କହିଲେ ଦେଖି କାହାକୁ ବଞ୍ଚାଇବ ଜେଠାଲାଲ, ପୁଅକୁ ନା ସ୍ତ୍ରୀ କୁ, ୯୯% ଲୋକ ହେଲେ ଫେଲ

ସାଙ୍ଗମାନେ ପଜଲ ଖେଳିବା କାହାକୁ ବା ପସନ୍ଦ ହୋଇ ନଥାଏ । ପିଲା ଠାରୁ ବୟସ୍କ ଲୋକମାନେ ସମସ୍ତେ ପଜଲ ଖେଳିବା ପାଇଁ ଭଲ ପାଆନ୍ତି । ଏହାକୁ ନଜରରେ ରଖି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପଜଲ ନେଇ ଆସିଛୁ, ଯଦି ଆପଣ ଏହାର ଉତ୍ତର ଜାଣନ୍ତି ତେବେ ଆମକୁ କମେଣ୍ଟ ରେ ଜଣାଇବେ । ତେବେ ଚାଲନ୍ତୁ ଆରମ୍ଭ କରିବା ।

୧. ଦିନେ ସୋସାଇଟ ର କ୍ୟାମ୍ପସରୁ ବବିତା ଙ୍କ କିଡନାପ ହେଇଯାଏ ଓ ସବୁ ଗୋକୁଳଧାମ ବାସୀଙ୍କୁ ଜଣା ପଡେ କି ବବିତା ଙ୍କ କିଡନାପ ହେଇ ଯାଇଛି । ସମସ୍ତେ ସେଠାରେ ଏକାଠି ହେଇ ଯାଆନ୍ତି । ଏତିକିବେଳେ ଜେଠାଲାଲ କହେ କି ମୁଁ ଯିବି ବବିତା ଜି ଙ୍କୁ ବଞ୍ଚାଇବା ପାଇଁ । ସେତେବେଳେ ଆୟର କହେ ବବିତା ମୋ ସ୍ତ୍ରୀ । ଏଥିପାଇଁ ମୁଁ ଯିବି ବଞ୍ଚାଇବା ପାଇଁ । ତା ପରେ ଜେଠାଲାଲ କହିଲା ନା, ମୁଁ ଯିବି ଓ ଆୟର କହିଲା ନା, ମୁଁ ଯିବି । ଏହି କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେଇଯାଏ । ସେତିକିବେଳେ ତାରକ ମେହେତା କୁହନ୍ତି ରୁହ, ଏବେ ଫାଇନାଲ ହେଇଯିବ କିଏ ଯିବ । ମୁଁ ତୁମ ଦୁଇ ଜଣଙ୍କୁ ଏକ ପ୍ରଶ୍ନ ପଚାରିବି ଯିଏ ଠିକ ଉତ୍ତର ଦେବ ସେ ହିଁ ବବିତ ଙ୍କୁ ବଞ୍ଚାଇବାକୁ ଯିବ । ତାରକ ତାଙ୍କୁ ପଚାରନ୍ତି,

“ଚୌକି ଉପରେ ବସିଛି ଗୋଟିଏ ରାଣୀ ମୁଣ୍ଡରେ ନିଆଁ ତ ଶରୀରରେ ପାଣି ।”
ଏହାକୁ ଶୁଣି ଦୁଇ ଜଣ ଭାବିବାକୁ ଲାଗନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଏହାର ଉତ୍ତର ।

ଉତ୍ତର- ମହମବତୀ

୨. ଜେଠାଲାଲ ଏହାର ଠିକ ଉତ୍ତର ଦେଇ ସେଠାରୁ ଚାଲିଯାଏ ବବିତା ଜି ଙ୍କୁ ବଞ୍ଚାଇବା ପାଇଁ । ଜେଠାଲାଲ ବବିତାଙ୍କୁ ଖୋଜି ଖୋଜି ଠିକ ଜାଗାରେ ପହଞ୍ଚିଯାଏ ଓ କିଡନାପର ଜେଠାଲାଲ ହାତରେ ବନ୍ଧୁକ ଦେଖି ସେଠାରୁ ଖସି ପଳାଇ ଯାଏ । ଏବେ ଜେଠାଲାଲ ଦେଖେ କି ସେଠାରେ ତ ୩ ଟି କବାଟ ଅଛି । ଜେଠାଲାଲ କୁ ଜଣାପଡେ ପ୍ରଥମ କବାଟ ପଛରେ ଗୋଟିଏ ପାଗଳ କୁକୁର ଅଛି ଯିଏ ଜେଠାଲାଲକୁ କାମୁଡିଦେବ । ଦ୍ଵିତୀୟ କବାଟ ପଛରେ ଏକ ସିଂହ ଅଛି ଯିଏ ଜେଠାଲାଲକୁ ଖାଇଦେବ ଓ ଶେଷ କବାଟ ପଛରେ ଏକ କୁମ୍ଭୀର ଅଛି ଯିଏ ଜେଠାଲାଲକୁ କାମୁଡି ଖାଇଦେବ । ଏବେ ଜେଠାଲାଲ ବୁଝି ପାରେ ନାହିଁ କି ସେ କେଉଁ କବାଟ କୁ ବାଛିବ କିନ୍ତୁ କଣ ଆପଣ କହି ପାରିବେ ।

ଉତ୍ତର- ତେବେ ଜେଠାଲାଲ ପ୍ରଥମ କବାଟକୁ ହିଁ ବାଛିଲା ଓ ଯେଉଁ କୁକୁର ଅଛି ତାହାକୁ ଗନ ରେ ମାରିଦେଲା ଓ ବବିତା ଜି ଙ୍କୁ ନେଇ ଆସିଲା ।

୩. ସେତିକିବେଳେ ସେଠାକୁ ଚାଲୁ ପାଣ୍ଡେ ଆସେ ଓ କହେ କି ଜେଠାଲାଲ ଆମ ଜେଲର ସୁରକ୍ଷା ବହୁତ ଭଲ । ଆମ ଜେଲ ରୁ କେହି ବି ଖସି ଯାଇ ପାରିବ ନାହିଁ ଓ ଜେଠାଲାଲ କହେ କି ଆପଣଙ୍କ ଜେଲ ରୁ ତ କେହି ବି ସହଜରେ ଖସି ଯାଇ ପାରିବ । ସେତିକିବେଳେ ଚାଲୁ ପାଣ୍ଡେ କହେ ଠିକ ଅଛି ଜେଠାଲାଲ ତୁମେ ଆମ ଜେଲରୁ ଖସି କି ଦେଖାଅ । ସେତିକିବେଳେ ଚାଲୁ ପାଣ୍ଡେ ଜେଠାଲାଲକୁ ସେହି ଜେଲରେ ରଖିଦିଏ । ଜେଠାଲାଲ ଦେଖେ କି ତଳେ ମାଟିର ଚଟାଣ ଓ ଉପରେ ଛାତରେ ଏକ ସ୍କାଏଲାଇଟ କିନ୍ତୁ ତା ପର୍ଯ୍ୟନ୍ତ ମୁଁ ପହଞ୍ଚି ପାରିବି ନାହିଁ ।

ଜେଠାଲାଲ ଭାବି ପାରୁନଥିଲା କି ସେ ଏଠାରୁ କେମିତି ବାହାରିବ । ଏହି କଥା ଭାବୁ ଭାବୁ ଗୋଟିଏ ଦିନ ବିତିଯାଏ ଓ ଜେଠାଲାଲ କୁ ଜେଲରେ ଖାଇବାକୁ ଦିଆଯାଏ । ଜେଠାଲାଲ ସେହି ଖାଦ୍ଯ ଖାଇଲା ଓ ସହଜରେ ଖସି ପଳାଇଲା । ତେବେ ଆପଣ କୁହନ୍ତୁ ଜେଠାଲାଲ ଜେଲ ରୁ କେମିତି ଖସି ଯାଇଥିବ ।

ଉତ୍ତର- ଜେଠାଲାଲ ଖାଇବା ପ୍ଳେଟ ସାହାର୍ଯ୍ୟରେ ସେଠାରେ ମାଟିକୁ ଖୋଳିଲା ଓ ସେହି ମାଟିକୁ ଗୋଟିଏ ଜାଗାରେ ଏକାଠି କରିଲା । ତା ଉପରେ ଚଢି ସ୍କାଏ ଲାଇଟ ବାଟେ ସେ ଖସି ପଳାଇଲା ।

୩. ଜେଠାଲାଲ, ଦୟା ଓ ଟପୁ କୁ କହିଲା କି ଚାଲ ଆଜି ମୁଁ ତୁମକୁ କୁଆଡେ ବୁଲାଇ ଆଣିବି । ସେ ବୁଲିବାକୁ ଯାଇ ଗୋଟିଏ ପାହାଡ ଉପରେ ପହଞ୍ଚି ଯାଆନ୍ତି ଓ ସେଠାରେ କିଛି ଏମିତି ସ୍ଥିତି ହେଇଯାଏ କି ଦୟା ଓ ଟପୁ ପାହାଡ ଉପରୁ ତଳକୁ ଖସିବା ସମୟରେ ଜେଠାଲାଲ ଦୁଇ ଜଣଙ୍କୁ ଦୁଇ ହାତରେ ଧରିନିଏ । ଗୋଟିଏ ହାତରେ ତା’ର ସ୍ତ୍ରୀ ଓ ଆଉ ଗୋଟିଏ ହାତରେ ତା’ ପୁଅ । ଏବେ ଜେଠାଲାଲ କାହାକୁ ବଞ୍ଚାଇବ । ଆପଣ ନିଜର ଉତ୍ତର କମେଣ୍ଟ କରି ପାରିବେ ।

ଉତ୍ତର- ପ୍ରଥମେ ଜେଠାଲାଲ ଗୋଟିଏ ହାତରେ ଟପୁ କୁ ଉପରକୁ ଟାଣିବ, କାରଣ ତା’ର ଓଜନ କମ ଅଟେ । ତେଣୁ ସେ ସହଜରେ ଉପରକୁ ଆସିଯିବ । ଏହା ପରେ ଜେଠାଲାଲ ଦୁଇ ହାତରେ ଦୟାକୁ ଉପରକୁ ଟାଣିବ । ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।