ଦେଖନ୍ତୁ କେଉଁ ହିରୋଙ୍କୁ ବିବାହ କଲେ ତାରା ତାରିଣୀ ସିରିଏଲର ହିରୋଇନ ତାରିଣୀ

ବନ୍ଧୁଗଣ ଆମ ଓଡିଆ ଟିଭି ଦୁନିଆରେ ଅନେକ ଗୁଡିଏ ସିରିୟଲ ରହିଅଛି । ସେହି ସିରିୟଲ ଗୁଡିକ ପ୍ରାଏ ଘରେ ଘରେ ଚାଲିଥାଏ । ଦର୍ଶକମାନେ ତାଙ୍କ ସମସ୍ତ କାର୍ଯ୍ୟମାନ ସାରି ଅବସର ସମୟରେ ନିଜର ମନଲାଖି ସିରିୟଲ ଗୁଡିକୁ ଘରେ ବସି ଟିଭି ସାହାଯ୍ୟରେ ଦେଖିଥାନ୍ତି । ବନ୍ଧୁଗଣ ସମସ୍ତଙ୍କ ପସନ୍ଦ ପ୍ରାଏ ସମାନ ନଥାଏ । କାହାକୁ କେଉଁ ଅଭିନେତ୍ରୀ ଙ୍କର ରୋଲ ପ୍ଲେ ଅଥବା ସେମାନେ କରିଥିବା ଅଭିନୟ ଭଲଲାଗେ ତ ଆଉ କେତେକ ସ୍ଥାନରେ ସେମାନଙ୍କର ଲୁକ ତଥା ସୌନ୍ଦର୍ଜ୍ୟରେ ଦର୍ଶକମାନେ ପ୍ରାଏ ପ୍ରଭାବିତ ହୋଇଥାନ୍ତି ।

ବନ୍ଧୁଗଣ ଆଜି ଆମେ ଓଡିଆ ଟିଭି ସିରିୟଲ ଦୁନିଆର ପ୍ରସିଦ୍ଧ ଧାରାବାହିକ ତାରା-ତାରିଣୀର ମୁଖ୍ୟ ଅଭିନେତ୍ରୀ ତାରିଣୀ ଙ୍କ ସମ୍ବନ୍ଧରେ କିଛି ବିଶେଷ କଥା ଜଣେଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ତାହା କଣ ଅଟେ ? ବନ୍ଧୁଗଣ ଓଡିଆ ଟିଭି ସିରିୟଲ ର ପ୍ରସିଦ୍ଧ ଧାରାବାହିକ ତାର-ତାରିଣୀ କୁ ବହୁତ ଦର୍ଶକ ପସନ୍ଦ କରିଛନ୍ତି । ଏଥିରେ ମୁଖ୍ୟଭୂମିକାରେ ଅଭିନୟ କରିଥିବା ତାରିଣୀ ଘରେ ଘରେ ପରିଚିତ । କିଛିଦିନ ହେବ ତାଙ୍କ ବିବାହର ଫୋଟୋଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଏହାକୁ ଦେଖି ତାଙ୍କ ପ୍ୟାନ୍ସ ମାନଙ୍କ ମଧ୍ୟରେ ବହୁତ ଉତ୍କଣ୍ଠା ଜାଗୃତ ହୋଇଛି ଯେ, ସତରେ କଣ ତାରିଣୀ ବିବାହ କରିଛନ୍ତି ? ବନ୍ଧୁଗଣ ତାରିଣୀ ବିବାହ କରିଛନ୍ତି ସତ ମାତ୍ର ଏହା କେବଳ ତାଙ୍କ ରିଲ ଲାଇଫ ରେ ଅର୍ଥାତ ସେ ରୋଲ ପ୍ଲେ କରିଥିବା ସିରିୟଲ ରେ ତାଙ୍କର ବିବାହ ଅନୁଷ୍ଠିତ ହୋଇଅଛି । ବନ୍ଧୁଗଣ ତାରା-ତାରିଣୀ ସିରିୟଲ ର କିଛି ଏଭଳି ସିନ ଥିଲା ଯେ ଅଭିନେତା ରୂପମ ତାରିଣୀ ଙ୍କୁ ବିବାହ କରିବେ । ତେବେ ଏହି ସିନ ର କିଛି ଗୁଡିଏ ଫୋଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।

ଏହି ଫୋଟୋଚିତ୍ରକୁ ଦେଖି ତାଙ୍କ ପ୍ୟାନ୍ସ ତଥା ଦର୍ଶକ ମାନେ ଭାବୁଛନ୍ତି ଯେ ତାରିଣୀ ସତରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବନ୍ଧୁଗଣ ତାରିଣୀ ଙ୍କ ରିୟାଲ ନାମ “ଲିପି ମହାପାତ୍ର” ଅଟେ । ତାଙ୍କର ଜନ୍ମ ବରହମ୍ପୁର ସହରରେ ହୋଇଥିଲା । ସେହିଠାରେ ତାଙ୍କର ସ୍କୁଲ ଏବଂ କଲେଜର ପାଠପଢା ଶେଷ ହୋଇଥିଲା । ବନ୍ଧୁଗଣ ଆପଣ ମାନଙ୍କର ପ୍ରିୟ ତାରିଣୀ ଅର୍ଥାତ ଲିପି ବହୁତ ଭାବୁକ ଏବଂ ଅଭିମାନିନୀ ମଧ୍ୟ ଅଟନ୍ତି । ସେ ଆକଟିଂ କରିବା ସହିତ ନିଜ ମା ଙ୍କ ଠାରୁ ମାଡ ମଧ୍ୟ ଖାଇଥିଲେ, ଏଥିପାଇଁ ସେ ତାଙ୍କ ମା ଙ୍କ ସହିତ ପ୍ରାଏ ଏକ ମାସ ଧରି କଥା ହୋଇନଥିଲେ । ସେ ରାଗିକି ତାଙ୍କ ମାଇଁ ଙ୍କ ଘରକୁ ଚାଲିଯାଇଥିଲେ ।

ଏହାପରେ ଲିପିଙ୍କ ବାପା ତାଙ୍କୁ ବୁଝାଇ ଘରକୁ ଆଣିଥିଲେ । ବନ୍ଧୁଗଣ ତାଙ୍କ ବାପା ଲିପି (ତାରିଣୀ) ଙ୍କୁ ବୁଝାଇ କହିଥିଲେ ଯେ, ତାଙ୍କ ମା ଙ୍କର ଗୋଟିଏ ସ୍ଵୋପ୍ନ ଥିଲା ଯେ ସେ ତାଙ୍କର ଗୋଟିଏ ଝିଅ ହେଉ ଏବଂ ସେ ତାକୁ ଇଣ୍ଡଷ୍ଟ୍ରିର ବଡ ପରଦାରେ ଦେଖିବାକୁ ଚାହୁଁଥିଲେ । ଏହାପରେ ଲିପି ବୁଝି ପାରିଲେ, ଏବଂ ନିଜକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କାଲେ ଯେ ସେ ଉତ୍ତମ ମାନର ଅଭିନୟ କରି ତାଙ୍କ ମା ଦେଖିଥିବା ସ୍ଵୋପ୍ନ କୁ ସାକାର କରିବେ । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।