ବିନା ବିକିନିରେ ବି ବହୁତ ସୁନ୍ଦର ଦେଖାଯାଆନ୍ତି TVର ଏହି 5 ହିରୋଇନ

ବଲିଉଡ ଅଭିନେତ୍ରୀ ଙ୍କୁ ନେଇ ଲୋକ ମାନଙ୍କ ଭିତରେ ଗୋଟେ ଅଲଗା ଜାଗା ରହିଛି । କିନ୍ତୁ କିଛି ସମୟ ଧରି ବହୁତ କିଛି ବଦଳି ଯାଇଛି । ଟିଭି ଅଭିନେତ୍ରୀ ମାନଙ୍କୁ ନେଇ ଲୋକ ମାନଙ୍କ ଭାବନା ବଦଳିଯାଇଛି । ସୋସିଆଲ ମିଡିଆ ଦ୍ଵାରା ସମସ୍ତେ ନିଜ ନିଜ ପସନ୍ଦର ଟିଭି ଅଭିନେତ୍ରୀ ମାନଙ୍କ ସହ ଯୋଡ଼ି ରହିଛନ୍ତି । ଟିଭି ଅଭିନେତ୍ରୀ ମାନଙ୍କ ସହ ବେଶି ମିଶି ମଧ୍ୟ ପାରୁଛନ୍ତି ।

ଯାହା ଦ୍ଵାରା ଏହି ଅଭିନେତ୍ରୀ ମାନଙ୍କୁ ବହୁତ ଫାଇଦା ହୋଇଥାଏ । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯିଏ ବୀକିନି ନ ପିନ୍ଧି ମଧ୍ୟ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି ଏବଂ ନିଜ ଜୀବନରେ ସଫଳତା ହାସଲ କରିଛନ୍ତି ।

ଦୀବ୍ୟଙ୍କା ତ୍ରିପାଠୀ :- ଟିଭି ଇଣ୍ଡଷ୍ଟ୍ରି ର ଟପ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଅଟନ୍ତି ଦୀବ୍ୟଙ୍କା । ନିଜ ଅଭିନୟ ଦ୍ଵାରା ସେ ସମସ୍ତଙ୍କ ହୃଦୟ କିଣିଥାନ୍ତି । ଦୀବ୍ୟଙ୍କା ସେହି ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଯିଏ ଆଜି ପର୍ଯ୍ୟନ୍ତ ବିକୀନି ପିନ୍ଧୁନାହାନ୍ତି ତା ପରେ ମଧ୍ୟ ସେ ଆଜି ସଫଳତା ଲାଭ କରିଛନ୍ତି । ନିଜ ଅଭିନୟ ଦ୍ଵାରା ସେ ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି ।

ପରିଧି ଶର୍ମା:- ଟିଭି ଇଣ୍ଡଷ୍ଟ୍ରି ଦ୍ଵାରା ଲୋକ ମାନଙ୍କୁ ନିଜ ଆଡ଼କୁ ଟାଣି ନେଇଛନ୍ତି ପରିଧି । ନିଜ ଅଭିନୟ ଏବଂ ସୁନ୍ଦରତା ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି । ପରିଧି ନିଜ ଦମ ରେ ସଫଳତା ପ୍ରାପ୍ତି କରିଛନ୍ତି । ସେ ଆଜି ପର୍ଯ୍ୟନ୍ତ ଵିକିନୀ ପିନ୍ଧିନାହାନ୍ତି ।

ସିବାଙ୍ଗି ଯୋଶୀ:- ନିଜ ଅଭିନୟ ଦ୍ଵାରା ଦର୍ଶକ ଙ୍କ ହୃଦୟରେ ରାଜ କରିଛନ୍ତି ସିବାଙ୍ଗୀ । ନିଜର ସୁନ୍ଦରତା ପାଈଁ ଲୋକ ତାଙ୍କୁ ବହୁତ ପସନ୍ଦ କରିଥାନ୍ତି । ସିବାଙ୍ଗୀ ଏତେ ହଟ ହେବା ପରେ ମଧ୍ୟ ବୀକିନୀ ରେ କେବେ ମଧ୍ୟ ନଜର ଆସିନାହାନ୍ତି ।

କ୍ରିତିକା ସିଂ :- ଟିଭି ଇଣ୍ଡଷ୍ଟ୍ରି ର ଟପ ଅଭିନେତ୍ରୀ ଙ୍କ ଭିତରୁ ଜଣେ ଅଟନ୍ତି କ୍ରିତିକା । ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ସେ ବିକୀନୀ ରେ ନଜର ଆସିନାହାନ୍ତି । ଏହା ସତ୍ବେ ମଧ୍ୟ ସେ ଲୋକ ମାନଙ୍କ ହୃଦୟରେ ଜାଗା ବନେଇଛନ୍ତି ।

ଅଲିସା ପାୱାର:- ଅଲିସା ନିଜ ସୁନ୍ଦରତା ପାଇଁ ବହୁତ ଚର୍ଚ୍ଚିତ । ସୋସିଆଲ ମିଡିଆରେ ବହୁତ ଏକ୍ଟିଭ ରୁହନ୍ତି ଅଲିସା । ଏତେ ସୁନ୍ଦର ହେବା ସତ୍ତ୍ଵେ ମଧ୍ୟ ଅଲିସା ଏବେ ପର୍ଯ୍ୟନ୍ତ ଵିକିନି ରେ ନଜର ଆସିନାହାନ୍ତି । ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ମନ ଜିଣିଛନ୍ତି ଏବଂ ସଫଳତା ହାସଲ କରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।