Jaya Prada ଙ୍କ ପୁଅ ଦେଖିବାକୁ ବହୁତ ହ୍ୟାଣ୍ଡସମ, ଆଗରୁ କେବେ ଦେଖି ନଥିବେ

ବଲୀଉଡ ଅଭିନେତ୍ରୀ ଜୟା ପ୍ରଦାଙ୍କୁ ତ ଆପଣ ସମସ୍ତେ ଜାଣିଥିବେ । ଜୟା ପ୍ରଦା ନିଜ ସମୟରେ ବହୁତ ବଲୀଉଡ ଫିଲ୍ମରେ କାମ କରିଛନ୍ତି । ଜୟା ପ୍ରଦା ଓ ଅମିତାଭ ବଚ୍ଚନଙ୍କ ଯୋଡିକୁ ଦର୍ଶକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଉଥିଲା । ଆପଣଙ୍କୁ କହିଦେଉଛୁ କି ଜୟା ପ୍ରଦା ବଲୀଉଡ ଫିଲ୍ମ ଛଡା ତେଲୁଗୁ ଓ ତାମିଲ ଫିଲ୍ମ ଗୁଡିକରେ ବି କାମ କରିଛନ୍ତି । ସାଉଥ ଇଣ୍ଡଷ୍ଟ୍ରିରେ ବି ତାଙ୍କୁ ବହୁତ ପସନ୍ଦ କରାଯାଏ ।

ଯଦି ତାଙ୍କର ଫିଲ୍ମି କ୍ୟାରିୟର ବିଷୟରେ କହିବା ତେବେ ସେ ପ୍ରଥେମ ତେଲୁଗୁ ଓ ତାମିଲ ଫିଲ୍ମରେ କାମ କରୁଥିଲେ । ୭୦ ଓ ୮୦ ଦଶକରେ ସେ ସାଉଥ ଇଣ୍ଡଷ୍ଟ୍ରି ଫେମସ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଥିଲେ ।

ଏହା ପରେ ୧୯୭୬ରେ ସେ ବଲୀଉଡର ଫିଲ୍ମ ସରଗମ ଜରିଆରେ ବଲୀଉଡରେ ଡେବ୍ୟୁ କରିଲେ । ଏହି ଫିଲ୍ମ ହିଟ ମଧ୍ୟ ହେଲା । ଏହା ପରେ ସେ ବହୁତ ବଲୀଉଡ, ତେଲୁଗୁ, ତାମିଲ ଓ ଅନ୍ୟ କେତେକ ଭାଷାର ଫିଲ୍ମରେ ବି କାମ କରିଛନ୍ତି । ଏହା ସହିତ ସେ ନିଜର କ୍ୟାରିୟରରେ ନିଜର ଅଭିନୟ ପାଇଁ ବହୁତ ପୁରସ୍କାର ଦ୍ଵାରା ମଧ୍ୟ ସମ୍ମାନିତ ହୋଇଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଜୟା ପ୍ରଦାଙ୍କ ରାଜନୈତିକ ଜୀବନ ବି ବହୁତ ଭଲ ଅଟେ । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ପୁଅଙ୍କ ବିଷୟରେ କହିବୁ । ଜୟା ପ୍ରଦା ୧୯୮୬ରେ ନିର୍ମାତା ଶ୍ରୀକାନ୍ତ ନାହଟାଙ୍କ ସହ ବିବାହ କରିଥିଲେ । ଅଭିନେତ୍ରୀ ଜୟା ପ୍ରଦାଙ୍କ ପୁଅଙ୍କ ନାମ ସିଦ୍ଧାର୍ଥ ଉର୍ଫ ସିଧୁ ଅଟେ ।

 

ସିଦ୍ଧାର୍ଥଙ୍କ ପଟି କୌଣସି ବଲୀଉଡ ଅଭିନେତାଙ୍କ ଠାରୁ କମ ନୁହେଁ । ସିଦ୍ଧାର୍ଥ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ଜୟା ପ୍ରଦାଙ୍କ ପୁଅ ସିଦ୍ଧାର୍ଥ ବର୍ଷ ୨୦୧୬ରେ ତାମିଲ ଫିଲ୍ମରୁ ଅଭିନୟ ଦୁନିଆରେ ଆସିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।