ଗୋବିନ୍ଦାଙ୍କ ଭାଣିଜୀକୁ ମିଳିଲା ବିଗ ବସ୍ ୧୩ର ଅଫର, କଣ୍ଟ୍ରାକ୍ଟ ସାଇନ କରି…

ଟିଭିର ସବୁଠୁ ବଡ ରିୟାଲିଟି ଶୋ ବିଗ ବସ ୧୩ ର ଆରମ୍ଭ ୨୯ ଡିସେମ୍ବରରୁ ହେବ, ଯାହାକୁ ନେଇ ଫ୍ୟାନ ବହୁତ ଉତ୍ସାହିତ ଅଛନ୍ତି । ଏଥର ବିଗ ବସ – ୧୩ରେ ଟିଭିର କେତେକ ଜଣା ଶୁଣା କଳାକାରମାନେ ବି ସାମିଲ ହୋଇ ପାରନ୍ତି । ଯେଉଁଥିରେ କୃଷ୍ଣା ଅଭିଷେକଙ୍କ ଭଉଣୀ ଓ ଗୋବିନ୍ଦାଙ୍କର ଭାଣିଜୀ ଆରତୀ ସିଂହଙ୍କର ନାମ ବି ସାମିଲ ଅଛି । କହିବାକୁ ଗଲେ ଗୋବିନ୍ଦାଙ୍କର ଭାଣିଜୀ ଆରତୀ ସିଂହଙ୍କୁ ବିଗ ବସ ୧୩ରେ ସାମିଲ ହେବାର ଅଫର ମିଳିଛି,

ଯାହାର ଖୁସିରେ ସେ ବ୍ୟାଗ ପ୍ୟାକ ବି କରିବା ଆରମ୍ଭ କରି ଦେଇଛନ୍ତି । ଏତିକି ନୁହେଁ, ବିଗ ବସ ୧୩ରେ ସାମିଲ ହେବା ପାଇଁ ସେ ବହୁତ ଉତ୍ସାହିତ ବି ଅଛନ୍ତି ।

ଉଡ଼ାନ, ମାୟକା, ଦେବୋଂ କେ ଦେବ ମହାଦେବ, ବାରିଶ, ଗୃହସ୍ଥୀ, ସସୁରାଲ ସିମର କା, ଉତରନ ଭଳି କେତେକ ସିରିୟଲରେ ନଜର ଆସିଥିବା ଆରତୀ ସିଂହ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାମ ଅଟନ୍ତି । ଯେଉଁ କାରଣରୁ ତାଙ୍କୁ ବିଗ ବସ ୧୩ରେ ବି ଜାଗା ମିଳିଛି । କିନ୍ତୁ ବିଗ ବସ ୧୩ରେ ଆରତୀ ସିଂହ ଯିବାକୁ ନେଇ କୌଣସି ବି ଆଧିକାରିକ ସୂଚନା ସାମ୍ନାକୁ ଆସିନାହିଁ । କିନ୍ତୁ ସପ୍ଟବୟ ଖବର ଅନୁସାରେ ତାଙ୍କର ଯିବା ପାଖାପାଖି ଠିକ ହୋଇ ଯାଇଛି ।

ଆରତୀ ସିଂହଙ୍କୁ ମିଳିଲା ବିଗ ବସ ୧୩ର ଅଫର

କହିବାକୁ ଗଲେ ବିଗ ବସ ୧୩ର ପ୍ରତିଯୋଗୀଙ୍କ ନାମ ସୀକ୍ରେଟ ରଖିବାକୁ ଚେଷ୍ଟା କରାଯାଉଛି, କିନ୍ତୁ ସୂତ୍ର ଅନୁସାରେ ଦୁଇ ତିନି ଜଣ ପ୍ରତିଯୋଗୀଙ୍କର ନାମ ସାମ୍ନାକୁ ଆସିସାରିଛି । ଏହି ଆଧାରରେ ଆରତୀ ସିଂହଙ୍କର ନାମ ବି ସାମିଲ ଅଛି ।

ଅୟାଜ ଖାନଙ୍କୁ କରିସାରିଛନ୍ତି ଡେଟ

ଟିଭି ଶୋ ଛଡା ଆରତୀ ସିଂହ ନିଜର ଲଭ ଷ୍ଟୋରିକୁ ନେଇ ବି ଚର୍ଚାରେ ରହିସାରିଛନ୍ତି । କହିବାକୁ ଗଲେ ଆରତୀ ସିଂହ ଅୟାଜ ଖାନଙ୍କୁ ଡେଟ କରିସାରିଛନ୍ତି । ଆପଣଙ୍କୁ କହିଦେଉଛୁ କି ‘ଦିଲ ମିଲ ଗଏ’ ଅଭିନେତା ଅୟାଜ ଖାନଙ୍କ ସହିତ ଆରତୀ ସିଂହଙ୍କର ପ୍ରେମ ସେଟ ଉପରେ ହିଁ ଆରମ୍ଭ ହୋଇଥିଲା । ଦୁଇ ଜଣ ବହୁତ ସିରିୟଲରେ ନଜର ଆସି ସାରିଛନ୍ତି । କହିଦେଉଛୁ କି ଦୁଇ ଜଣଙ୍କର ପ୍ରେମ ୩ ବର୍ଷ ପର୍ଯ୍ୟନ୍ତ ଚାଲିଲା, କିନ୍ତୁ ଏହା ପରେ ଦୁଇ ଜଣଙ୍କର ପର୍ସନାଲ କାରଣ ଯୋଗୁ ସେମାନେ ବ୍ରେକଅପ କରିନେଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।