ନାଭିରେ ଲଗାଇ ଦିଅନ୍ତୁ ଏହି ଗୋଟେ ଜିନିଷ, ସବୁ ଧଳା ବାଳ ମୂଳରୁ ହେଇଯିବ କଳା

ଆଜି କାଲି ବାଳ ଧଳା ହୋଇଯିବା ଏକ ନୀତି ଦିନିଆ ସମସ୍ୟା ଭାବେ ଉଭା ହୋଇଛି । କମ ବୟସରେ ବାଳ ଧଳା ହୋଇଯିବା ଅର୍ଥାତ ଛୋଟ ପିଲା ମାନଙ୍କର ବାଳ ମଧ୍ୟ ଧଳା ହୋଇଯାଉଛି ଏହାର କାରଣ ଯାହାବି ହେଉ କିନ୍ତୁ ଆମେ ଆପଣଙ୍କୁ ଏଥିରୁ ମୁକ୍ତି ପାବାର ପ୍ରକୃତିକ ଉପାୟ ବିଷୟରେ କହିବୁ । ଏହା ଏକ ସାଧାରଣ ଉପାୟ । ଯେଉଁ ଉପାୟ ବିଷୟରେ କହିବୁ କେବଳ ଆୟୁର୍ବଦିକ ଅଟେ । ଏହାର କିଛି ସାଇଡ ଏଫେକ୍ଟ ନାହିଁ । ଆପଣଙ୍କୁ ବଜାରକୁ ଯିବାକୁ ପଡିବ ନାହିଁ ।

ଏହା ଆଉ କିଛି ଉପୟ ନୁହେଁ ଏହା ଆମ ନାଭି ଦ୍ୱାରା । ଆମ ନାଭି ଏକ କେନ୍ଦ୍ର ବିନ୍ଦୁ ଅଟେ । ଆମ ଶରୀର ର ସବୁ ଅଙ୍ଗ ନାଭି ଦ୍ୱାରା ଜଡିତ ଅଛନ୍ତି । କାରଣ ଯେତେବେଳେ ଆମେ ୯ମାସ ମାର ପେଟ ମଧ୍ୟରେ ଥିଲୁ । ସେତେବେଳେ ଆମେ କେଵଳ ମାର ନାଭି ଦ୍ୱାରା ଆମେ ପୋଷଣ ପାଉଥିଲୁ । ଯଦି ଆମ ଶରୀରର କିଛିବି ସମସ୍ୟା ଅଛି ଏହି ନାଭିରେ ଲୁଚିକରି ଅଛି । ନାଭି ଦ୍ୱାରା ଆମେ ଯୋଗ ମଧ୍ୟ କରିଥାଉ ।

ନାଭି ଆମ ଶରୀରର ପାଇଁ କେତେ ଗୁରୁତ୍ଵପୂର୍ଣ ଅଛି । କିନ୍ତୁ ଆମେ ଯେପରି ଜନ୍ମ ହେଲୁ ନାଭି ବିଷୟରେ ଭୁଲିଗଲୁ । କେତେଟା ଲୋକ ଅଛନ୍ତି ଯାହାକି ନାଭିର ଯତ୍ନ ନେଇଥାନ୍ତ । ଏପରି ଏକ ଉପାୟ କହିବୁ ଯାହାକି ଆପଣଙ୍କର ଚୁଟିକୁ କଳା କରିଦେବ । ଏଥିପାଇଁ ଆପଣଙ୍କୁ ତିନୋଟି ଜିନିଷ ଦରକାର ଅଛି । ପ୍ରଥମେ ଦେଶୀ ଘିଅ, ଦ୍ଵିତୀୟ ଟି ସୋରିଷ ତେଲ ଓ ତୃତୀୟ ଜିନିଷଟି ହେଲା ନଡିଆ ତେଲ ।

ଏହି ତିନୋଟି ଜିନିଷକୁ ସମ ପରିମାଣରେ ନେଇ ମିଶାଇ ଦିଅନ୍ତୁ । ଏହି ମିଶ୍ରଣ ତେଲକୁ ସବୁଦିନ ସୋଇବା ପୂର୍ବରୁ ନିଜ ନାଭିରେ ଲଗାଇ ଦୁଇ ମିନିଟ ମାଲିସ କରନ୍ତୁ । ଏହା ଦ୍ବାରା ଆପଣଙ୍କ ବାଳ ଆପେ ଆପେ କଲା ହୋଇଯିବ । ଏହାଛଡା ଆପଣଙ୍କର ପେଟ ସମ୍ଭନ୍ଧୀୟ ସବୁ ସମସ୍ୟା ଦୂର କରିପାରିବ ଅର୍ଥାତ ଆପଣଙ୍କର ପେଟରେ ଥିବା ଗ୍ୟାସ, କବଜ, ଓ ମୋଟା ପଣ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯଦି ଆପଣଙ୍କର ଚେହାରରେ ବ୍ରଣ ବାହାରୁଛି ତେବେ ଏହି ଉପାୟଟି କରିଲେ ବ୍ରଣ ଦୂର କରିପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।