ବିବାହ ପାଇଁ ମୋଟି ଝିଅ କାହିଁକି ସବୁଠୁ ବେଷ୍ଟ, ଜାଣନ୍ତୁ ଫାଇଦା

ଯେତେବେଳେ ଆମେ ବାହା ହେବାପାଇଁ ଝିଅ ଦେଖିବାକୁ ଯାଇଥାଉ ସେତେବଳେ ଆମେ ବହୁତ ଦ୍ୱନ୍ଦରେ ପଡିଯାଇଥାଉ । କାରଣ କେଉଁ ଝିଅ ଭଲ ଓ କେଉଁ ଝିଅ ଖରାପ ତାହା ଆମେ ବାଛିବା ପାଇଁ ଆମ ମନରେ ବହୁତ ପ୍ରଶ୍ନ ଉଠିଥାଏ । ଏମିତି ଲାଗିଥାଏ କି ଯେଉଁ ଝିଅ ମୋଟା ହେଇଥିବ ସେ ଆମ ପାଇଁ ଠିକ ଜିବନ ସାଥି ହୋଇ ପାରିବ କି ନାହିଁ ? ସେ ଆମ ସହିତ ଖାପ ଖୁଆଇ ଚଳି ପାରିବ କି ନାହିଁ? ତାହାର ମୋଟାପଣ ଆମକୁ ଭବିଷ୍ୟତରେ ହଇରାଣ କରିପାରେ ଓ ଶାରୀରିକ ସମ୍ପର୍କରେ କିଛି ବାଧା ଆସିପାରେ, ଏମିତି ବହୁତ କିଛି ଆମେ ଭାବିଥାଉ ।

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୋଟା ଝିଅଙ୍କୁ ବାହା ହେବା ଦ୍ୱାରା ଆପଣଙ୍କର ବହୁତ ଫାଇଦା ହୋଇଥାଏ । ତେବେ ଆସନ୍ତୁ ଜାଣିବା ମୋଟା ଝିଅଙ୍କୁ ବାହା ହେଲେ କି ଫାଇଦା ସବୁ ହୋଇଥାଏ । ଏକ ରିସର୍ଚ୍ଚ ରୁ ଜଣାପଡିଛି ଯେ, ମୋଟା ଝିଅ ମାନେ ପତଳା ଓ ସ୍ଲିମ ଝିଅମାନଙ୍କ ଠାରୁ ହୃଦୟରୁ ବହୁତ ସଫା ହୋଇଥାନ୍ତି ।

 

ସେମାନେ ମସ୍ତିଷ୍କରୁ ନ ଭାବି ନିଜ ହୃଦୟର ସହିତ ଭାବି ନିର୍ଣ୍ଣୟ ନେଇଥାନ୍ତି । କାରଣ ସେମାନଙ୍କ ମନରେ କାହାପ୍ରତି କୌଣସି ଘୃଣା ଭାବ ନଥାଏ । ସେମାନେ ନିଜ ଶାଶୂ ଘର ଲୋକଙ୍କର ଭଲଭାବେ ଯତ୍ନ ନେଇ ଥାଆନ୍ତି । ଏମିତି ଏକ ସର୍ଭେ ରୁ ଜଣାପଡିଛି ଯେ, ଯେଉଁ ଲୋକମାନେ ମୋଟା ଝିଅଙ୍କ ସହିତ ରହିଛନ୍ତି ସେମାନେ ପତଳା ଝିଅଙ୍କ ସହିତ ରହିଥିବା ଲୋକଙ୍କ ଠାରୁ ଦଶ ଗୁଣ ଖୁସିରେ ରହିଥାନ୍ତି ।

 

ସେମାନେ ନିଜେ ବହୁତ ଖାଇବା ସହିତ ଆପଣଙ୍କୁ ବି ଖୁଆଇଥାନ୍ତି । ସେଥିପାଇଁ ଖାଇବାରେ କେବେ ବି ଝଗଡା ହୁଏ ନାହିଁ । ଏମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଇଥାନ୍ତି ଓ ସେମାନଙ୍କର ବହୁତ ଯତ୍ନ ନେଇଥାଆନ୍ତି । ସେମାନେ ନିଜ ସ୍ୱାମୀଙ୍କୁ ସବୁ କଥାରେ ପଚାରି କାମ କରିଥାନ୍ତି । ମୋଟା ଝିଅ ମାନେ ସବୁବେଳେ ନିଜ ସ୍ଵାମୀ ଓ ପରିବାରର ଯତ୍ନ ନେଇଥାଆନ୍ତି ।

 

ଏମାନେ ନିଜ ସ୍ୱାମୀର ଏଭଳି ଯତ୍ନ ନେଇଥାନ୍ତି କି ଯେପରି ଆପଣଙ୍କୁ ବଡ ପାଟିରେ କହିବାକୁ ପଡିବ ନାହିଁ । ସେମାନେ ନିଜକୁ ସଜ କରିବା ବଦଳରେ ନିଜ ସ୍ୱାମୀର ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ପତଳା ଝିଅ ମାନେ ସବୁବଳେ ଚିଡା ସ୍ୱଭାବର ହୋଇଥିବା ବେଳେ ମୋଟା ଝିଅ ମାନେ ସବୁବଳେ ଶାନ୍ତ ଓ ସରଳ ସ୍ୱଭାବର ହୋଇଥାନ୍ତି । ଏମାନେ ପତଳା ଝିଅଙ୍କ ଠାରୁ ଅଧିକ ବୁଝିବାର ହୋଇଥାନ୍ତି ।

ଏମାନେ ପତଳା ଝିଅଙ୍କ ଠାରୁ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ସବୁବଳେ ନିଜ ଜୀବନ ସାଥୀର ମନ କଥା ସେମାନେ ନ କହିବା ଆଗରୁ ବୁଝି ନିଆନ୍ତି । ଏମାନେ ପତଳା ଝିଅଙ୍କ ଠାରୁ ଅଧିକ ସଂସ୍କାରି ହୋଇଥାନ୍ତି । ଏମାନେ ଘରର ସବୁ କାମରେ ଆଗ୍ରହ ଦେଖାଇ ଥାଆନ୍ତି । ଏମାନେ ନିଜର ଜୀବନ ସାଥୀର ସବୁ ଖୁସିକୁ ପୂରଣ କରିବାକୁ ଚେଷ୍ଟା କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।