ବଡ଼ ଖୁସି ଖବର, ବାପା ହେଲେ ହିରୋ ଅରିନ୍ଦମ ରୟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ଅଭିନେତା ଅରିନ୍ଦମ ରଏ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ତାଙ୍କ ଫିଲ୍ମ ଗୁଡ଼ିକ ମଧ୍ୟରୁ ହିରୋ, ‘ରାଜା ଝିଅ ସଙ୍ଗେ ହେଇଗଲା ଭାବ’, ‘ଇସ୍କ ତୁ ହି ତୁ’, ‘ଅଶୋକ ସମ୍ରାଟ’ ଭଳି ଫିଲ୍ମ ଅନ୍ୟତମ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ସୂଚନା ଅନୁସାରେ ଶୁଣିବାକୁ ମିଳିଛି ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ସୁପ୍ରସିଦ୍ଧ କଳାକାର ଅରିନ୍ଦମ ରଏ ବାପା ହୋଇଛନ୍ତି ।

ଏହି ଖବର ବର୍ତ୍ତମାନ ପୁରା ସୋସିଆଲ ମିଡିଆ ରେ ଚର୍ଚ୍ଚା ର ବିଷୟ ସାଜିଛି । ତେବେ ଏହି ଖବର ରେ କେତେ ମାତ୍ରାରେ ସତ୍ୟତା ରହିଛି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ଅରିନ୍ଦମ ରଏ ବାପା ହୋଇଛନ୍ତି ।

ଏହି ଅଭିନେତା ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଗତ କାଲି ଅର୍ଥାତ ୨୦୨୧ ମସିହା ମାର୍ଚ୍ଚ ମାସ ୨୪ ତାରିଖ ବୁଧବାର ଦିନ ସନ୍ଧ୍ୟା ସମୟରେ ଅଭିନେତା ଅରିନ୍ଦମ ରଏ ଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି ।

ଏହା ସମଗ୍ର ଓଡିଶା ବାସୀ ଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ଅଟେ । ଏହି ଖୁସି ର ଅବସର ରେ ଅଭିନେତା ଅରିନ୍ଦମ ରଏ ଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ କଳାକାର ଅଭିନନ୍ଦନ ଜଣାଇଛନ୍ତି ଏବଂ ଶୁଭକାମନା ଦେଇଛନ୍ତି । ଅନ୍ୟ ପକ୍ଷରେ ଅଭିନେତା ଅରିନ୍ଦମ ରଏ ଏବଂ ଏଲିନା ସାମନ୍ତରାୟ ଙ୍କ ନୂତନ ଚଳଚ୍ଚିତ୍ର ର ସୁ-ଟିଂ ର ଆରମ୍ଭ ହୋଇସାରିଛି ।

ଏହି ଚଳଚ୍ଚିତ୍ର ପାଇଁ ଅରିନ୍ଦମ ଏବଂ ଏଲିନା ଙ୍କ ଫାନ୍ସ ମାନେ ବହୁତ ଦିନ ଧରି ଅପେକ୍ଷା ରେ ରହିଛନ୍ତି । ଏହି ଯୋଡ଼ି ଓଲିଉଡ ର ସୁପରହିଟ ଯୋଡ଼ି ଭାବରେ ପରିଚିତ । ତେବେ ଏହି ଯୋଡ଼ି ଙ୍କ ଆଗାମୀ ଫିଲ୍ମ କିପରି ହେବ ତାହା ଦେଖିବା ଯୋଗ୍ୟ ରହିବ । ତେବେ ବର୍ତ୍ତମାନ ଅରିନ୍ଦମ ଙ୍କ ବାପା ହେବାକୁ ନେଇ ଏହି ଖୁସି ଖବର ଟି ସମଗ୍ର ସୋସିଆଲ ମିଡିଆ ରେ ଚର୍ଚ୍ଚା ର ବିଷୟ ସାଜିଛି ।

ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଅଭିନେତା ଅରିନ୍ଦମ ରଏ ଙ୍କ ବାପା ହେବା ଖବର ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।