ପାଠ ମନେ ନ ରହୁଥିଲେ ନିଶ୍ଚୟ କରନ୍ତୁ ଏହି ଊପାୟ, ଜାଣନ୍ତୁ କିପରି ମନେ ରଖିବେ

ଏହି ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କର କିଛି ବି ମନେ ରୁହେ ନାହିଁ । ଏହା ସହିତ ସେମାନେ ଯେତେ ପଢ଼ିଲେ ବି ମନେ ରୁହେ ନାହିଁ । ସେଥିପାଇଁ ଆଜି ଆମେ ନିଜର ପଢାକୁ କେମିତି ଅତି ସହଜରେ ମନେ ରଖିବେ ସେହି ବିଷୟରେ କହିବୁ । ପ୍ରଥମ ଉପାୟଟି ହେଲା ଆପଣ କେବଳ ଶୁଣନ୍ତୁ ଓ ଦେଖନ୍ତୁ । ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି କଣ ଖାଲି ଦେଖିଲେ କିମ୍ବା ଶୁଣିଲେ ପାଠ ପଢ଼ା ମନେ ରହିଯିବି । ସେଥିପାଇଁ ଆପଣଙ୍କୁ ଗୋଟେ ଉଦାହରଣ ଦେବୁ ।

ଯେତେବେଳେ ଆପଣ ଜନ୍ମ ହେଉଛନ୍ତି ସେତେବେଳେ ଆପଣ କାହାକୁ ବି ଜାଣି ନ ଥିଲେ, ଏମତିରେ ଆପଣ କେବଳ ଦେଖୁଥିଲେ କିମ୍ବା ଶୁଣୁଥିଲେ । ଏହା ରେ ଆପଣଙ୍କୁ କୁହାଯାଉଛି କିସେ ଆପଣଙ୍କର ଦାଦା, ଖୁଡି, ଜେଜେବାପା, ଜେଜେମା । କିନ୍ତୁ ମା ନିଜର ପରିଚୟ ଦିଏ ନାହିଁ ।

କାରଣ କିଏ ଆପଣଙ୍କର ମା ବୋଲି ଆପଣ ନିଜେ ଜାଣି ଯାଆନ୍ତି । ଆପଣମାନେ ସବୁ କାର୍ଯ୍ୟ କରିବା ପୂର୍ବରୁ ତାକୁ ଶୁଣନ୍ତି । ସେଥିପାଇଁ ଏହାକୁ ପ୍ରଥମେ ପ୍ରାଧାନ୍ୟ ଦେବା ଉଚିତ । ଆପଣମାନେ ଯେତେବେଳେ କ୍ଲାସରେ ପଢୁଛନ୍ତି ତେବେ ଭଲ ଭାବରେ ସବୁ କଥାକୁ ମନ ଦେଇ ଶୁଣନ୍ତୁ ଦେଖିବେ ଆପଣଙ୍କର ସବୁ ପାଠ ଆପେ ଆପେ ମନେ ରହିବ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଆହୁରି ବିସ୍ତାର ରୂପରେ କହିବୁ ।

ଆପଣ ମାନେ ପିଲା ଦିନରେ ଶବୁ ଜିନିଷ ଶୁଣି ଶୁଣି ମନେ ରଖୁଥିଲେ, ଯାହା ବିଷୟରେ ଆପଣ ପଢି ନାହାନ୍ତି କି ଲେଖି ନାହାନ୍ତି । କେବଳ ଶୁଣି ମନେ ରଖିଛନ୍ତି । ଉଦାହରଣ ସ୍ୱରୂପ ଆପଣ ଯେମିତି ବହୁତ ଦେଶର ନାଁ କୁ ମନେ ରଖୁଛନ୍ତି । ଯେଉଁ ଫିଲ୍ମ ଦେଖୁଛନ୍ତି ତାହାର ଗୀତ ମନେ ରଖି ପାରୁଛନ୍ତି । କିନ୍ତୁ ପାଠ କାହିଁକି ମନେ ରଖିପାରୁ ନାହାନ୍ତି । ଆପଣ ମାନେ ସବୁ ଜିନିଷକୁ ଏକାଗ୍ରତାର ସହିତ ଯଦି ଶୁଣିବେ ତେବେ ଯାଇ ମନେ ରଖିବେ ।

ଆପଣ ଯେଉଁ କାମ କରୁଛନ୍ତି ଆପଣ କେବଳ ସେହି କାମ ବିଷୟରେ ହିଁ ଚିନ୍ତା କରନ୍ତୁ । ପାଠ ପଢିଲା ବେଳେ ସାଙ୍ଗ କଥା ମନେ ପଡୁଛି, ବାହାରକୁ ବୁଲିବାକୁ ଇଚ୍ଛା ହେଉଛି । ଏହିଭଳି କରିଲେ ଆପଣଙ୍କର ପାଠରେ ଏକାଗ୍ରତା ଆସିବ ନାହିଁ । ଆପଣମାନେ ସବୁ ଜିନିଷକୁ ବହୁତ ଥର ଅଭ୍ୟାସ କରନ୍ତୁ ତେବେ ଯାଇ ଆପଣଙ୍କର ସବୁ ମନେ ରହିବ । ପ୍ରଥମେ ଭଲ ଭାବରେ ସବୁ ଜିନିଷ ଶୁଣନ୍ତୁ । ମନେକର ଆପଣ କୁଆଡେ ଯାଉଛନ୍ତି ଆପଣଙ୍କୁ କେହି ଜଣେ ପଚାରିଲା ଆପଣ କଣ ପଢୁଛନ୍ତି ତେବେ ଆପାଣ କହିଲେ ସାଇନ୍ସ ।

କିନ୍ତୁ ସେ ପଚାରିଲେ ନାହିଁ କି ଆପଣଙ୍କ ବାପା ମା କଣ କରନ୍ତି । ସେଥିପାଇଁ ଆପଣ ପ୍ରଥମେ ସବୁ ଜିନିଷର ଅଭ୍ୟାସ କରନ୍ତୁ । ଉଦାହରଣ ଜଣଙ୍କୁ କହିବେ ଗୋଟିଏ ବହିର ଗୋଟିଏ ଲାଇନ ପଢିବାକୁ ଓ ତାକୁ କହିବେ ଲେଖିବାକୁ ସେ ଲେଖି ଦେବ ପୁଣି ଗୋଟିଏ ଲାଇନ ପଢିବାକୁ ପୁଣି ସେହି ଲାଇନ ଲେଖିବାକୁ ସେ ଲେଖି ଦେବ । ଏହିପରି ଭାବରେ ସେ ଗୋଟିଏ ପେଜ ଲେଖିଦେବ । ତେଣୁ ସବୁବେଳେ ପଢ଼ନ୍ତୁ, ଶୁଣନ୍ତୁ ଓ ଲେଖନ୍ତୁ ଏହିଭଳି କରିଲେ ଆପଣଙ୍କର ପାଠ ପଢା ମନେ ରହିଯିବି ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।