ଶିକ୍ଷକ ପଚାରିଲେ ପୁଅ ଓ ଝିଅ ମଧ୍ୟରେ କଣ ଫରକ… ଛାତ୍ର ଦେଲା ଏମିତି ଉତ୍ତର, ଏହା ସହିତ ୬ଟି Jokes, ଦୟାକରି ପିଲାମାନେ ଦୂରେଇ ରୁହନ୍ତୁ

ଜୋକ୍ସ ସବୁ ବ୍ୟକ୍ତିଙ୍କ ଉପରେ ଔଷଧ ରୂପରେ ପ୍ରଭାବ ପକାଇ ଥାଏ । ରୋଗୀ ଓ ଚିନ୍ତିତ ବ୍ୟକ୍ତିଙ୍କ ପାଇଁ ଜୋକ୍ସ କୌଣସି ଔଷଧ ଠାରୁ କମ ନୁହେଁ । କେତେକ ଲୋକମାନେ ଜୋକ୍ସ କୁ ନିଜର ପାଖପାଖି ସମ୍ପର୍କୀୟ ଓ ବନ୍ଧୁଙ୍କୁ ଟ୍ୟାଗ ବି କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ । ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡରେ ଅଛି । ଏହି ଜୋକ୍ସ କୁ ସୋସିଆଲ ମିଡିଆରେ ବହୁତ ଲାଇକ ଓ ଶେୟାର କରା ଯାଉଛି ।

୧ – ଶିକ୍ଷକ – ପୁଅ ଓ ଝିଅ ମଧ୍ୟରେ କଣ ଫରକ ଅଛି…

ଛାତ୍ର – ଝିଅ ବର୍ଷକୁ ଥରେ ହିଁ ମା ହୋଇପାରିବ…

ପୁଅ ବର୍ଷକୁ ଅସଂଖ୍ୟ ପିଲାର ବାପା ହୋଇ ପାରିବ……

୨ – ଭୁଲ ସ୍ପେଲିଙ୍ଗ କାରଣରୁ…

ଗୋଟିଏ ବହିର ୧୦ ଲକ୍ଷ କପି ଦୁଇ ଦିନରେ ହିଁ ବିକ୍ରି ହୋଇଗଲା,

କହିବାକୁ ଗଲେ ଭୁଲ କେବଳ ବହିର ଟାଇଟେଲରେ ଥିଲା

ବହିର ନାମ ଥିଲା – ‘ଗୋଟିଏ ଆଇଡିଆ ଯାହା ଆପଣଙ୍କ Lifeକୁ ବଦଳାଇ ଦେବ’

ଓ ଭୁଲରେ ଲେଖା ହୋଇଥିଲା – ‘ଗୋଟିଏ ଆଇଡିଆ ଯାହା ଆପଣଙ୍କ Wifeକୁ ବଦଳାଇ ଦେବ !

୩ – ଝିଅ – ତୁମକୁ କେତେ ବର୍ଷ ?

ପୁଅ – ୨୦ ଓ ତୁମକୁ ?

ଝିଅ – ୨୦

ପୁଅ – ତେବେ ଗୋଟିଏ ୨୦ – ୨୦ ମ୍ୟାଚ ହୋଇଯାଉ ?

ଝିଅ – ୪ ଦିନ ଅପେକ୍ଷା କର

ପୁଅ – କାହିଁକି

ଝିଅ – ପଡିଆ ଓଦା ଅଛି….

୪ – ଚଉଠିରାତିରେ ଘରର ଲାଇଟ ବନ୍ଦ ଥିଲା ଓ ଝିଅ ବରର ଅପେକ୍ଷା କରୁଥିଲା

ପୁଅ କବାଟ ଖୋଲି ଘରକୁ ଆସିଲା ଓ କହିଲା

ପୁଅ – ଜଲ୍ଦି ଜଲ୍ଦି ନିଜର କପଡା ବାହାର କର

ଝିଅ କପଡା ବାହାର କରି ଦେଲା ଓ ବହୁତ ଭଲ ଭାବରେ ଦୁଇ ଜଣ ସେକ୍ସ କରିଲେ

ଏହା ପରେ ପୁଅ କହିଲା – ବର୍ତ୍ତମାନ ଜଲ୍ଦି ଜଲ୍ଦି କପଡା ପିନ୍ଧି ନିଅ

ଝିଅ – କାହିଁକି ? କଣ ହେଲା

ପୁଅ – ବର ଆସିବାର ଅଛି…..

୫ – ଗୋଟିଏ ମହିଳା ଯିଏ ବ୍ରା ପିନ୍ଧି ନ ଥିଲା, ଆଉ ଆଙ୍ଗୁର ବିକ୍ରି କରୁଥିଲା

ପପୁ କହିଲା – କ୍ଷମା କରିବେ, ଆମ୍ବ ଦେଖା ଯାଉଛି

ମହିଳା କହିଲା – ଭାଇ ସେଥିପାଇଁ ତ ଅଙ୍ଗୁର ବିକ୍ରି ହେଉଛି….

୬ – ଗୋଟିଏ ମହିଳା ବାବା ପାଖକୁ ଗଲା

ମହିଳା – ବାବା ମୋର ସ୍ଵାମୀ ଘରକୁ ଆସିବା ମାତ୍ରେ ହିଁ

ମୋ ସହିତ ମାରପିଟ କରୁଛି ।

ବାବା – ଏହି ନିଏ ଗୋଟିଏ ତାବିଜ ।

ଯେମିତି ଘରକୁ ସ୍ଵାମୀ ଆସିବେ, ଏହି ତାବିଜକୁ ନିଜ ମୁହଁରେ ରଖିବ ।

୭ ଦିନ ପରେ ମହିଳା ବାବା ପାଖକୁ ପୁଣି ଥରେ ଗଲା

ଓ କହିଲା – ବର୍ତ୍ତମାନ ମୋ ସ୍ଵାମୀ ମୋତେ ଆଉ ମାରୁ ନାହାନ୍ତି ।

ବାବା – ଏହା ତାବିଜର କାମାଲ ନୁହେଁ, ଏହା ମୁହଁ ବନ୍ଦ ରଖିବାର କମାଲ ଅଟେ…

ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।