Aiswarya Ray ନଥିଲେ ବଚ୍ଚନ ପରିବାରର ପ୍ରଥମ ପସନ୍ଦ, କେବଳ ଗୋଟିଏ ଭୁଲ ପାଇଁ ଏହି ହିରୋଇନଙ୍କ ବଦଳରେ ଐଶ୍ଵର୍ୟ୍ୟା ହେଲେ ବଚ୍ଚନ ପରିବାର ବୋହୁ

ବଲିଉଡ ରେ ବଚନ ପରିବାର କଥା କିଏ ଅବା ନ ଜାଣେ । ଜଣେ ମହାନ ଅଭିନେତା ରୂପେ ବେଶ ପରିଚିତ ଅମିତାଭ ବଚନ । ଜୟା ବଚନ ହେଉଛନ୍ତି ଅମିତାଭ ବଚନଙ୍କ ଧର୍ମ ପତ୍ନୀ । ଅମିତାଭ ବଚନଙ୍କର ଦୁଇଟି ସନ୍ତାନ ଗୋଟିଏ ହେଲେ ପୁଅ ଅଭିଷେକ ବଚନ ଓ ଆଉ ଜଣେ ହେଉଛନ୍ତି ଝିଅ ଶ୍ଵେତା ନନ୍ଦା । ଅମିତାଭଙ୍କ ପୁଅ ଅଭିଷେକ ବଚନ ମଧ୍ୟ ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । ବଲିଉଡର ଲୋକପ୍ରିୟ ଅଭିନେତ୍ର ଐଶ୍ଵର୍ଯ୍ୟ ରାୟଙ୍କୁ ବିବାହ କରିଛନ୍ତି ଅଭିଷେକ ବଚନ।

କିନ୍ତୁ ଫ୍ରେଣ୍ଡ୍ସ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଐଶ୍ଵର୍ଯ୍ୟ ରାୟ ନଥିଲେ ବଚନ ପରିବାରର ପ୍ରଥମ ପସନ୍ଦ ନଥିଲେ। ଐଶ୍ଵର୍ଯ୍ୟ ରାୟଙ୍କ ପୂର୍ବରୁ ଅନ୍ୟ ଏକ ଅଭିନେତ୍ରୀଙ୍କୁ ବୋହୁ କରିବା ପାଇଁ ଚାହୁଁଥିଲେ ବଚନ ପରିବାର । କିନ୍ତୁ କେବଳ ଗୋଟିଏ ଭୁଲ ପାଇଁ ଏହି ଅଭିନେତ୍ରୀଙ୍କ ଜାଗା ନେଇଥିଲେ ଐଶ୍ଵର୍ଯ୍ୟ ରାୟ । ତେବେ ଫ୍ରେଣ୍ଡ୍ସ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅଭିଷେକ ବଚ୍ଚନ ଙ୍କ ପାଇଁ ପ୍ରଥମ ପସନ୍ଦ ଥିଲେ ।

ଆପଣଙ୍କୁ କହି ଦେଉଛୁ କି ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ରାନୀ ମୁଖାର୍ଜୀ । ହାଣ ଆଜ୍ଞା ବଚନ ପରିବାରର ପ୍ରଥମ ପସନ୍ଦ ଥିଲେ ରାନୀ ମୁଖାର୍ଜୀ । ବଲିଉଡ ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ରାନୀ ମୁଖାର୍ଜୀ । କିନ୍ତୁ ସେ ବଚନ ପରିବାରର ବୋହୁ ହେଉ ହେଉ ରହିଗଲେ । ପ୍ରଥମେ ଅଭିଷେକ ଓ ରାନୀ ମୁଖାର୍ଜୀ ପ୍ରେମ ସମ୍ବନ୍ଧରେ ଥିଲେ । ପୁରା ବଲିଉଡ ରେ ତାଙ୍କ ପ୍ରେମର ଚର୍ଚ୍ଚା ହେଉଥିଲା । ଏହି ଦୁଇଜଣ ପରସ୍ପରକୁ ବହୁତ ପ୍ରେମ କରିଥିଲେ । ବଲିଉଡରେ ତାଙ୍କର ବିବାହ ପାଇଁ ମଧ୍ୟ ଚର୍ଚା ହେଉଥିଲା ।

ସମସ୍ତେ ଭାବୁଥିଲେ ରାନୀ ଓ ଅଭିଷେକ ଖୁବ ଶୀଘ୍ର ବିବାହ କରିନେବେ । ଏହା ସହିତ ବଚନ ପରିବାରର ସମସ୍ତ ସଦସ୍ୟ ରାନୀ ମୁଖାର୍ଜୀଙ୍କୁ ବହୁତ ପସନ୍ଦ କରୁଥିଲେ । ହେଲେ ରାଣୀ ମୁଖାର୍ଜୀଙ୍କ ଗୋଟିଏ ଭୁଲ ପାଇଁ ଜୟା ରାନୀଙ୍କ ବଦଳରେ ଐଶ୍ଵର୍ଯ୍ୟଙ୍କୁ ନିଜ ବୋହୁ କରିଥିଲେ ।

ବନ୍ଧୁଗଣ ସେହି ଭୁଲଟି ଥିଲା ଫିଲ୍ମ ‘ବ୍ଲାକ’ରେ ରାନୀ ଓ ଅମିତାଭଙ୍କ ମଧ୍ୟରେ ହୋଇଥିବା ଲିପ ଲକ । ଫିଲ୍ମ ‘ବ୍ଲାକ’ରେ ଅମିତାଭ ବଚନ ଓ ରାନୀ ମୁଖାର୍ଜୀ ପରସ୍ପରକୁ ଚୁମ୍ବନ କରିଥିଲେ । ଏହି ସିନକୁ ଦେଖି ଅଭିଷେକ ବଚନଙ୍କର ହୋସ ଉଡି ଯାଇଥିଲା ।

ଏହି ଗୋଟିଏ ଭୁଲ ପାଇଁ ଜୟା ରାନୀଙ୍କୁ ନିଜ ବୋହୁ କରିବା ପାଇଁ ମନା କରିଥିଲେ ଓ ଐଶ୍ଵର୍ଯ୍ୟ ରାୟଙ୍କୁ ନିଜ ଘରର ବୋହୁ କରିଥିଲେ । ରାନୀ ମୁଖାର୍ଜୀ ଫିଲ୍ମ ମେକର ୟଶ ଚୋପଡାଙ୍କୁ ବିବାହ କରି ବହୁତ ଖୁସିରେ ଅଛନ୍ତି ଓ ଅନ୍ୟ ପକ୍ଷରେ ଅଭିଷେକ ଓ ଐଶ୍ଵର୍ଯ୍ୟ ମଧ୍ୟ ନିଜ ଝିଅ ଆରାଧ୍ୟା ସହ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।