ରାତିରେ ସ୍ତ୍ରୀ ସ୍ଵାମୀକୁ କହିଲା – କିଛି ଏମିତି କର ଯେମିତି ଝାଳ ବାହରି ଯିବ ! ଏହା ସହିତ ଆହୁରି 8ଟି ମଜାଳିଆ Jokes

ଜୋକ୍ସ ସବୁ ବ୍ୟକ୍ତିଙ୍କ ଉପରେ ଔଷଧ ରୂପରେ ପ୍ରଭାବ ପକାଇ ଥାଏ । ରୋଗୀ ଓ ଚିନ୍ତିତ ବ୍ୟକ୍ତିଙ୍କ ପାଇଁ ଜୋକ୍ସ କୌଣସି ଔଷଧ ଠାରୁ କମ ନୁହେଁ । କେତେକ ଲୋକମାନେ ଜୋକ୍ସ କୁ ନିଜର ପାଖପାଖି ସମ୍ପର୍କୀୟ ଓ ବନ୍ଧୁଙ୍କୁ ଟ୍ୟାଗ ବି କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ । ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡରେ ଅଛି । ଏହି ଜୋକ୍ସ କୁ ସୋସିଆଲ ମିଡିଆରେ ବହୁତ ଲାଇକ ଓ ଶେୟାର କରା ଯାଉଛି ।

ଜୋକ – ୧

ସ୍ଵାମୀ – କେଉଁଠି ଯାଇ ଥିଲ ୪ ଘଣ୍ଟା ହେବ ?

ସ୍ତ୍ରୀ – ମଲ ଯାଇଥିଲି, ଶପିଙ୍ଗ କରିବା ପାଇଁ !

ସ୍ଵାମୀ – କଣ କଣ ନେଲ ?

ପତ୍ନୀ – ଗୋଟିଏ Hair Band ଓ ୪୫ ସେଲଫି ……!

ଜୋକ – ୨

ଏହାକୁ କୁହନ୍ତି ସ୍ମାର୍ଟ ସ୍ଵାମୀ

ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଉ ଥିଲା

ସ୍ତ୍ରୀ – ମୁଁ ପୁରା ଘର ସମ୍ଭାଲୁଛି

ରୋଷେଇ କରୁଛି

ପିଲାମାନଙ୍କୁ ସମ୍ଭାଲୁଛି

ତୁମେ କଣ କରୁଛ ?

ସ୍ଵାମୀ – ମୁଁ ନିଜକୁ ସମ୍ଭାଲୁଛି

ତୁମର ନିଶା ଆଖି ଠାରୁ

ସ୍ତ୍ରୀ – ଆପଣ ବି ନା

କୁହ ଆଜି ତୁମ ପାଇଁ କଣ କରିବି….

ଜୋକ – ୩

ଆମେ ଛାତ ଉପରେ ଚଢିଲୁ

ଗୁଡି ଉଡାଇବା ବାହାନାରେ,

ପଡୋଶୀ ଭାଉଜ ବି ଆସିଲେ

କପଡା ଶୁଖାଇବା ବାହାନାରେ

ସ୍ତ୍ରୀ ଯେତେବେଳେ ଏହା ଦେଖିଲା

ତେବେ ସେ ବି ବାଡି ନେଇ ଆସିଲା

ମାଙ୍କଡ ଘୋଡାଇବା ବାହାନାରେ ।

ଜୋକ – ୪

ଗୋଟିଏ ବ୍ୟକ୍ତି ଲେଡିଜ ପାଳରର ସ୍ଵାଗତ ବସି

ମାଗାଜିନ ପଢୁଥିଲା ।

ଗୋଟିଏ ମହିଳା ଆସିଲା

କାନ୍ଧ ଉପରେ ହାତ ରଖି କହିଲା –

ଆସ ଯିବା ।

ସେହି ବ୍ୟକ୍ତିର ଝାଳ ବାହାରିବାକୁ ଲାଗିଲା

କହିଲା – ମୁଁ ବିବାହିତା ଅଟେ

ଓ ଏଠି ପାଳରରେ ମୁଁ ନିଜ ସ୍ତ୍ରୀ ସହିତ ଆସିଛି ।

ମହିଳା କହିଲା –

ଆରେ ଭଲ ଭାବରେ ଦେଖ ମୁଁ ହିଁ ତୁମର ସ୍ତ୍ରୀ…….

ଜୋକ – ୫

ବିବାହର ଗୋଟିଏ ଦିନ ପରେ ସ୍ଵାମୀ ସ୍ତ୍ରୀ ବସି ଚା ପିଉ ଥିଲେ ।

ଅଚାନକ ସ୍ଵାମୀ ପଚାରିଲା,

‘ଗୋଟିଏ କଥା କୁହ, ବିବାହ ପୂର୍ବରୁ ତୁମର କେତେ ବୟଫ୍ରେନ୍ଡ ଥିଲେ ?’

ସ୍ତ୍ରୀ ଭିତରକୁ ଗଲା

ଓ ଗୋଟିଏ ଡବା ଧରି ଆସିଲା

ଯେଉଁଥିରେ ଚାଉଳର କିଛି ଦାନା

ଓ ୨୦୦ ଟଙ୍କା ରଖା ହୋଇ ଥିଲା ।

ସ୍ଵାମୀ – ଏହା କଣ ଅଟେ ?

ସ୍ତ୍ରୀ – ମୁଁ ଯେତେବେଳେ ବି ନୂଆ ବୟଫ୍ରେନ୍ଡ କରୁଥିଲି

ସେତେବେଳେ ଗୋଟିଏ ଚାଉଳର ଦାନା

ଏହି ଡବା ଭିତରେ ରଖୁଥିଲି ।

ଏହା ଶୁଣି ସ୍ଵାମୀ ଚାଉଳ ଗଣିବାକୁ ଲାଗିଲା ।

ମୋଟ ୭ଟି ଚାଉଳର ଦାନା ବାହାରିଲା ।

ସ୍ଵାମୀ – ମାତ୍ର ୭ଟି ଅଛି, ଆଜିକାଲି ଏତିକି ସବୁ ଝିଅର ଥାଏ ।

କିନ୍ତୁ ଏହି ୨୦୦ ଟଙ୍କା କଣ ପାଇଁ ?

ସ୍ତ୍ରୀ – ଚାରି କିଲୋ ଚାଉଳ ବିକ୍ରି କରି ଦେଇ ଥିଲି ।

ସ୍ଵାମୀ କୋମାରେ………..

ଜୋକ – ୬

ଡାକ୍ତର ରାଜୁକୁ କହିଲେ –

ଆପଣଙ୍କ ଗୋଟିଏ କିଡନୀ ଫେଲ ହେଇ ଯାଇଛି ।

ରାଜୁ ବହୁତ କାନ୍ଦିଲା

ପୁଣି ଲୁହ ପୋଛି ପଚାରିଲା ଓ କହିଲା

କେତେ ନମ୍ବରରେ ……?

ଜୋକ – ୭

ରାତିରେ ସ୍ତ୍ରୀ ସ୍ଵାମୀକୁ କହିଲା –

କିଛି ଏମିତି କର ଯେମିତି ଝାଳ ଆସି ଯିବ

ସ୍ଵାମୀ ଉଠିଲା ଓ ପଙ୍ଖା ବନ୍ଦ କରି ଶୋଇ ପଡିଲା !!!

ଚିନ୍ତାଧାରା ବଦଳାଅ ତ ଦେଶ ବଦଳିବ…

ଜୋକ – ୮

ପପୁ ନିଜର ମାକୁ କହିଲା

ମୁଁ ବଡ ହୋଇ ଏୟାର ଫୋର୍ସରେ ଯିବି

ଓ ନିଜ ଘର ଉପର ଦେଇ ପ୍ଳେନ ନେବି

ମା କହିଲା – ମୁଁ କେମିତି କାଣିବି

କି ସେହି ପ୍ଳେନ ତୋର ଅଟେ ?

ପପୁ କହିଲା – ମୁଁ ଘର ଉପରେ ବମ ଫୋପାଡି ଯିବି……

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।