ଏମିତି କେଉଁ ଜିନିଷ ଅଛି ଯାହା ପୁଅମାନଙ୍କର ଲମ୍ବା ଓ ଝିଅମାନଙ୍କର ଗୋଲ ହୋଇଥାଏ, ୯୯% ଲୋକଙ୍କୁ ଜଣା ନାହିଁ ଏହାର ଉତ୍ତର

ଆଜି ଆମେ କିଛି ମଜାଦାର ପ୍ରଶ୍ନ ବିଷୟରେ କଥା ହେବା । ଆପଣ ଜାଣିଥିବେ କି ଇଣ୍ଟରଭ୍ୟୁରେ କିଛି ଏମିତି ହିଁ ପ୍ରଶ୍ନ ପଚରାଯାଏ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏହାର ଉତ୍ତର ବହୁତ ସହଜ ହୋଇଥାଏ କିନ୍ତୁ ତାହା ଆମ ଚିନ୍ତାଶକ୍ତି ବାହାରେ ଥାଏ ଯାହା ଦ୍ଵାରା ଆମେ ତାହାର ଉତ୍ତର ଦେଇ ପାରି ନଥାଉ । କିନ୍ତୁ ଏମିତି ହିଁ ପ୍ରଶ୍ନ IAS ଇଣ୍ଟରଭ୍ୟୁରେ ମଧ୍ୟ ପଚରାଯାଏ । ତେବେ ଚାଲନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।

୧. ଏମିତି କେଉଁ ଜିନିଷ ଅଛି ଯାହା ଆମକୁ ଜୀବନରେ ପ୍ରଥମ ଦୁଇ ଥର ଫ୍ରୀ ରେ ମିଳିଥାଏ କିନ୍ତୁ ତୃତୀୟ ଥର ଆମକୁ ପଇସା ଦେବାକୁ ପଡିଥାଏ ?

ଉତ୍ତର – ଦାନ୍ତ

୨. ଏମିତି କେଉଁ ଡ୍ରେସ ଅଛି ଯାହାକୁ ଆମେ ପିନ୍ଧି ପାରିବା ନାହିଁ ?

ଉତ୍ତର – ଆଡ୍ରେସ

୩. ଗୋଟିଏ ହାତୀ ପୋଖରୀରେ ଗଳି ପଡିଲା । ଏବେ ସେ କେମିତି ବାହାରିବ ?

ଉତ୍ତର – ଓଦା ହୋଇ ବାହାରିବ

୪. ଏମିତି କେଉଁ ବ୍ୟକ୍ତି ଅଛି ଯିଏ ଶହେ ଲୋକଙ୍କୁ ମାରିଲେ ବି ତାକୁ ଦଣ୍ଡ ମିଳେ ନାହିଁ ?

ଉତ୍ତର – ଜଲ୍ଲାଦ

୫. ତାହା କଣ ଅଟେ ଯାହା ବର୍ଷରେ ଗୋଟିଏ ଥର ଓ ରବିବାରରେ ଦୁଇଥର ଆସିଥାଏ ?

ଉତ୍ତର – “ବ” ଅକ୍ଷର

୬. ପୁଅମାନଙ୍କର କେଉଁ ଜିନିଷ ଲମ୍ବା ହୋଇଥାଏ ଓ ଝିଅମାନଙ୍କର ଗୋଲ ହୋଇଥାଏ ?

ଉତ୍ତର – ତିଳକ

୭. ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ସତ୍ତ୍ୱେ ବି ବଜାରରେ ବିକାଯାଏ ନାହିଁ ?

ଉତ୍ତର – ଧୈର୍ଯ୍ୟର ଫଳ

୮. ତାହା କଣ ଅଟେ ଯାହାକୁ କୋର୍ଟ, କଚେରୀ ବା ଥାନା ସବୁ ଜାଗାରେ ଲୋକ ଖାଇବାକୁ କହିଥାନ୍ତି ?

ଉତ୍ତର – କସମ

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।