ପୁଅ ଜେଲ୍ ଯିବା ପରେ ବଢି ଚାଲିଛି Shahrukh Khan ଙ୍କ ସମସ୍ଯା, ତାଙ୍କ ସହ ଫିଲ୍ମ କରିବାକୁ ରାଜି ହେଉ ନାହାନ୍ତି Bollywood ର ଏହି ସବୁ ଅଭିନେତ୍ରୀ

କିଙ୍ଗ ଖାନଙ୍କ ଆଗ୍ରହ ଦିନକୁ ବଢିବାରେ ଲାଗିଛି । ବଲିଉଡର ବାଦଶାହଙ୍କ ସହ ଆଉ ଫିଲ୍ମ କରିବାକୁ ରାଜି ହେଉ ନାହାନ୍ତି ହିରୋଇନ ମାନେ । ଯାହାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ପ୍ରଡ୍ୟୁସର ଓ ଡାଇରେକ୍ଟର । କୃଜରେ ଡ୍ର-ଗ୍ସ ପା-ର୍ଟି ମା-ମ-ଲା-ରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଗି-ର-ଫ ହୋଇଥିଲେ ଓ ଦୁଇ ଦିନ ପୂର୍ବରୁ ତାଙ୍କୁ ଜା-ମି-ନ ମଧ୍ୟ ମିଳିସାରିଛି । କିନ୍ତୁ ଶାହରୁଖଙ୍କ ସହ ଆଉ ଫିଲ୍ମ କରିବାକୁ ଇଛା କରୁ ନାହାନ୍ତି ଅଭିନେତ୍ରୀ । ତେଣୁ ବର୍ତ୍ତମାନ ସମୟରେ ଶାହରୁଖଙ୍କ ଫିଲ୍ମ ସୁ-ଟି॰ ହୋଇ ପାରୁ ନଥିବା ସୂଚନା ରହିଛି ।

ଏମିତିକି ବଲିଉଡରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ତାଙ୍କ ସହ ଫିଲ୍ମ କରିବାକୁ ରାଜି ହେଉ ନାହାନ୍ତି ବୋଲି କୁହାଯାଉଛି । ମୋଟ ଉପରେ କହିବାକୁ ଗଲେ ବଲିଉଡରେ ଶାହରୁଖଙ୍କ ବ୍ରାଣ୍ଡ ଭାଲ୍ଯୁ କମୁଥିବାର କୁହାଯାଉଛି । ଫିଲ୍ମ ଜିରୋରେ ମଧ୍ୟ କଙ୍ଗନା କାମ କରିବାକୁ ମନା କରି ଦେଇଛନ୍ତି । ଖାଲି ଏଇଟିକି ନୁହେଁ ଶାହରୁଖଙ୍କ ବିଜ୍ଞାପନ ମଧ୍ୟ ଖୁବ ହ୍ରାସ ପାଇବାରେ ଲାଗିଛି । ଏପରିକି ଅଭିନେତ୍ରୀ କରିସ୍ମା ମଧ୍ୟ ସୁ-ଟି॰ ପାଇଁ ରାଜି ହେଉ ନାହାନ୍ତି ।

କୁହାଯାଉଛି ଏବେ କୁଆଡେ ଠିକ ସମୟରେ ସୁ-ଟି॰ ସେଟରେ ପହଞ୍ଚି ପାରୁ ନାହାନ୍ତି ଶାହରୁଖ ଖାନ । ଯାହା ଦ୍ଵାରା ସୁ-ଟି॰ର ଡେଟ ମଧ୍ୟ ଗଡି ଗଡି ଯାଉଛି । ସୂଚନା ଅନୁସାରେ ପୁଅକୁ ନେଇ ଏବେ ବେଶ ଚିନ୍ତାରେ ଅଛନ୍ତି କିଙ୍ଗ ଖାନ । ଶାହରୁଖଙ୍କୁ ନେଇ କରିବାକୁ ଥିବା ଫିଲ୍ମର ସୁ-ଟି॰ କେମିତି ଆରମ୍ଭ ହେବ ତାହାକୁ ନେଇ ଚିନ୍ତାରେ ଅଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ । ଡ୍ର-ଗ୍ସ ପା-ର୍ଟି-କୁ ନେଇ ତ-ଦ-ନ୍ତ ବଢାଉଛି ଏନ-ସି-ବି ।

ଆଉ ଏପଟେ କିଙ୍ଗ ଖାନଙ୍କ ଚିନ୍ତା ବି ସମାନ ଭାବେ ବଢୁଛି । ତେବେ ଯାହାବି ହେଉ କେମିତି ପୁଣି ଥରେ ଶାହରୁଖଙ୍କ ଫିଲ୍ମ ସୁ-ଟି॰ ଆରମ୍ଭ ହେବ ସେ ବିଷୟରେ ଆଲୋଚନା ହେବା ନେଇ ସୂଚନା ରହିଛି । ଆର୍ୟନଙ୍କୁ ବମ୍ବେ ହାଇକୋର୍ଟ ଜା-ମି-ନ ଦେବା ପରେ ଶାହରୁଖ ଖାନ ଖୁବ ଶୀଘ୍ର ସୁ-ଟି॰ ସେଟକୁ ଫେରିବେ ବୋଲି କୁହାଯାଉଛି । ଏମିତିକି ପୁଅ ଗି-ର-ଫ ହେବା ପରେ ଶାହରୁଖ ମନ୍ନତରେ ରହୁ ନଥିବା ଓ ଦାମିକିଆ ଗାଡି ମଧ୍ୟ ଚଲାଉ ନଥିବା ଚର୍ଚ୍ଚା ଚାଲିଛି ।

ତେବେ ଏବେ ଦେଖିବାକୁ ବାକି ରହିଲା କେବେଠୁ ପୁଣି ଥରେ ଶାହରୁଖଙ୍କ ଫିଲ୍ମ ସୁ-ଟି॰ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।