ସାଉଥର ସବୁଠୁ ଅଧିକ ତାଙ୍କ ନେଉଥିବା 15 ହିରୋଇନ, ଦେଖନ୍ତୁ Rakulpreet ଗୋଟେ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି

ଯଦି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନଙ୍କ ବିଷୟରେ କହିବା ତେବେ ବର୍ତ୍ତମାନ ସମୟରେ ସାଉଥ ଫିଲ୍ମ ସହିତ ସାଉଥ ଫିଲ୍ମ ଗୁଡିକରେ ଅଭିନୟ କରୁଥିବା ଅଭିନେତ୍ରୀମାନଙ୍କୁ ବି ପୁରା ଭାରତରେ ବହୁତ ପସନ୍ଦ କରାଯାଉଛି । ସେମାନେ ନିଜର ଅଭିନୟ ଓ ସୁନ୍ଦରତା ଦମରେ ଆଜି ପ୍ରତି ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସାଉଥ ଇଣ୍ଡଷ୍ଟ୍ରିର କିଛି ଲୋକପ୍ରିୟ ଓ ପ୍ରସିଦ୍ଧ ଅଭିନେତ୍ରୀମନଙ୍କ ବିଷୟରେ କହିବୁ । ଏହି ଅଭିନେତ୍ରୀମାନେ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ଚାର୍ଜ କରିଥାନ୍ତି ସେହି ବିଷୟରେ କହିବୁ ।

ରାଶୀ ଖନ୍ନା

ଅଭିନେତ୍ରୀ ରାଶୀ ଖନ୍ନା ସାଉଥର ବହୁତ ଫିଲ୍ମରେ ନଜର ଆସିସାରିଛନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୪୦ ଲକ୍ଷ ଟଙ୍କା ନେଇଥାନ୍ତି ।

ଅନୁପମ ପରମେଶ୍ୱରନ

ଅନୁପମ ପରମେଶ୍ୱରନକ ପ୍ରାୟତଃ ସବୁ ଫିଲ୍ମକୁ ଦର୍ଶକମାନଙ୍କ ଦ୍ଵାରା ପସନ୍ଦ କରାଯାଏ । ଅନୁପମ ପରମେଶ୍ୱରନ ଗୋଟିଏ ଫିଲ୍ମ ପାଇଁ ୪୦ ରୁ ୬୦ ଲକ୍ଷ ଟଙ୍କା ନେଇଥାନ୍ତି ।

ହଂସିକା ମୋଟୱାନୀ

ହଂସିକା ମୋଟୱାନୀ ବହୁତ ଅଧିକ ପପୁଳାର ଅଭିନେତ୍ରୀ ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୬୫ ଲକ୍ଷ ଟଙ୍କା ନେଇଥାନ୍ତି ।

ନିତ୍ୟା ମେନନ

ନିତ୍ୟା ମେନନ ବି ସାଉଥର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ନିତ୍ୟା ମେନନ ଗୋଟିଏ ଫିଲ୍ମ ପାଇଁ ୯୦ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

ତମନ୍ନା ଭାଟିୟା

ତମନ୍ନା ଭାଟିୟା ସବୁ ଭାରତୀୟଙ୍କ ପସନ୍ଦିତା ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ସେ ଟଲୀଉଡ ସହିତ ବଲୀଉଡରେ ମଧ୍ୟ କାମ କରିଛନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୯୦ ଲକ୍ଷ ଟଙ୍କା ନେଇଥାନ୍ତି ।

ଶ୍ରୁତି ହାସନ

ଶ୍ରୁତି ହାସନ ବଲୀଉଡ ଓ ସାଉଥ ଫିଲ୍ମ ଗୁଡିକରେ ନଜର ଆ । ଏମିତିରେ ସ୍ରୁତି ହାସନ ଗୋଟିଏ ଫିଲ୍ମ ପାଇଁ ୧ କୋଟି ଟଙ୍କା ନେଇଥାନ୍ତି ।

ରକୁଲ ପ୍ରୀତ ସିଂହ

ରକୁଲ ପ୍ରୀତ ସିଂହ ସାଉଥ ସହିତ ବଲୀଉଡରେ ବି ଫେମସ ହୋଇସାରିଛନ୍ତି । ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ଗୋଟିଏ ଫିଲ୍ମ ପାଇଁ ୧ କୋଟି ଟଙ୍କା ନେଇଥାନ୍ତି ।

ତ୍ରିଷା କୃଷ୍ଣନ

ତ୍ରିଷା କୃଷ୍ଣନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଅଧିକ ଫେମସ ଅଭିନେତ୍ରୀ ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୧ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ନୟନତାରା

ନୟନତାରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୧ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

କୀର୍ତି ସୁରେଶ

କୀର୍ତି ସୁରେଶ ଦେଖିବାକୁ ବହୁତ ଅଧିକ ସୁନ୍ଦର ଲାଗନ୍ତି । ସେ ସାଉଥରେ ବହୁତ ପପୁଳାର ବି ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୧.୫ କୋଟି ଟଙ୍କା ନେଇଥାନ୍ତି ।

କାଜଲ ଅଗ୍ରୱାଲ

ସାଉଥ ଇଣ୍ଡଷ୍ଟ୍ରିର ସବୁଠୁ ଫେମସ ଓ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିଷୟରେ ଯଦି କହିବା ତେବେ ସେ ଗୋଟିଏ ଫିଲ୍ମ ପାଇଁ ୨ କୋଟି ଟଙ୍କା ନେଇଥାନ୍ତି ।

ସାମନ୍ଥା

ସାମନ୍ଥା ବି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଜଣା ଶୁଣା ଓ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୨ କୋଟି ତାଙ୍କ ନେଇଥାନ୍ତି ।

ଅନୁଷ୍କା ଶେଟ୍ଟୀ

ବାହୁବଳିରେ ନଜର ଆସିଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ସାଉଥ ଇଣ୍ଡଷ୍ଟ୍ରିରେ ସବୁଠୁ ଅଧିକ ହିଟ ଅଭିନେତ୍ରୀ ହୋଇଯାଇଛନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ପାଇଁ ପାଖାପାଖି ୪ କୋଟି ଟଙ୍କା ନେଇଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।