TV ର ଏହି ଫେମସ ଅଭିନେତାଙ୍କ ସହ ଖୁବ ଶୀଘ୍ର ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ Jennifer Winget

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ସେମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ପୁରା ଦେଶରେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ।

ଅନେକ କଳାକାର ମାନେ ନିଜାର ଷ୍ଟାଇଲ, ଲୁକ, ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । ବଲିଉଡ ଭଳି ମଧ୍ୟ ଓଲିଉଡରେ ମଧ୍ୟ କଳାକାର ମାନେ ଖୁବ ଆଗରେ ଅଛନ୍ତି ।ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଜେନିଫର ୱିଙ୍ଗେଟ ଓ ଅଭିନେତା ଶିବିନ ନାରାଙ୍ଗ ବହୁତ ଜଲ୍ଦି ମ୍ୟାରେଜ କରିବାକାଉ ଯାଉଛନ୍ତି ସେହି ବିଷୟରେ କହିବାକୁ ଯାଉଛି ।

ଟିଭି ଜଗତର ସବୁଠାରୁ ଫ୍ୟାମ୍ସ ଅଭିନେତ୍ରୀ ଜେନିଫର ୱିଙ୍ଗେଟ “ସରସ୍ଵତୀ ଚନ୍ଦ୍ର” ସିରିଲେରେ କୁମୁଦ ଭୂମିକାରେ ଓ “ବେପନାହା” ସିରିଏଲରେ ମାୟା ଭୂମିକାରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇଥିଲେ ।

ଅଭିନେତ୍ରୀ ଜେନିଫରଙ୍କ ଜନ୍ମ ୧୯୮୫ ମେ ୩୦ରେ ମୁମ୍ବାଇରେ ହୋଇଥିଲା । ସେ ତାଙ୍କର ପାଠପଢା ସାଇ ଜାଭିୟର ହାଇ ସ୍କୁଲରେ କରି ଜିକେ ସାଇନ୍ସ କେଲେଜରେ ନିଜର ଗ୍ରାଜ୍ୟୁସେନ ଶେଷ କରିଥିଲେ । ୧୯୯୫ରେ “ଅକେଲେ ହମ ଅକେଲେ ତୁମ” ଫିଲ୍ମରେ ଶିଶୁ କଳାକାର ଭାବେ ନିଜୟ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ।

ଏହା ବ୍ଯତୀତ ସେ ଅନେକ ଫିଲ୍ମ ଓ ସିରିଏଲ ଗୁଡିକରେ ଶିଶୁ କଳାକାର ଭାବେ ଅଭିନୟ କରି ସାରିଛନ୍ତି । ଏହା ପରେ ଛୋଟ ପରଦାରୁ ବାହାରି ସେ ବଡ ପରଦାରେ ଆସି ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସେ ଆଜି ବି ଟିଭି ଜଗତରେ ନିଜର ଜବରଦସ୍ତ ଅଭିନୟ ପାଇଁ ଚାର୍ଚ୍ଚାରେ ରହିଛନ୍ତି । ସେ “ବେହଦ” ସିରିଲେରେ ମଧ୍ୟ ନଜର ଆସିଥିଲେ । ଏହା ପରେ ସେ “ଦିଲ ମିଲ ଗଇ”, “ସରସ୍ଵତୀ ଚନ୍ଦ୍ର”, “କସୋଟୀ ଜିନ୍ଦେଗୀ କି” ଓ “ବେପନାହା” ଆଦି ସିରିଏଲରେ କାମ କରି ସାରିଛନ୍ତି ।

ତାଙ୍କର ସୁନ୍ଦରତା ପାଇଁ ସେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର କରି ରହି ପାରିଛନ୍ତି । ଅନେକ ପୁଅ ମାନେ ତାଙ୍କର ଦିୱାନା ହୋଇଥିଲେ ମଧ୍ୟ ସେ ଜଣଙ୍କର ପ୍ରେମରେ ଫିଦା ହୋଇଛନ୍ତି । ତାଙ୍କ ଜୀବନୀ ବିଷୟରେ କହିବାକୁ ଗଲେ ସେ ଟିଭି ଜଗତର ଅଭିନେତା ପ୍ରିନ୍ସ ଚାର୍ମିଙ୍ଗ ଶିବିନ ନାରାଙ୍ଗଙ୍କ ସହ ବହୁତ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି । “ବେହଦ-୨” ସିରିଏଲରେ ଏହି ଦୁଇ କଳାକାର ପରସ୍ପରର ବିପରୀତ ଚରିତ୍ରରେ ନଜର ଆସିଥିଲେ ।

ଏହି ସିରିଏଲରେ କାମ କରିବା ସମୟରେ ଦୁହେଁ ପରସ୍ପରକୁ ପ୍ରେମ କରିଥିଲେ । ସେହି ସମୟରେ ଦୁହିଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ସେମାନେ କୌଣସି ସଠିକ ପ୍ରମାଣ ଦେଇ ନ ଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ ଏକ ଇଣ୍ଟରବିୟୁରେ ନିଜର ରିଲେଶନକୁ ନେଇ ଖୁଲାସା କରିଛନ୍ତି ଓ ଖୁବ ଜଲ୍ଦି ମ୍ୟାରେଜ କରିବାକୁ ଯାଉଛନ୍ତି ବୋଲି ଆନାଉନ୍ସ କରିଛନ୍ତି । ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି ଓ ଅନେକ ସମୟରେ ପରସ୍ପରକୁ ଡେଟ ମଧ୍ୟ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ