ନିଜ ବିବାହରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଲେ Varun Dhawan, ସବୁଠୁ ମହଙ୍ଗା ଅଟେ ବିବାହ ଅବସରରେ କିଣିଥିବା ବଙ୍ଗଳା ଯାହାର ଦାମ ଆପଣଙ୍କ ହୋସ ଉଡେଇଦବ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଵିଵାହ ର ଅନ୍ତ ବର୍ତ୍ତମାନ ଘଟିଲା । ବରୁଣ ଏବଂ ନତାସା ୨୦୨୧ ମସିହା ଜାନୁଆରୀ ୨୪ ତାରିଖ ରେ ଵିଵାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ନିଜ ବାହାଘର ରେ ସେ ପୁରା ପାଣି ପରି ପଇସା କୁ ଖର୍ଚ୍ଚ କରିଛନ୍ତି । ପାଖାପାଖି ତାଙ୍କ ବାହାଘର ରେ ୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହାକୁ କି ଆପଣ ଓ ଆମ ପରି ସାଧାରଣ ମଣିଷ କେବେ କରିପାରିବା ନାହିଁ । ଏହା ଛଡା ଆହୁରି ସାଧାରଣ ଜିନିଷ ସବୁ ବରୁନ ନିଜ ବିବାହ ରେ କରିଥିଲେ । ସେହି ଅସାଧାରଣ ଜିନିଷ ଗୁଡିକ ବିଷୟରେ ଆଜି ଆପଣଙ୍କୁ ଆମେ କହିବୁ ।

ପ୍ରଥମେ ବାହାଘର । ବାହାଘର ପାଇଁ ଅଲିବାଗ ର ପ୍ରାୟ ୩୦ ଟା ରୁମ ବୁକ ହୋଇଥିଲା । ସେହି ମେନ୍ସନ ସାଇଡ ରେ ଗୋଟେ ସି ବିଚ ଅଛି ଯେଉଁଠି ତାଙ୍କର ବିବାହ ହୋଇଥିଲା । ଗୋଟେ ଦିନ ପିଛା ୧୦ ଲକ୍ଷ ନେଉଥିଲେ ଏହିଠାରେ ।

ବରୁନ ଏହାକୁ ଗୋଟେ ସପ୍ତାହ ପାଇଁ ବୁକ କରି ରଖିଥିଲେ । ମାନେ କେବଳ ସ୍ଥାନ ପାଇଁ ବରୁନ ୭୦ ଲକ୍ଷ ଟଙ୍କା ଦେଇଥିଲେ । ଯେମିତି କି ସବୁ ଭଲ ଜାଗା ସବୁ ଥିଲା ସେହି ଜାଗାରେ ସେ ସବୁ କୁ ବରୁନ ଙ୍କର ପରିବାର ପାଇଁ ରିଜର୍ଭ କରି ରଖାଯାଇଥିଲା । ତା ପାଇଁ ବରୁନ ଦୁଇ କୋଟି ଟଙ୍କା ଦେଇଥିଲେ । ବାହାଘର କେକ । ବରୁନ ଙ୍କର ବାହାଘର କେକ ଧଳା ରଙ୍ଗର ଏବଂ ଗୋଲଡେନ ରଙ୍ଗ ର ବର୍ଡର ହୋଇଥିଲା । ଏହାକୁ ବିଶ୍ୱ ପ୍ରସିଦ୍ଧ କେକ ଵାଲା ତିଆରି କରିଥିଲେ । ଏହି କେକ ପିଛା ବରୁନ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।

ବରୁନ ଙ୍କର ଘର ଯାହା ବହୁତ ସୁନ୍ଦର ଏବଂ ବହୁତ ଦାମୀ ହୋଇଥାଏ । ସେହି ଘର ର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା । ବରୁନ ନିଜ ରୋଜଗାର ରେ ସେହି ଘର କିଣିଥିଲେ । ଏବେ ସେହିଠାରେ ବରୁନ ଏବଂ ନତାସା ଦୁହେଁ ରହିବେ । ତାଙ୍କ ଘର ନାମିଦାମୀ ଘର ମଧ୍ୟ ରୁ ଗୋଟେ । ଏହି ଘର କୁ ବରୁନ ନିଜେ ସଜେଇ ଛନ୍ତି । ଏହି ଘରେ ଚାରିଟା ରୁମ , ଛଅ ଟା ବାଥରୁମ , ଗୋଟେ ନାଚ ଘର ଏବଂ ଗୋଟେ ପାର୍ଟି ଘର ମଧ୍ୟ ଅଛି । ବାହାଘର ପୋଷାକ । ବରୁନ ତାଙ୍କର ବାହାଘର ପୋଷାକ ଭାରତ ପ୍ରସିଦ୍ଧ ମନୀଷ ପଲ ଙ୍କ ପାଖରେ ବନେଇଥିଲେ ।

ମନୀଷ ପଲ ପୋଷାକ ପାଇଁ ୧୫ ଲକ୍ଷ ଟଙ୍କା ନେଇଥିଲେ । ସବୁ ନାମିଦାମୀ ଗାଡି ସବୁ । ବରୁନ ଙ୍କୁ ସବୁ ପ୍ରକାର ନୂଆ ନୂଆ କାର ରଖିବା ପାଇଁ ପସନ୍ଦ । ତାଙ୍କ ପାଖରେ ସବୁ ଦାମୀ ଗାଡି ଅଛି । ଯାହା କେବଳ କୋଟିପତି ଲୋକଙ୍କ ପାଖରେ ହିଁ କେବଳ ଥାଇପାରେ । ବରୁନ ଙ୍କ ପାଖରେ ଗୋଟେ ଅଡ଼ି କାର ଅଛି ଯାହାର ମୂଲ୍ୟ ୭୦ ଲକ୍ଷ ଟଙ୍କା । ତାଙ୍କ ପାଖରେ ଗୋଟେ ମରସିଡିସ ମଧ୍ୟ ଅଛି ଯାହାର ମୂଲ୍ୟ ୯୦ ଲକ୍ଷ ଟଙ୍କା । ତାଙ୍କ ପାଖରେ ଆଉ ଏକ ମଧ୍ୟ ମରସିଡିସ ଅଛି ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ।

କାର ପରି ବରୁନ ଙ୍କୁ ହାତ ଘଣ୍ଟା ମଧ୍ୟ ବହୁତ ପସନ୍ଦ । ତାଙ୍କ ପାଖରେ ସବୁ ପ୍ରକାର ଦାମୀ ଘଣ୍ଟା ଦେଖିବାକୁ ପାଇବେ । ବରୁନ ଙ୍କୁ କିନ୍ତୁ ହୀରା ଲାଗିଥିବା ତାଙ୍କର ଏକ ଘଣ୍ଟା ପସନ୍ଦ । ସେହି ଘଣ୍ଟା ସେ ତାଙ୍କ ବାହାଘର ରେ ମଧ୍ୟ ପିନ୍ଧିଥିଲେ । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା ।

ବରୁନ ଙ୍କର ସଫଳତା ଚଳଚିତ୍ର ସବୁ ପରେ ବରୁନ ଙ୍କର ଖୁବ ନାଁ ବଢିଛି । ବରୁନ ଗୋଟେ ଚଳଚିତ୍ର ପାଇଁ ୭ କୋଟି ଟଙ୍କା ନେଇଥାନ୍ତି । ବ୍ରାଣ୍ଡ ଏମ୍ବାସେଟର ପାଇଁ ସେ ୩ କୋଟି ନେଇଥାନ୍ତି । ବର୍ତ୍ତମାନ ତାଙ୍କ ପାଖରେ ୯୦ କୋଟି ଟଙ୍କା ରହିଥିବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।