Nick Jonasଙ୍କ ଜୀବନ ସହ ଜଡିତ ରାଜ ଆସିଲା ସାମ୍ନାକୁ, ଯାହାକୁ ଜାଣିବା ପରେ Priyanka Chopraଙ୍କ ଉଡିଗଲା ହୋସ

ବଲୀଉଡରେ ଦେଶୀ ଗର୍ଲ ନାଁରେ ପରିଚିତ ଥିବା ପ୍ରିୟଙ୍କା ଚୋପଡାଙ୍କ ସ୍ଵାମୀ ନିକ ଜୋନସଙ୍କ ବିଷୟରେ ବର୍ତ୍ତମାନ ସମୟରେ କିଏ ନ ଜାଣିଛି । ଦୁଇ ଜଣଙ୍କର ଲାଭ ଅଫେୟାର ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଓ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଏହି ଯୋଡି ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ନିକ ଜୋନସଙ୍କ ଜୀବନ ସହ ଜଡିତ କିଛି ରହସ୍ୟପୂର୍ଣ କଥା କହିବୁ ।

କହିବାକୁ ଗଲେ ନିକ ଜୋନସଙ୍କ ଜନ୍ମ ୧୬ ସେପ୍ଟେମ୍ବର ୧୯୯୨ରେ ଆମେରିକାର ଟେକ୍ସସର ଡଲାସରେ ହୋଇଥିଲା । ନିକ ଜୋନସ ଜଣେ ଫେମସ ପପ ସିଙ୍ଗର ଅଟନ୍ତି ।

ଆପଣଙ୍କୁ କହିଦେଉଛୁ କି ନିକ ଜୋନସ ପ୍ରିୟଙ୍କା ଚୋପଡାଙ୍କୁ ୨୦୧୮ରେ ହିଁ ପ୍ରପୋଜ କରିଲେ ଓ ୨୦୧୮ରେ ବିବାହ କରି ନେଲେ । ବିବାହ ପୂର୍ବରୁ ଦୁଇ ଜଣ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ ବି କରିଛନ୍ତି । କିନ୍ତୁ ନିକଙ୍କ ଜୀବନରେ ପ୍ରିୟଙ୍କା ପୂର୍ବରୁ ବି ବହୁତ ଝିଅ ଆସିସାରିଛନ୍ତି । ଖବର ଅନୁସାରେ ନିକଙ୍କ ଜୀବନରେ ୪ ଜଣ ଝିଅ ଆସିଥିଲେ । ତେବେ ଚାଳନ୍ତୁ ଜାଣିବା ତାଙ୍କର ଗର୍ଲଫ୍ରେନ୍ଡମାନଙ୍କ ବିଷୟରେ ।

Miley Cyrus

ନିକଙ୍କୁ ମାତ୍ର ୧୪ ବର୍ଷ ବୟସରେ ଅର୍ଥାତ ସ୍କୁଲ ଦିନରେ ହିଁ ପ୍ରଥମ ପ୍ରେମ ହୋଇଥିଲା । ନିକଙ୍କ ପ୍ରଥମ ପ୍ରେମ Miley Cyrus ଥିଲା । ଯିଏ ଡିଜିନୀ ଷ୍ଟାରର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ନିକ ଏକ ଇଣ୍ଟରଭିୟୁରେ କହିଥିଲେ କି Miley Cyrus ପ୍ରଥମ ଝିଅ ଥିଲା ଯାହାକୁ ମୁଁ କିସ କରିଥିଲେ । ଏମାନଙ୍କର ପ୍ରେମ ବର୍ଷେ ଚାଲିଲା ।

Selena Gomez

ଏହା ପରେ ନିକ ଜୋନସଙ୍କ ଜୀବନରେ Selena Gomez ଆସିଲେ । Selena Gomez ବିଷୟରେ ଆପଣ ସମସ୍ତେ ଜାଣିଥିବେ କାରଣ ସେ ଆମେରିକାର ଜଣେ ଫେମସ ସିଙ୍ଗର ଅଟନ୍ତି । କିନ୍ତୁ ନିକଙ୍କର ଏହି ସମ୍ପର୍କ ବି ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ଓ ଦୁଇ ଜଣଙ୍କର ବ୍ରେକଅପ ହୋଇଗଲା ।

Delta Goodrem

ଏହା ପରେ ୨୦୧୧ରେ ନିକଙ୍କୁ Delta Goodrem ରୂପରେ ଏକ ନୂଆ ଗର୍ଲଫ୍ରେନ୍ଡ ମିଳିଲା । Delta Goodrem ବି ଜଣେ ଅଷ୍ଟ୍ରେଲିୟାନ ସିଙ୍ଗର ଅଟନ୍ତି ଓ ଏହି ସମ୍ପର୍କ ବି କେବଳ ୧୦ ମାସ ଚାଲିଲା ଓ ଦୁଇ ଜଣଙ୍କର ବ୍ରେଅକପ ହୋଇଗଲା ।

Olivia Culpo

ଏହା ପରେ ନିକଙ୍କୁ ମଡେଲ Olivia Culpoଙ୍କ ସହ ପ୍ରେମ ହୋଇଗଲା । ନିକ ଓ Olivia Culpoଙ୍କ ଏହି ସମ୍ପର୍କ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଲା । କିନ୍ତୁ ୨୦୧୫ରେ ଦୁଇ ଜଣ ପରସ୍ପର ଠାରୁ ଅଲଗା ହେବାପାଇଁ ନିଷ୍ପତି ନେଲେ ।

Olivia Culpoଙ୍କ ଠାରୁ ଅଲଗା ହେବା ପରେ ନିକଙ୍କୁ ଜୀବନସାଥି ରୂପରେ ପ୍ରିୟଙ୍କା ଚୋପଡା ମିଳିଲା ଓ ବର୍ତ୍ତମାନ ସମୟରେ ଦୁଇ ଜଣ ଗୋଟିଏ ସୁଖି ବିବାହିତ ଜୀବନ ବ୍ୟତୀତ କରୁଛନ୍ତି । କିନ୍ତୁ ଆପଣଙ୍କୁ କହିଦେଉହକୁ କି ପ୍ରିୟଙ୍କା ନିକଙ୍କ ଠାରୁ ପାଖପାଖି ୧୦ ବର୍ଷ ବଡ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।