ସଲମାନ ଖାନଙ୍କ ପିତା ଖୋଲିଲେ ସଲମାନ ଖାନଙ୍କ ବିବାହ ନ କରିବାର ରହସ୍ୟ

ବଲିଉଡ ର ସୁପର ଷ୍ଟାର ସଲମାନ ଖାନ ଯାହାଙ୍କୁ ପୁରା ବଲିଉଡ ଭାଇଜାନ ନାମରେ ଜାଣିଛନ୍ତି । ତାଙ୍କର ଫିଲ୍ମ ସବୁବେଳେ ୧୦୦ କୋଟି ରୁ ଅଧିକ ବିଜନେସ କରିଥାଏ । ସଲମାନ ଖାନଙ୍କୁ ବଲିଉଡର ସବୁଠୁ ଫିଟ ଅଭିନେତା ବୋଲି ମାନନ୍ତି । ସଲମାନ ଖାନ ସଫଳତା ପାଇବା ପାଇଁ ବହୁତ ପରିଶ୍ରମ କରିଛନ୍ତି । ପୁରା ଦୁନିଆରେ ସଲମାନ ଖାନଙ୍କର ଫ୍ୟାନ୍ସ ଅଛନ୍ତି । ସଲମାନ ଖାନଙ୍କ ଫିଲ୍ମ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସଙ୍କର ସିନେମା ହଲରେ ଲାଇନ ଲାଗିଯାଏ । ବଲିଉଡର ଅଭିନେତ୍ରୀ ହିଁ ନୁହେଁ ସାରା ଦୁନିଆର ଝିଅ ମାନେ ବି ତାଙ୍କୁ ବିବାହ କରିବାର ସ୍ଵପ୍ନ ଦେଖନ୍ତି କିନ୍ତୁ ସଲମାନ ଏ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ।

ଯେବେ ସଲମାନ ଖାନଙ୍କୁ ବିବାହ ବିଷୟରେ ପଚରା ଯାଏ ସେ କିଛି ନ କହି ପଳାଇ ଯାନ୍ତି । ବଲିଉଡ ର ବହୁତ ଅଭିନେତ୍ରୀଙ୍କ ସହିତ ତାଙ୍କର ନାମ ଯୋଡା ହୋଇଛି । ଏବେ କିଛି ଦିନ ପୂର୍ବରୁ ହଲିଉଡ ଅଭିନେତ୍ରୀ ଲୁଲିୟା ବନ୍ତୁରଙ୍କ ସହିତ ନଜର ଆସୁଥିଲେ ଓ ଦୁଇ ଜଣ ଜଲଦୀ ବିବାହ କରିବାର ଥିଲା।

ସଲମାନ ଖାନ ଙ୍କ ପିତା ସଲିମ ଖାନ ମିଡିଆ ସାମ୍ନାରେ ଜଣାଇଲେ କି ସେ ଏକ ଏମିତିକା ଝିଅକୁ ବିବାହ କରିବାକୁ ଚାହେଁ ଯିଏ ନିଜ ମା ଭଳି ପୁରା ପରିବାରକୁ ନେଇ ଚଳିବ । ସଲମାନ ଖାନ ଏକ ସିମ୍ପଲ ଝିଅକୁ ହିଁ ବିବାହ କରିବେ ତେବେ ଯାଇ ଏମିତି ହେବ । ବଲିଉଡର କୌଣସି ଅଭିନେତ୍ରୀଙ୍କୁ ଯଦି ବିବାହ କରନ୍ତି ତେବେ ସେ ଫିଲ୍ମ ଦୁନିଆ ତ ଛାଡି ପାରିବ ନାହିଁ । ଏଥିପାଇଁ ସଲମାନ ଖାନଙ୍କୁ ନିଜ ପସନ୍ଦର ଝିଅ ମିଳି ପାରୁନାହିଁ । ବୋଧେ ଏହି କାରଣ ଅଟେ କି ସଲମାନ ଖାନଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ତାଙ୍କର ବିବାହକୁ ଅପେକ୍ଷା କରିଛନ୍ତି ।

ବଲୀଉଡରେ ତ ସବୁବେଳେ ସଲମାନ ଖାନଙ୍କ ବିବାହକୁ ନେଇ କିଛି ନା କିଛି  ଚର୍ଚ୍ଚା ଲାଗି ରହିଛି। ତେବେ ଦେଖାଯାଉ ସଲମାନ କେବେ ଓ କାହାକୁ ବିବାହ କରୁଛନ୍ତି। ତାଙ୍କର ବିବାହ ପାଇଁ କେବଳ ସାରା ବଲୀଉଡ ନୁହେଁ ବରଂ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଅପେକ୍ଷା କରିଛନ୍ତି।

ଭାଇଜାନଙ୍କ ଫ୍ୟାନ ହୋଇଥିଲେ ତାଙ୍କ ପାଇଁ ଗୋଟେ ଲାଇକ ଓ ଶେୟାର ନିଶ୍ଚୟ କରିବେ। ଆଗକୁ ଏମିତି ବଲୀଉଡ ର ଚଟପଟା ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ॥