୧ ବା ୨ ଥର ନୁହଁ ବରଂ ୩ ଥର ବିବାହ କରିଛନ୍ତି ଏହି ୪ଜଣ bollywood star

ବଲିଉଡ୍ ଇଣ୍ଡଷ୍ଟ୍ରି ରେ ବହୁତ୍ ସମୟରେ ନୂଆ ନୂଆ ଯୋଡ଼ି ଦେଖିବାକୁ ମିଳିଥାଏ ଏବଂ ବହୁତ୍ ଜଲ୍ଦୀ ସେହି ଯୋଡ଼ି ଭାଙ୍ଗି ମଧ୍ୟ୍ୟ ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି ବଲିଉଡ୍ ଷ୍ଟାର୍ ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଗୋଟେଥର ନୁହଁ, ଦୁଇଥର ନୁହଁ ବରଂ ତିନି ତିନି ଥର ବିବାହ କରିଛନ୍ତି । ତେବେ ଚାଲନ୍ତୁ ଜାଣିବା ।

ସଂଜୟ ଦତ୍ତ:-

ଶୁଣିବାକୁ ମିଳେ କି ମାନ୍ୟତା ଦତ୍ତ ସଂଜୟ ଦତ୍ତ ଙ୍କ ତୃତୀୟ ପତ୍ନୀ ଅଟନ୍ତି । ମାନ୍ୟତା ଙ୍କୁ ସଂଜୟ ଦତ୍ତ ୨୦୦୮ ରେ ବିବାହ କରିଥିଲେ । ମାନ୍ୟତା ଙ୍କ ପୂର୍ବରୁ ସଂଜୟ ନିଜ ଦୁତିୟ ପତ୍ନୀ ରିୟା ପେଲାୟୀ ଙ୍କୁ ଡିଭୋର୍ସ କରିସାରିଥିଲେ । ସଂଜୟ ଙ୍କ ପ୍ରଥମ ପତ୍ନୀ ଙ୍କ ନା ରିଚା ଶର୍ମା ଥିଲା ଯାହାର ମୃତ୍ୟୁ ବ୍ରେନ୍ ଟ୍ୟୁମର ଯୋଗୁ ୧୯୯୬ ରେ ହେଇଥିଲା ଆଉ ସଂଜୟ ଏବଂ ରିଚା ଙ୍କ ବିବାହ ୧୯୮୭ ରେ ହେଇଥିଲା । ରିଚା ଏବଂ ସଂଜୟ ଙ୍କ ଗୋଟେ ଝିଅ ମଧ୍ୟ୍ୟ ଅଛି ଯାହାର ନାମ ତ୍ରିଶା ଅଟେ ।

କରନ୍ ସିଂ ଗ୍ରୋଭର୍:-

ବିପାଶା ବାସୁ କରନ୍ ସିଂ ଗ୍ରୋଭର୍ ଙ୍କ ତୃତୀୟ ପତ୍ନୀ ଅଟନ୍ତି । ବିପାଶା ଙ୍କ ପୂର୍ବରୁ କରନ୍ ଟେଲିଭିଜନ ଅଭିନେତ୍ରୀ ଜେନିଫର ୱିଙ୍ଗେଟ ଙ୍କୁ ବିବାହ କରିଥିଲେ ଏବଂ ତା ପୂର୍ବରୁ ନିଜ ଟେଲିଭିଜନ କୋ ଷ୍ଟାର୍ ଶ୍ରଦ୍ଧା ନିଗମ୍ ଙ୍କୁ ବିବାହ କରିଥିଲେ ।

କବୀର୍ ବେଦୀ:-

କବୀର୍ ବେଦୀ ଏମିତି ଏକ ଅଭିନେତା ଅଟନ୍ତି ଯିଏ ୭୦ ବର୍ଷ ରେ ଚତୁର୍ଥ ଥର ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ ଡ୍ୟାନ୍ସର ପ୍ରତିମା ବେଦୀ ଙ୍କ ସହିତ ହେଇଥିଲା ଯାହା ଦ୍ଵାରା ତାଙ୍କର ଗୋଟେ ପୁଅ ଏବଂ ଗୋଟେ ଝିଅ ମଧ୍ୟ୍ୟ ଅଛନ୍ତି । କବୀର୍ ନିଜର ବିବାହ ବ୍ରିଟିଶ୍ ଫ୍ୟାସନ ଡିଜାଇନର ସୂଜେନ୍ ହୁନଫ୍ରେଶ ଙ୍କ ସହ କରିଥିଲେ କିନ୍ତୁ ଏହି ବିବାହ ବେଶି ଦିନ ଚାଲି ନା ଥିଲା ।

କବୀର୍ ତୃତୀୟ ବିବାହ TV ଏବଂ ରେଡ଼ିଓ ପ୍ରେଜେଣ୍ଟର ନିକି ଙ୍କ ସହିତ କରିଥିଲେ ୨୦୦୫ ରେ ଏହି ସମ୍ପର୍କ ମଧ୍ୟ ଶେଷ ହୋଇଥିଲା । ଏହା ପରେ କବୀର୍ ବ୍ରିଟିଶ୍ ର ଅଭିନେତ୍ରୀ ଏବଂ ମଡେଲ ପରବିନ ଙ୍କ ସହିତ ରିଲେସନ୍ ରେ ଥିଲେ । ବହୁତ୍ ସମୟ ଲିଭ୍ ଇନ୍ ରେ ରହିବା ପରେ ନିଜର ଚତୁର୍ଥ ବିବାହ କରିଥିଲେ । ପରବୀନଙ୍କ ବୟସ ୪୦ ବର୍ଷ ଯେବେ କି କବୀର୍ ଙ୍କ ବୟସ ୭୦ ବର୍ଷ ଅଟେ ।

ସିଦ୍ଧାର୍ଥ ରଏ କାପୂର୍

ସିଦ୍ଧାର୍ଥ ରାଏ କପୂର୍ ମଧ୍ୟ୍ୟ ବିଦ୍ୟା ବାଲନ୍ ଙ୍କୁ ତୃତୀୟ ଥର ବିବାହ କରିଥିଲେ । ବିଦ୍ୟା ଙ୍କ ପୂର୍ବରୁ ସିଦ୍ଧାର୍ଥ ନିଜ ବନ୍ଧୁ ଆରତୀ ବଜାଜ୍ ଙ୍କ ସହ ପ୍ରଥମ ବିବାହ କରିଥିଲେ । ଏଵଂ ଗୋଟେ TV ପ୍ରଡୁସର କବିତା ଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ପରେ ଡିଭୋର୍ସ ହେବା ପରେ ସିଦ୍ଧାର୍ଥ ବିଦ୍ୟା ବାଲନ୍ ଙ୍କ ସହ ତୃତୀୟ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।