Jyotish Shastra- ବାଛନ୍ତୁ ନିଜ ଜନ୍ମ ତାରିଖ ର ମୂଳାଙ୍କ ଓ ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବା ବର୍ଷ 2021

ଏହି ମୁଳାଂକ ଆପଣଙ୍କ ଜନ୍ମତିଥି ଆଧାରରେ ଦିଆଯାଇଛି ଉଦାହରଣ ପାଇଁ ୧, ୧୦ ଏବଂ ୧୯ ତାରିଖରେ ଜନ୍ମ ହୋଇଥିବା ମୁଳାଂକ ୯ ହେବ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ବର୍ଷର ଆରମ୍ଭ ବହୁତ ଭଲ ରହିବ । ଚାକିରି କରୁଥିବା ଲୋକ ସବୁବେଳେ ଭଲ ରହିବ । ଏହି ବର୍ଷ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ଅଛି । ପରିବାରରେ ଖୁସିର ବାତାବରଣ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ସମୟ ସହିତ ଏହା ଆହୁରି ମଜବୁତ୍ ହେବ । ପଢ଼ାରେ ଅଗ୍ରସର ହେବେ ଏବଂ ବ୍ୟବସାୟରେ ମଧ୍ୟ ଲାଭବାନ ରହିବେ ।

୨- ଏହି ମୁଳାଂକ ପାଇଁ ନୂଆ ବର୍ଷ ବହୁତ ଭଲ ରହିବ । ପରିବାରରେ ସମୟ ଖୁସିରେ ବିତିବ । ପ୍ରେମ ସମ୍ପର୍କ ମଧ୍ୟ ବହୁତ ଖାସ୍ ରହିବ । ଆପଣଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ଯାଇପାରେ । ପରିଶ୍ରମ କରୁଥିବା ଲୋକ ଏହି ବର୍ଷ ଭଲ ପରିଣାମ ମିଳିବ । ଏହି ବର୍ଷ ଅନ୍ୟ କେଉଁଠି ଯାତ୍ରା କରିବାର ଯୋଗ ବନୁଛି ।

୩- ଏହି ମୁଳାଂକ ପାଇଁ ସାମାନ୍ୟ ରହିବ ଏହି ବର୍ଷ । ଧର୍ମ ଏବଂ ଆଧ୍ୟାତ୍ମ ଦିଗକୁ ଇଚ୍ଛା ବଢିବ । ଏହା ଦ୍ବାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ବିଦ୍ୟାର୍ଥୀ ମାନେ ପଢ଼ାରେ ଅଗ୍ରସର ହେବେ ଯାହାର ଫଳ ଏମାନଙ୍କୁ ଭବିଷ୍ୟତରେ ମିଳିବ । ଆର୍ଥିକ ଅବସ୍ଥାରେ ପଇସା ସଞ୍ଚୟ କରିବା ଶିଖନ୍ତୁ । ପ୍ରେମ ଜୀବନରେ ସ୍ଥିତି ସାମାନ୍ୟ ରହିବ ।

୪- ଏହି ମୁଳାଂକରେ ଆପଣଙ୍କ ପ୍ରେମ ଜୀବନ ଭଲ ରହିବ । ଆପଣଙ୍କର କିଛି ଇଚ୍ଛା ଏହି ବର୍ଷ ପୁରଣ ହେବ ଏହାଦ୍ବାରା ଆପଣ ବହୁତ ଖୁସି ରହିବେ । ବିଦ୍ୟାର୍ଥୀ ମାନେ ପଢ଼ାରେ ଉନ୍ନତି କରିବେ । ବର୍ଷ ମଝିରେ ସାମାନ୍ୟ ଅସୁବିଧା ହୋଇପାରେ, ପରେ ଏହା ଦୂର ହୋଇଯିବ ।

୫- ଏହି ମୁଳାଂକରେ ପରିବାର ଟିକେ ଦ୍ଵନ୍ଦ ରହିବା ଆପଣଙ୍କୁ ନେଇ । ଭଲହେବ ଜଦି ଆପଣ ଜୀବନକୁ ସନ୍ତୁଳନ ବନେଇକି ଚାଲିବେ । ଏହି ବର୍ଷ ଆପଣଙ୍କ ପାଇଁ ଉତ୍ତମ ରହିବ । ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ । ପ୍ରେମ ଜୀବନ ଭଲ ରହିବ ଏବଂ ବ୍ୟବସାୟରେ ଉନ୍ନତି କରିବେ ।

୬- ଏହି ମୁଳାଂକରେ ଆପଣଙ୍କୁ ସବୁ ପରିସ୍ଥିତିରେ ପରିବାରର ସମର୍ଥନ ମିଳିବ । ଚାକିରି ବଦଳାଇବାର ମନ କରି ପାରନ୍ତି । ଏହି ବର୍ଷ ଆପଣଙ୍କ ବ୍ୟବସାୟ ବିସ୍ତାର ହୋଇପାରେ । ପ୍ରେମ ଜୀବନ ବହୁତ ସୁନ୍ଦର ରହିବ । ଏହି ବର୍ଷ ଆପଣଙ୍କ ପାର୍ଟନର ସହ ଯାତ୍ରାରେ ଯାଇ ପାରନ୍ତି ।

୭- ଏହି ମୁଳାଂକରେ ବର୍ଷଟି ଆରମ୍ଭରୁ ଟିକେ ଖରାପ ରହିବ, ଧିରେଧିରେ ଏହାର ସୁଧାର ମଧ୍ୟ ଆସିବ । ଚାକିରି ଜୀବନ ଖୁବ୍ ଭଲ ରହିବ । ବ୍ୟବସାୟରେ ମଧ୍ୟ ଲାଭବାନ ରହିବେ । ବିଦ୍ୟାର୍ଥୀ ମାନେ ପଢା ପ୍ରତି ଧ୍ୟାନ ଦିଅନ୍ତୁ, ଅନ୍ୟଥା କ୍ଷତି ହୋଇପାରେ । ଆର୍ଥିକ ସ୍ଥିତି ଭଲ ରହିବ ।

୮- ଶିକ୍ଷା କ୍ଷେତ୍ରରେ କୈାଣସି ବ୍ୟକ୍ତିର ମାର୍ଗ ଦର୍ଶନ ମିଳିପାରେ ଯାହା ଭବିଷ୍ୟତରେ କାମ ଆସିବ‌ । ବୈବାହିକ ଜୀବନ ଟିକେ ଉଦାସ ରହିବ । ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଖୁସି ନେଇକି ଆସିବ ।

୯- ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ । ପ୍ରେମ ଜୀବନରେ ସମ୍ପର୍କ ବାହାଘର ପର୍ଯ୍ୟନ୍ତ ଯାଇପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିବ ସେଥିପାଇଁ ନିଜ ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।