ବାହାଘର ପରେ ପ୍ରଥମ ଥର ଲାଇଭ ଆସି ସବୁ ଗୁମର ଖୋଲିଲେ Somalin, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସୋମାଲିନ । ଆପଣ ମାନେ ସମସ୍ତେ ସୋମାଲିନଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ ।

ସୋମାଲିନ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ସୋମାଲିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ନିଶୀଥ ନାୟକ ନାମକ ଏକ ଯୁବକଙ୍କ ସହ ବିବାହ କରିଛନ୍ତି । ବନ୍ଧୁଗଣ ବିବାହ ପୂର୍ବରୁ ବି ସୋମାଲିନ ନିଜ ସ୍ଵାମୀଙ୍କ ସହ ଅନେକ ଥର ସୋସିଆଲ ମିଡିଆରେ ନଜର ଆସିଛନ୍ତି ।

ହେଲେ ବିବାହ ପରେ ସୋମାଲିନ ଓ ତାଙ୍କ ସ୍ଵାମୀ ଏକା ସହ ଲାଇଭ ଆସିଛନ୍ତି । ସୋସିଆଲ ମିଡିଆରେ ଲାଇଭ ଆସି ସୋମାଲିନ ଏପରି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୋମାଲିନଙ୍କର ସେହି ଲାଇଭ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୋମାଲିନ ଲାଇଭ ଆସି କହୁଛନ୍ତି’ସମସ୍ତେ ପଚାରୁ ଛନ୍ତି ଆମର ଆରେଞ୍ଜ ମ୍ୟାରେଜ ନା ଲଭ ମ୍ୟାରେଜ । ମୁ ବାରମ୍ବାର କହୁଛି ଏଇଟା ଆରେଞ୍ଜ ମ୍ୟାରେଜ । ଏହା ପରେ ତାଙ୍କ ସ୍ଵାମୀ କହୁଛନ୍ତି’ଏଇଟା କମ୍ପ୍ଲିଟଲି ଆରେଞ୍ଜ ମ୍ୟାରେଜ । ପ୍ରଥମେ ଆମ ଘର ଲୋକ କଥା ହେଲେ ତା ପରେ ଆମେ ପରସ୍ପର ସହ କଥା ହୋଇ ବିବାହ କରିବାର ନିଷ୍ପତ୍ତି ନେଇଥିଲୁ । ଏହା ପରେ ଜଣେ ୟୁଜର ତାଙ୍କୁ ପଚାରୁଛି ଆପଣ ରାତିରେ ଶୋଇ ନାହାନ୍ତି ବୋଧେ ।

ଏହି ପ୍ରଶ୍ନର ଉତ୍ତର ଦେଇ ସୋମାଲିନଙ୍କ ସ୍ଵାମୀ କହୁଛନ୍ତି’ଆମର ରିଷେପ୍ସନ ପାର୍ଟି ଶେଷ ହେବାକୁ ବହୁତ ଡେରି ହେଇଗଲା । ଆମେ ଚାରି ପାଞ୍ଚ ଘଣ୍ଟା ସ୍ଟେଜ ଉପରେ ଛିଡା ହେଉଛି ସେଥିପାଇଁ ସମସ୍ତେ କ୍ଳାନ୍ତ ଅଛନ୍ତି’ । ଏହା ସହିତ ଅନେକ ଫ୍ୟାନ୍ସ ତାଙ୍କୁ ବିବାହର ସୁବେଚ୍ଚା ଜଣାଇ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୋମାଲିନ ଓ ନୀତିଶଙ୍କ ଯୋଡି କେମିତି ଲାଗୁଛି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।