ସଲମାନଙ୍କ ସହିତ ଥିବା ଏହି କ୍ୟୁଟ ଝିଅଟି ଆଜି ହୋଇ ସାରିଛି ବଲୀଉଡର ଟପ ହିରୋଇନ, ଦେଖନ୍ତୁ କିଏ

ସର୍ବେ ପ୍ରଥମେ ଆପଣଙ୍କୁ କହିଦେଛୁ ଯେ ଆଜିକାଲି ସଲମାନ ଓ ଆଲିୟାଙ୍କର ନାମ ବହୁତ ଚର୍ଚାରେ ଅଛି । କାରଣ ଏଥିପାଇଁ କି ବହୁତ ସମୟ ପରେ ସଞ୍ଜୟ ଲୀଲା ଭଂସାଲୀଙ୍କର ଫିଲ୍ମ ଇଂଶାଅଲ୍ଲାହରେ ଏହି ଦୁଇ ଜଣ ପ୍ରଥମ ଥର ପାଇଁ ନଜର ଆସିବେ । ଏହା ପ୍ରଥମର ଅଟେ ଯେତେବେଳେ ସଲମାନ ଖାନ ଓ ଆଲିୟା ଭଟ୍ଟ କୌଣସି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଆପଣଙ୍କୁ କହିଦେଉଛୁ ଯେ ଆଲିୟା ଭଟ୍ଟ ବହୁତ କମ ସମୟ ମଧ୍ୟରେ ଏମିତି କିଛି ଫିଲ୍ମ କରିଛନ୍ତି ଯାହାକୁ ଦେଖି ସମସ୍ତେ ତାଙ୍କୁ ଟପ ଅଭିନେତ୍ରୀଙ୍କ ଲିସ୍ଟରେ ମଧ୍ୟରେ ସାମିଲ କରି ଦେଇଛନ୍ତି । ଏହା ଛଡା ଆପଣଙ୍କୁ କହିଦେଉଛୁ ଯେ ଏହି ଦୁଇ ଜଣଙ୍କର ବୟସରେ ୨୭ ବର୍ଷ ପାର୍ଥକ୍ୟ ଅଛି ।

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ଯେତେବେଳେ ସଲମାନ ୧୯୮୮ରେ ‘ବୀୱୀ ହୋ ତୋ ଐସୀ’ ଫିଲ୍ମରୁ ବଲୀଉଡକୁ ଡେବ୍ୟୁ କରିଥିଲେ ସେତେବେଳେ ଆଲିୟାଙ୍କର ଜନ୍ମ ବି ହୋଇ ନ ଥିଲା । ତେବେ ଆପଣ ଏଥିରୁ ଅନ୍ଦାଜ ଲଗାଇ ପାରିବେ କି ଦୁଇ ଜଣଙ୍କର ବୟସରେ କେତେ ଅନ୍ତର ଅଛି ।

କହିଦେଉଛୁ ଯେ ଇଂଶାଅଲ୍ଲାହରେ ଆଲିୟା ମୁଖ୍ୟ ଭୂମିକାର ନଜର ଆସିବେ । ଯେବେଠୁ ଏହି ଖବର ସାମନାକୁ ଆସିଛି ସେବେଠୁ ଏମାନଙ୍କର ଚର୍ଚା ହେବାକୁ ଲାଗିଛି । ବର୍ତ୍ତମାନ ହିଁ ସୋସିୟାଲ ମିଡିୟାରେ ଏକ ପୁରୁଣା ଫଟୋ ସାମନାକୁ ଆସିଛି ଓ ଯାହାକି ଭାଇରାଲ ବି ହେଉଛି । ଆପଣଙ୍କୁ କହି ଦେଉଛୁ ଯେ ଏହି ଫଟୋରେ ସଲମାନଙ୍କ ସହିତ ଗୋଟେ ଛୋଟ ଝିଅ ନଜର ଆସୁଛି । ଏହି ଫଟୋରେ ସଲମାନଙ୍କ ସହିତ ଆଲିୟା ବି ଅଛନ୍ତି ।

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ସଲମାନ ଖାନ ଏହି ଫିଲ୍ମକୁ ନେଇ ଟ୍ୱିଟର ଅକାଉଂଟରେ କହିଥିଲେ କି ସେ ଭଂସାଲୀଙ୍କ ସହ କାମ କରୁଛନ୍ତି । ୨୦ ବର୍ଷ ହୋଇ ଯାଇଛି । କିନ୍ତୁ ମୁଁ ବହୁତ ଖୁସି ଅଛି କି ମୁଁ ଓ ସଞ୍ଜୟ ଫିଲ୍ମ ଇଂଶାଅଲ୍ଲାହରେ ଏକା ସହିତ ନଜର ଆସିବୁ । ଅନ୍ୟ ପଟେ ଆଲିୟା ବି ଟ୍ୱିଟରରେ ଭଂସାଲୀଙ୍କ ସହ କାମ କରିବାକୁ ନେଇ ନିଜର ଖୁସି ଜାହିର କରିଛନ୍ତି ।

ସେ ଲେଖିଲେ କି – ସେ କହିଥିଲେ ଖୋଲା ଆଖିରେ ସ୍ଵପ୍ନ ଦେଖ ଓ ମୁଁ ତାହା ହିଁ କରିଲି । ସଞ୍ଜୟ ଓ ସଲମାନ ଖାନଙ୍କ ସହିତ ମୁଁ ଏକ ମୈଜିକଲ ଅଟେ ।

Image courtesy: Google

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।