ଏହି 5 ଟି ଜିନିଷ ଇମ୍ୟୁନିଟି କୁ କରିଦିଏ କମଜୋର, ଏବେ ଠାରୁ ହିଁ ଦୂରେଇ ରୁହନ୍ତୁ- Health Tips

ଦୁନିଆରେ କୋରନା ବଢିବାରେ ଲାଗିଛି ନିଜର ସଙ୍କ୍ରମଣକୁ ବଢାଉଛି କୋରନା। ପ୍ରତେକ ଦେଶ ଏହାକୁ ନେଇ ଚିନ୍ତାରେ । ଏହା ଆମ ଦେଶରେ ବୀ ବଢିବାରେ ଲାଗୁଛି କାରଣ ଏହା ଏକ ବାୟୁ ବାହିତ ରୋଗ ଅଟେ । କୋରନାରେ ପ୍ରତେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇବାରେ ଲାଗିଲେଣି । ବର୍ତ୍ତମାନ ପରିସ୍ଥିତିରେ କୋରନା ନିଜର ବୃଦ୍ଧିକୁ ତୀବ୍ର କରିଦେଇଛି ।  ଯାହା ପାଇଁ ଅନେକ ଲୋକ ନିଜର ଜୀବନ ହରାଇ ଛନ୍ତି ଓ କେତେକ ଲୋକ ନିଜର ଜୀବନ ହରାଇବାକୁ ଯାଉଛନ୍ତି । ଦେଶରେ କୋରନା ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି ।

କୋରନା ଆମକୁ ଶିକ୍ଷାଇ ଦେଇଚି କି କେମିତି ଆମେ ନିଜକୁ ନିଜପ୍ରତି ଧ୍ୟାନ ଦେବା । ଏହା ସେତେବେଳେ ସମ୍ଭବ ଯେତେବେଳେ ଆପଣ ନିଜର ଶରୀରର ଧ୍ୟାନ ନିଜେ ରଖିବେ । ଗବେଷଣାରୁ ଜଣା ପଡିଛିକି ଆମେ ଯଦି ନିଜର ଇମ୍ଯୁନିଟି ଠିକ ରଖିବା ତେବେ ଏହି ମହାମାରୀରୁ ଆମେ ଜଲ୍ଦି ବାହାରି ପାରିବା ।

କମଜୋର ଥିବା ବ୍ୟକ୍ତି ମାନେ ଯେଉଁ ମାନେ ନିଜର ଶରୀରର ଧ୍ୟାନ ରଖୁ ନାହାନ୍ତି ସେମାନଙ୍କୁ ଏହି ବେମାରି ଜଲ୍ଦି ହେଉଛି ।ତେଣୁ କରି ଆପଣଙ୍କୁ ମଧ୍ୟ ଏହାର ଧ୍ୟାନ ରଖିବାକୁ ହେବା କୀ ଆପଣ ନିଜକୁ ପରିଷ୍କାର ଓ ନିଜ ଇମ୍ଯୁନକୁ ମଜବୁତ ରଖିବେ। ଆପଣ ନିଜକୁ ସୁସ୍ଥ ରାଝିବା ପାଇଁ ନିଜର ଖାଇବା ଉପରେ ଅନେକ ଧ୍ୟାନ ଦେବା ଉଚିତ । ଭଲ ଓ ପୁଷ୍ଟିକର ଖାଦ୍ଯ ଖାଇବା ଦ୍ଵାରା ଆମେ କୋରନା ସହ ଲଢି ପାରିବା ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଇବା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଇମ୍ୟୁନିଟିକୁ ଦୁର୍ବଳ କରିଦିଏ । ଆଜି କାଲିର ବ୍ୟସ୍ତ ସମୟରେ ଆମେ ବାହାର ଖାଇବା ଅଧିକ ପସନ୍ଦ କରୁଛୁ । ଯାହା ଜଙ୍କ ଫୁଡ ଅଟେ । ଏହା ଛାଡା ଆମେ ଫାଷ୍ଟ ଫୁଡ ବି ଖାଇବା କମଉ ନାହୁଁ । ଏହହକୁ ଖାଇବା ଦ୍ଵାରା ଆମେ ନିଜର ଶରୀର ସନ୍ତୁଳନ ଖରାପ କରୁ ଏହା ସହ  ଆମେ ଏହା ଖାଇବା ଦ୍ଵାରା ଆମ ଶରୀରର ଇମ୍ୟୁନିଟି ବି କମିଥାଏ ।

ଏହା କେବଳ କୋରନା ନୁହେଁ ତାହା ବ୍ଯତୀତ ଏହା ଅନ୍ୟ ରୋଗକୁ ବି ଶରୀରରେ ପ୍ରବେଶ କରାଇବାର ବାଟ ଦେଖାଇ ଥାଏ। ଚା କିମ୍ବା କଫି ଘରେ ଘରେ ପରିଚିତ । ମାତ୍ର ଏହାକୁ ଅଧିକ ମାତ୍ରା ରେ ଗ୍ରହଣ କରୁଥିବା ବ୍ୟକ୍ତି ମାନେ ଅସୁବିଧାରେ ପଡି ପାରନ୍ତି କାରଣ ଏଥିରେ କେଫିନ ଅଧିକ ମାତ୍ରାରେ ମିଳି ଥାଏ ତେଣୁକରି ଧ୍ୟାନ ରଖନ୍ତୁ ଏହା ଆପଣଙ୍କର ଥକାପଣକୁ କମାଇବା ସହ ଆପଣଙ୍କୁ ହାନି ବି ପହଞ୍ଚାଇ ଥାଏ ।

ତେଲ ଛଣା ଜିନିଷ ଅଧିକ ଖାଇବା ଆଜି କାଲୀ ଲୋକଙ୍କ ଅଭ୍ଯାସ ମାତ୍ର ଆପଣ ଏହାକୁ ବଦଳେଇବା ପାଇଁ ଚେଷ୍ଟା କରନ୍ତୁ । ଏଥିରେ ଡିପ ଫ୍ରାଇ ହେଉଥିବାରୁ ଖାଇବାରେ ଥିବା ପୋଷାକ ତତ୍ଵ ଜଲ୍ଦି ନଷ୍ଟ ହୋଇଯାଏ ତେଣୁ କରି ଆପଣମାନେ ବି ଏହାକୁ ନିଜଠାରୁ ଦୂରେଇ ରଖିବା ଭଲ। ନିଶା କରିବା ଦ୍ଵାରା ମଣିଷ ଶରୀରରେ ଆଲ୍କୋହଲ ମାତ୍ରା ବୃଦ୍ଧି ପାଇ ଥାଏ ତେବେ ଆପଣ ଯଦି ନିଶା କରୁଛନ୍ତି ତାକୁ ଧୀରେ ଧୀରେ କମେଇବା ପାଇଁ ଚେଷ୍ଟା କରନ୍ତୁ ।

 

ଏହା ଶରୀର ପାଇଁ ସ୍ଲୋ ପ-ଏ-ଜ-ନ ଭଳି କାମ କରେ , ତେଣୁ ଆପଣ ଏହା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ତେବେ ଆପଣ ନିଜକୁ ରୋଗ ମାନଙ୍କ ଠାରୁ ଦୂରେଇ ରକ୍ଷୀ ପାରିବେ। ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଟିପ୍ପଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।