଷ ହୋଇଥିବାରୁ ସେ ତାଙ୍କ ସହ ବିବାହ କରିବାକୁ ଚାହୁଛନ୍ତି ।

୨- “ଦେବାତ୍ମା ଶାହା”: “ସୌରୀୟ ଓ ଅନୋଖି” ସିରିଏଲରେ ଅନୋଖି ଭୂମିକାରେ ଅଭିନୟ କରି ଦେବାତ୍ମା ସାହା ମଧ୍ୟ ମୋହସିନ ଖାନଙ୍କ ଲୁକ, ଷ୍ଟାଇଲିସ ପାଇଁ ତାଙ୍କ ସହ ବିବାହ କରିବାକୁ ଚାହୁଛନ୍ତି । ଅଭିନେତ୍ରୀ ଦେବାତ୍ମା ଏତେ ପରିମାଣରେ ମୋହସିନଙ୍କୁ ଭଲ ପାଉଛନ୍ତି ଯେ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି ।

୩- “ସନା ଅମିର ଖାନ” : ଅଭିନେତ୍ରୀ ସନା ଅମିର ଖାନ ବିବାହିତା ହୋଇଥିଲେ ମଧ୍ୟ ସେ ମୋହସିନ ଖାନଙ୍କର ଅନ୍ଦାଜ ଓ ଷ୍ଟାଇଲିସ ପାଇଁ ତାଙ୍କ ସହ ବିବାହ କରିବା ଇଛୁକ ଅଛନ୍ତି । ଅଭିନେତ୍ରୀ ସନା ଏକ ଇଣ୍ଟରବିଉରେ ମଜାରେ କହିଥିଲେ ଯେ “ଯଦି ତାଙ୍କୁ ମୌକା ମିଳିବ ତେବେ ସେ ତାଙ୍କ ସ୍ଵାମୀଙ୍କୁ ଛାଡି ମୋହସିନ ଖାନଙ୍କୁ ବିବାହ କରିଦେବେ” ।

୪- “ଶିଭାଙ୍ଗି ଜୋଶୀ”: ସିରିଏଲ “ୟେ ରିସତା କ୍ଯା କେହ ଲାତା ହେ” କାର୍ଯ୍ୟକ୍ରମରେ ଅଭିନେତ୍ରୀ ଶିଭାଙ୍ଗି ଜୋଶୀ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିରିଏଲରେ ସେ ଅଭିନେତା ମୋହସିନ ଖାନଙ୍କ ସ୍ତ୍ରୀ ଚରିତ୍ରରେ ଅଭିନୟ କରୁଛନ୍ତି । ବାସ୍ତବ ଦୁନିଆରେ ମଧ୍ୟ ସେ ମୋହସିନ ଖାନଙ୍କ ସହ ନିଜ ଲାଇଫ ସ୍ପେନ୍ଡ କରିବାକୁ ଚାହୁଞ୍ଚନ୍ତି ।

କାରଣ ମୋହସିନ ଖାନ ନିଜ କ୍ଯାରିଆରରେ ସଫଳ ମଣିଷ ହେବା ସହ ସଂସ୍କାରୀ ଓ ପରଫେକ୍ଟ ମ୍ୟାନ ଭାବେ ପରିଚିତ ଅଟନ୍ତି । ଏହା ସହ ଅଭିନେତା ମୋହସିନ ଖାନ ସମସ୍ତଙ୍କୁ ବହୁତ ଭଲ ବ୍ୟବହାର କରିବା ସହ ସମ୍ମାନ ମଧ୍ୟ ଦିଅନ୍ତି । ଏହି କାରଣରୁ ଅଭିନେତ୍ରୀ ଶିଭାଙ୍ଗି ଜୋଶୀ ମଧ୍ୟ ତାଙ୍କ ସହ ବିବାହ କରିବାକୁ ଇଛୁକ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ