ଦେଖନ୍ତୁ କେଉଁ ଅଭିନେତ୍ରୀଙ୍କୁ ବିବାହ କଲେ ଲୋକପ୍ରିୟ ଓଡିଆ କମେଡିଆନ ଗୁଡୁ

ବଲିଉଡ ପରି ଓଲିଉଡ ମଧ୍ୟ ପ୍ରତେକ ଦିନ ଦର୍ଶକ ମାନଙ୍କୁ କିଛି ନା କିଛି ଝଟକା ଦେଉଛି । ତେବେ ବଲିଉଡ ରେ ଜେଭଳି କିଏ କଣ କଲା କାହାର ନୂଆ ସମ୍ପର୍କ ପ୍ରତିଷ୍ଠା ହେଲା ଏହାକୁ ଜାଣିବା ପାଇଁ ଲୋକ ମାନେ ଅଧିକରୁ ଅଧିକ ମାତ୍ରା ରେ ଚିନ୍ତା ରେ ଥାନ୍ତି ଏବଂ ନିଜର ପ୍ରିୟ ଅଭିନେତା କିମ୍ବା ଅଭିନେତ୍ରୀ , ସଂଗୀତ କାର ଙ୍କ ବିଶୟରେ ଜାଣିବା ପାଇଁ ଆଗ୍ରହ ଥାଏ ।  ଠିକ ଓଲିଉଡ ରେ ବି ସେମିତି କିଛି ହେବାରେ ଲାଗିଛି ଗତ କିଛି ଦିନ ଧରି । କେବେ ପୁରୁଣା ସମ୍ପର୍କ ର ପତନ ତ କେବେ କିଛି ନୂଆ ସମ୍ପର୍କ ଗଢି ଉଠି ଥାଏ ଏହି ଦୁନିଆରେ ।

ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ମାତ୍ର ଏହା ମଧ୍ୟରେ ବି  ଓଲିଉଡ ରେ ଅନେକ ଖବର ଆସିବାରେ ଲାଗିଛି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଓଲିଉଡ ଗୁଡୁଙ୍କ ବିଷୟରେ । ଗୁଡୁ ଜଣେ ହାସ୍ୟ ଅଭିନେତା ଅଟନ୍ତି । ତାଙ୍କର ପରିବାରେ ୪ ଜଣ ଅଛନ୍ତି ।

ତାଙ୍କ ବାପା , ମା ଓ ଏକ ଭଉଣୀ । ତାଙ୍କର ଜନ୍ମ ଦିନ ୧୦ ଅକ୍ଟୋବର ରେ ହୋଇଥିଲା  । ତାଙ୍କର ଭଲ ନାମ ସାୱନ ସୁମନ ନାୟକ ଅଟେ । ସେ ପିଲା ଦିନୁ ସ୍କୁଲରେ ଫ୍ୟାନ୍ସି ଡ୍ରେସ ରେ ଭାଗ ନେଉ ଥିଲେ । ତାଙ୍କୁ ଅଭିନୟ ପିଲା ଦିନୁ ଅଧିକ ପସନ୍ଦ ଥିଲା   । ସେ ଏକ ଶିଶୁ କଳା କାର ଭାବେ ନିଜର ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚିତ୍ର ହେଉଛି ” ସମୟ ଖେଳୁଛି ଚକା ଭଉଁରୀ ” ।

ସେ ଫଟ ଉଠାଇ ବାକୁ ଭଲ ପାନ୍ତି । ତାଙ୍କର ଘର ଭୁବନେଶ୍ବରରେ ଅଛି । ସେ ଅନେକ ଚଳଚିତ୍ରରେ ଅଭିନୟ କରିଛନ୍ତି , ସିରିୟଲ , ଯାତ୍ରା ରେ ମଧ୍ୟ କାମ କରିଛନ୍ତି । ତାଙ୍କୁ ଅନେକ ଚଳଚିତ୍ରରେ ଭଲ ପ୍ରଦର୍ଶନ ପାଇଁ ପ୍ରଶଂସା ମଧ୍ୟ କରାଯାଇଛି । ସେ ନିକଟ ଅତୀତରେ କରୋନା ରେ ଆକ୍ରାନ୍ତ ହୋଇ ଛନ୍ତି ।

ହଠାତ ତାଙ୍କର ଜ୍ଵର ଥିବା ସମୟରେ ଚେସ୍ଟ ରେ ଯନ୍ତ୍ରଣା ଅନୁଭବ କରିଥିଲେ ତେଣୁ ତାଙ୍କୁ ଭୁବନେଶ୍ବରର ଘରୋଇ ଚିକିସ୍ଛା କେନ୍ଦ୍ରରେ ଭର୍ତି ହୋଇଛି । ଏହି ସମୟରେ ଆଊ ଏକ ଫଟୋ ଆସିଛି ଯେଉଁ ଥିରେ ତାଙ୍କୁ ଆମେ ବର ବେଶରେ ଦେଖିବାକୁ ପାଇବା । ଏହା କିନ୍ତୁ କିଛି ମାତ୍ରାରେ ସତ ଓ କିଛି ମାତ୍ରାରେ ମିଛ ଅଟେ ।

କହିବାକୁ ଗଲେ ନିକଟ ଭବିଷ୍ୟତରେ ତାଙ୍କର ଏକ ଫିଲ୍ମ ଆସୁଛି ଯେଉଁ ଥିରେ ସେ ବିବାହ କରିବାର ସିନ ଅଛି ମାତ୍ର ଏହା ସତ ନୁହେଁ କି ସେ ସତରେ ବିବାହ କରିଛନ୍ତି। ତେବେ ତାଙ୍କର ଶରୀର ଭଲ ରହୁ ଓ ଏହି ଖରାପ ମୁହୁର୍ତ୍ତରେ ସେ ଭଲ ହୋଇ ଫେରି ଆସନ୍ତୁ ଓ ଦର୍ଶକ ମାନଙ୍କୁ ହସାନ୍ତୁ ଏହା କାମନା କରିବା । ଗୁଡୁ ବାହା ହୋଇ ଛନ୍ତି ଏହା ଏକ ଗୁଜବ ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।