Bollywood ଷ୍ଟାରଙ୍କ ହମସକଲ ଅଟନ୍ତି ଟିଭି ର ଏହି 10 ଜଣ ଷ୍ଟାର, ନମ୍ବର 3 ତ ଲାଗନ୍ତି ପୁରା Parveen Babi

ଦୁନିଆରେ ଅନେକ ଲୋକ ମାନେ ଅଛନ୍ତି ଯେଉଁ ମାନଙ୍କର ଚେହେରା ଏକା ଭଳି ଦେଖିବାକୁ ହୋଇଥାଏ । ବିଜ୍ଞାନ କହିବା ଅନୁସାରେ ଦୁନିଆରେ ଗୋଟିଏ ଚେହେରା ଥିବା ଅନେକ ଲୋକ ଥାନ୍ତି ।

ଯଦି ଆପଣ ମାନଙ୍କୁ ଆମର ଏହି କଥା ସତ ନ ଲାଗୁଛି ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଷ୍ଟାର ମାନଙ୍କ ବିଷୟରେ କହିବି ଯେଉଁମାନଙ୍କର ଚେହେରା  ଦେଖିବାକୁ ଏକା ଭଳି ହୋଇଥାଏ । ଟିଭିର ଛୋଟ ପରଦାରେ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁମାନେ ଦେଖିବାକୁ ବଲିଉଡର କଳାକାରଙ୍କ ପରି ମାନେ ସେମାନଙ୍କ ଚେହେରା ଏକା ଭଳି ମନେ ହୁଏ ।

“କରିସ୍ମା ତନ୍ନା – ଦୀପିକା ପାଦୁକନ” : ଟିଭିର ମସୁର ଅଭିନେତ୍ରୀ କରିସ୍ମା ତନ୍ନା ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକାନଙ୍କ କାର୍ବନ କପି ଲାଗନ୍ତି । କରିସ୍ମାଙ୍କର ହାଇଟ, ଷ୍ଟାଇଲ ଓ କେତେକ କଥା ଦୀପିକାଙ୍କ ସହ ମିଶିଥାଏ ।

“ଡିମ୍ପି ଗାଙ୍ଗୁଲି – ଶର୍ମୀଲା ଟେଗୋର” : ରାହୁଲ ମହାଜନଙ୍କର ପ୍ରଥମ ସ୍ତ୍ରୀ ଡିମ୍ପି ଗାଙ୍ଗୁଲିଙ୍କ ଚେହେରା ବଲିଉଡର ଶର୍ମୀଲା ଟେଗୋରଙ୍କ ଭଳି ଦେଖାଯାଏ । ଦୁହିଙ୍କ ଲୁକକୁ ଦେଖିଲେ ମନେ ହୁଏ ଯେମିତି ଦୁହେଁ ଜାଆଁଳା ଅଟନ୍ତି ।

“ଦୀପଶିଖା – ପରବୀନ ବାବୀ” : ଦୀପଶିଖା ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ପର୍ଯ୍ଯନ୍ତ କାମ କରିଛନ୍ତି । ସେ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ତାଙ୍କ ଠାରେ ପୁରୁଣା ଜମାନାର ମସୁର ଅଭିନେତ୍ରୀ ପରବୀନ ବାବୀଙ୍କ ଚେହେରା ଭଳି ଦେଖିବାକୁ ମିଳିଥାଏ ।

“ଲୀନା ଜୁମାନୀ – ତମନ୍ନା ଭାଟିୟା” : ଲୀନା ଜୁମାନୀ ଟିଭି ସିରିଏଲ “କୁମକୁମ ଭାଗ୍ୟରେ” ଅଭିନୟ କରୁଛନ୍ତି । ଲୀନା ସାଉଥର ସୁପରଷ୍ଟାର ତମନ୍ନା ଭାଟିୟାଙ୍କ ଭଳି ଦେଖାଯାନ୍ତି ।

“ଗୁଞ୍ଜନ ବକ୍ସି – ପ୍ରିୟାଙ୍କା ଚୋପଡା” : ଛୋଟ ପରଦାର ଅଭିନେତ୍ରୀ ଭାବେ ଗୁଞ୍ଜନ ବକ୍ସି ପରିଚିତ ଅଟନ୍ତି । ତାଙ୍କର ଲୁକକୁ ଦେଖିଲେ ସେ ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କ ଭଳି ମନେ ହୁଏ ।

“ସବ୍ବୀର ଅହଲୁବାଲିୟା – ରାଣା ଇଗଗୁବତୀ” : “ବାହୁବଲି” ଫିଲ୍ମର ଭଲାଦେବଙ୍କୁ ଦେଖିବାକୁ ଗଲେ ତାଙ୍କ ଚେହେରା ଭଳି ଦେଖିବାକୁ ଟିଭି ଜଗତର ଅନ୍ୟ ଜଣେ ଅଭିନେତା ଅଛନ୍ତି । ସବ୍ବୀର ଅହଲୁବାଲିୟା ରାଣା ଇଗଗୁବତୀଙ୍କ ଭଳି ଦେଖା ଯାଆନ୍ତି ।

“ଗୌତମ ଗୁଲାଟି- ବରୁଣ ଧୱନ” : “ବିଗ ବସ’ର ବିଜେତା ଗୌତମ ଗୁଲାଟି ଓ ବରୁଣ ଧୱନ ଦେଖିବାକୁ ପ୍ରାୟ ସମାନ ହୋଇଥାନ୍ତି । ଦୁହିଙ୍କର ଫେସକଟ ଦେଖିବାକୁ ସମାନ ଅଟେ ।

“ପୂଜା ଗୌଡ – ଜେକଲିନ ଫର୍ନାଣ୍ଡିଜ” : “ପ୍ରତିଜ୍ଞା” ସିରିଏଲର ମସୁର ଅଭିନେତ୍ରୀ ପୂଜା ଗୌଡଙ୍କ ଚେହେରା ଶ୍ରୀଲଙ୍କାର ସୁନ୍ଦରୀ ଜେକଲିନଙ୍କ ଚେହେରା ସହ ମିଶୁଛି ।

“ସାରା ଖାନ – ରିୟା ସେନ” : “ବିଦାଇ” ସିରିଏଲର ଫ୍ୟାମ୍ସ ସାରା ଖାନଙ୍କର ଚେହେରା ଅଭିନେତ୍ରୀ ରିୟା ସେନଙ୍କ ସହ ଦେଖାଯାଏ ।

“କରିସ୍ମା କୋଟକ – ନର୍ଗିସ ଫାକରୀ” :ଛୋଟ ପରଦାର ଅଭିନେତ୍ରୀ ଓ ମଡ଼େଲର କରିସ୍ମା କୋଟକଙ୍କ ଚେହେରା ବଲିଉଡର ଅଭିନେତ୍ରୀ ନର୍ଗିସ ଫାକରୀଙ୍କ ଚେହେରା ସହ ସମାନ ଦେଖାଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।