ସଲମାନ ଖାନ ଏହି 3 ଝିଅଙ୍କୁ ଦେଲେ ସବୁଠୁ ମାହାଙ୍ଗା ଗିଫ୍ଟ, ଦାମ ଜାଣିଲେ ଉଡିଯିବ ହୋସ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ର ଦବାଙ୍ଗ ଖାନ ମାନେ ସଲମାନ ଖାନ ଅଭିନୟ ସହିତ ନିଜ ଦରୀୟା ଦିଲ ପାଇଁ ମଧ୍ୟ ଚର୍ଚ୍ଚିତ । ସଲମାନ ଖାନ ନିଜ ଫ୍ୟାନସ ଏବଂ ପ୍ରିୟ ଲୋକଙ୍କର ବହୁତ ଧ୍ୟାନ ରଖିଥାନ୍ତି । କାହାକୁ ଫିଲ୍ମ ରେ ରୋଲ କରିବାର ଅଛି କି କାହାକୁ ମହଙ୍ଗା ଗିଫ୍ଟ ହେଉ ସଲମାନ ଦେବାକୁ ପଛଘୁଞ୍ଚା କରନ୍ତି ନାହିଁ । ସଲମାନ ଖାନ ସବୁ କଥାର ବହୁତ ଭଲସେ ଧ୍ୟାନ ରଖନ୍ତି । ଆଜି ଆମେ ସେହି ୩ଜଣ ଝିଅ ଙ୍କ ବିଷୟରେ କଥା ହେଉଛେ ଯାହାକୁ ସଲମାନ ଖାନ ସବୁଠୁ ମହଙ୍ଗା ଗିଫ୍ଟ ଦେଇଛନ୍ତି ।

ସୋନମ କପୁର :- ବଲିଉଡ ଷ୍ଟାର ସଲମାନ ଖାନ ଏବଂ ଅନିଲ କୁପୁର ଙ୍କ ଭିତରେ ବହୁତ ଭଲ ସମ୍ପର୍କ ଅଛି । ସଲମାନ ଖାନ ଅନିଲ କପୁର ଙ୍କ ଝିଅ ସୋନମ କପୁର ଙ୍କ ବିବାହରେ ତାଙ୍କୁ ଲମ୍ବୋର୍ଗିନୀ କାର ଗିଫ୍ଟ କରିଥିଲେ । ସୋନମ ଙ୍କୁ ତାଙ୍କ ବିବାହରେ ବହୁତ ଗିଫ୍ଟ ମିଳିଥିଲା କିନ୍ତୁ ସଲମାନ ଙ୍କ ଗିଫ୍ଟ ସବୁଠାରୁ ମହଙ୍ଗା ଥିଲା । ଏହି କାର ର ଦାମ ୧ କୋଟି ଟଙ୍କା ।

ଜ୍ୟାଙ୍କଲିନ ଫରନାଁନ୍ଦେସ :- ସଲମାନ ଖାନ ଏବଂ ଜ୍ୟାଙ୍କଲିନ ଏକା ସହିତ ବହୁତ ଫିଲ୍ମ କରିଛନ୍ତି । ଜ୍ୟାଙ୍କଲିନ ସଲମାନ ଙ୍କ ଫେଭରେଟ ଅଭିନେତ୍ରୀ ଙ୍କ ଭିତରୁ ଜଣେ ଅଟନ୍ତି । ସଲମାନ ଖାନ ଜ୍ୟାଙ୍କଲିନ ଙ୍କୁ ଗୋଟେ ପେଣ୍ଟିଂ ଗିଫ୍ଟ କରିଥିଲେ ଯାହାର ଦାମ ୩ କୋଟି ଟଙ୍କା ଅଟେ ବୋଲି କୁହାଯାଉଛି ।

ଅର୍ପିତା ଖାନ:- ବଲିଉଡ ଭାଇଯାନ ସଲମାନ ଖାନ ନିଜ ଭଉଣୀ ଅର୍ପିତା ଖାନ ଙ୍କୁ ବହୁତ ଭଲ ପାଆନ୍ତି । ସଲମାନ ନିଜ ଭଉଣୀ ଅର୍ପିତା ଙ୍କ ସବୁ ଇଚ୍ଛା ପୂରଣ କରିଛନ୍ତି । ସଲମାନ ନିଜ ଭଉଣୀ ଅର୍ପିତା ଙ୍କୁ ଗୋଟେ ରୟାଲସ ରୟଲ କାର ଗିଫ୍ଟ କରିଥିଲେ । ଏହି କାର ର ଦାମ ୪ କୋଟି ଟଙ୍କା ଅଟେ । ସଲମାନ ଏହି କାର ଅର୍ପିତା ଙ୍କ ବାହାଘର ରେ ଗିଫ୍ଟ କରିଥିଲେ ।

ତେବେ ଆପଣଙ୍କୁ ବଲିଉଡ ଷ୍ଟାର ସଲମାନ ଖାନ ଏବଂ ତାଙ୍କ ଅଭିନୟ କେମିତି ଲାଗେ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।