ଡିଭୋର୍ସ ପରେ Shami ଙ୍କ ସ୍ତ୍ରୀ Haseen Jahan ଦେଖାଇଲେ ନିଜର ଅସଲ ହଟ ରୂପ, ଆଗରୁ କେବେ ଦେଖି ନଥିବେ

ଭାରତୀୟ କ୍ରିକେଟ ଟିମର ବୋଲର ମୋହମ୍ମଦ ଶମୀ ପତ୍ନୀ ହସୀନ ଜହାଂ ଆଜିକାଲି ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହୁଛନ୍ତି ଓ ପ୍ରାୟତଃ ନିଜର ହଟ ଏବଂ ବୋଲ୍ଡ ଫଟୋ ଓ ଭିଡିଓ ଶେୟାର ବି କରନ୍ତି । ତାଙ୍କର ଏହି ହଟ ଏବଂ ବୋଲ୍ଡ ଫଟୋ ଯୋଗୁ ସେ ସବୁବେଳେ ଚର୍ଚାରେ ବି ରହିଥାନ୍ତି । ଏହା ଛଡା ସେ ନିଜର ଫଟୋ ପାଇଁ ଟ୍ରୋଲ ବି ହୋଇଥାନ୍ତି । ଏହି କ୍ରମରେ ସେ ପୁଣି ଥରେ ନିଜର କିଛି ଫଟୋ ପାଇଁ ଚର୍ଚାରେ ଆସି ଯାଇଛନ୍ତି ।

ଆପଣଙ୍କୁ କହିଦେଉଛୁ କି ହସୀନ ଜହାଂ ମୋହମ୍ମଦ ଶମୀଙ୍କ ଠାରୁ ଛାଡପତ୍ର ନେବା ପର ଠାରୁ ହିଁ ପ୍ରାୟତଃ ଚର୍ଚାରେ ରହିବାକୁ ଲାଗିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ହସୀନ ଜହାଂଙ୍କ କିଛି ବୋଲ୍ଡ ଫଟୋ ନେଇ ଆସିଛୁ । ଯାହାକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ହସୀନ ଜହାଂ ଏକ ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ସେମିନ୍ୟୁଡ ନଜର ଆସୁଛନ୍ତି । ଆପଣଙ୍କୁ କହିଦେଉଛୁ କି ହସୀନ ଜହାଂ ଏକ ମାଗାଜିନ ପାଇଁ ଏହି ଫଟୋସୁଟ କରିଛନ୍ତି । କହିବାକୁ ଗଲେ ହସୀନ ଜହାଂ ପୁଣି ଥରେ ନିଜର ମଡେଲିଙ୍ଗ କ୍ୟାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେ ପାଖାପାଖି ୪ ବର୍ଷ ପରେ ମଡେଲିଙ୍ଗ ଦୁନିଆକୁ ଫେରିଛନ୍ତି । ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ବୋଲ୍ଡ ଫଟୋର ଭର୍ତି ଅଟେ ।

ଇଂସ୍ଟାଗ୍ରାମରେ ତାଙ୍କୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକମାନେ ଫ୍ଲୋ କରନ୍ତି । ଏହା ସହ ତାଙ୍କର ବୋଲ୍ଡ ଫଟୋ ଗୁଡିକରେ ବି ତାଙ୍କର ଫ୍ୟାନମାନେ ବହୁତ କମେଣ୍ଟ କରନ୍ତି । କିନ୍ତୁ ବେଳେ ବେଳେ ନିଜର ବୋଲ୍ଡ ଫଟୋ ପାଇଁ ହସୀନ ଜହାଂ ଟ୍ରୋଲସମାନଙ୍କ ଶିକାର ବି ହୋଇଥାନ୍ତି । ଏହା ଛଡା ସେ ଶାଢୀରେ ନିଜର କିଛି ଫଟୋ ବି ଶେୟାର କରିଛନ୍ତି । କିନ୍ତୁ ଏହି ସବୁ ଫଟୋରେ ସେ ବହୁତ ସୁନ୍ଦର ଓ ହଟ ନଜର ଆସୁଛନ୍ତି ।

ଆପଣଙ୍କୁ କହିଦେଉଛୁ କି ୨୦୧୮ରେ ହସୀନ ଜହାଂ ମୋହମ୍ମଦ ଶମୀଙ୍କ ଉପରେ ମ୍ୟାଚ ଫିକସିଙ୍ଗ ଓ ଘରେଲୁ ହିଂସାର ଆରୋପ ଲଗାଇ ଥିଲେ । କିନ୍ତୁ ଏହି ମାମଲାର ଯାଞ୍ଚ ପରେ BCCI ମୋହମ୍ମଦ ଶମୀଙ୍କୁ କ୍ଳିନ ଚିଟ ଦେଇଥିଲେ । ସେହି ସମୟରେ ଦୁଇ ଜଣଙ୍କ ବିବାଦ ବହୁତ ଚର୍ଚାରେ ବି ଥିଲା । ସେହି ବର୍ଷ ଦୁଇ ଜଣ ପରସ୍ପର ଠାରୁ ଅଲଗା ବି ହୋଇଗଲେ । ଦୁଇ ଜଣଙ୍କ ବିବାହ ସମ୍ପର୍କ କେବଳ ୪ ବର୍ଷ ହିଁ ଚାଲିଲା । କିନ୍ତୁ ହସୀନ ଜହାଂ ମୋହମ୍ମଦ ଶମୀଙ୍କ ପୂର୍ବରୁ ବି ବିବାହ କରିଥିଲେ ।

ପ୍ରଥମ ବିବାହରୁ ତାଙ୍କର ଦୁଇଟି ଝିଅ ହୋଇଥିଲା ଓ ବର୍ତ୍ତମାନ ସେ ନିଜର ଦୁଇ ଝିଅ ସହ ଏକୁଟିଆ ରହୁଛନ୍ତି ଓ ମଡେଲିଙ୍ଗ ଦୁନିଆରେ ପୁଣି ଥରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କହିବାକୁ ଗଲେ ଛାଡପତ୍ର ପରେ ହସୀନ ଜହାଂ ନିଜର ହଟ ଅବତାର ଦ୍ଵାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।