ନିଜ ପ୍ରାଇଭେଟ ଜେଟର ବ୍ୟବହାର କରନ୍ତି, ଅମ୍ବାନୀଙ୍କଠୁ କମ ଷ୍ଟାଟସ ନୁହେଁ ଏହି ୪ ଜଣ ସୁନ୍ଦର ହିରୋଇନଙ୍କର

ଯେତେବେଳେ ବି ଧନୀ ଲୋକମାନଙ୍କ ବିଷୟରେ କଥାବାର୍ତ୍ତା କରାଯାଏ, ତେବେ ଭାରତରେ ସବୁଠୁ ପ୍ରଥମ ନାମ ଅମ୍ବାନୀ ଓ ଟାଟାଙ୍କ ନାମ ନିଆ ଯାଇଥାଏ । ଏମାନଙ୍କ ପାଖରେ ଦୁନିଆର ସମସ୍ତ ଜିନିଷ ଅଛି । ଏମାନେ ଗୋଟିଏ ସେକେଣ୍ଡରେ କିଛି ବି କରିବାର କ୍ଷମତା ରଖିଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଆମର ବଲୀଉଡରେ ବି ଏମିତି କେତେକ ଅଭିନେତ୍ରୀମାନେ ଅଛନ୍ତି, ଯେଉଁମାନଙ୍କ ଲାଇଫ ଷ୍ଟାଇଲ ଅମ୍ବାନୀଙ୍କ ଠାରୁ ବି କମ ନୁହେଁ ।

କହିବାକୁ ଗଲେ ବଲୀଉଡରେ ଭେଦଭାବ କରାଯାଏ ବୋଲି ଶୁଣିବାକୁ ମିଳିଥାଏ । ପ୍ରାୟତଃ ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ଭେଦଭାବ ଦେଖିବାକୁ ମିଳିଥାଏ । ଏହା ବି ସାମ୍ନାକୁ ଆସିଛି କି ଯଦି ଗୋଟିଏ ଫିଲ୍ମ ପାଇଁ ଅଭିନେତାକୁ ୫ କୋଟି ଟଙ୍କା ଦିଆ ଯାଏ, ତେବେ ସେହି ଫିଲ୍ମ ପାଇଁ ଅଭିନେତ୍ରୀକୁ ୧ କୋଟି କିମ୍ବା ତାହା ଠାରୁ କମ ଟଙ୍କା ଦିଆଯାଏ । ତଥାପି ବି ବଲୀଉଡର ନିଜର ଜଳୱା ଦେଖାଉଥିବା ଅଭିନେତ୍ରୀଙ୍କ ଲାଇଫ ଷ୍ଟାଇଲ କୌଣସି କ୍ଷେତ୍ରରେ କମ ନୁହେଁ ।

ଏମାନଙ୍କ ପାଖରେ ବି ବହୁତ ଟଙ୍କା ଅଛି । ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କ ଲାଇଫ ଷ୍ଟାଇଲ ଅମ୍ବାନୀ ଓ ଟାଟାଙ୍କ ଠାରୁ କମ ନୁହେଁ । କହିବାକୁ ଗଲେ ବଲୀଉଡ ଇଣ୍ଡଷ୍ଟ୍ରିରେ ଅଭିନେତାଙ୍କ ଠାରୁ ଅଭିନେତ୍ରୀମାନଙ୍କୁ କମ ଟଙ୍କା ମିଳିଥାଏ । ତଥାପି କିଛି ଏମିତି ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କ ସାମ୍ନାରେ ବଡ ରୁ ବଡ ଅଭିନେତା ବି ଫିକା ପଡି ଯାଆନ୍ତି । ଏହି ଅଭିନେତ୍ରୀମାନେ ନିଜ କାମ ଦ୍ଵାରା ସଫଳ ହୋଇଛନ୍ତି । ତେବେ ଚଲାନ୍ତୁ ଜାଣିବା ସେହି ଅଭିନେତ୍ରୀମାନଙ୍କ ବିଷୟରେ ।

୧. ଶିଲ୍ପା ଶେଟ୍ଟୀ

ବଲୀଉଡ ଠାରୁ ଦୂରେଇ ଯାଇଥିବା ଶିଲ୍ପା ଶେଟ୍ଟୀ ବର୍ତ୍ତମାନ କେବଳ ଇଭେଣ୍ଟ ଓ କେତେକ ଶୋରେ ଜଜ ରୂପରେ ନଜର ଆସୁଛନ୍ତି । ନିଜ ଜମାନାରେ ଶିଲ୍ପା ଶେଟ୍ଟୀ ୟୁପି ଓ ବିହାର ଭଳି ରାଜ୍ୟର ଲୋକମାନଙ୍କୁ ନିଜର ଦିବାନା କରି ରଖିଥିଲେ । ଶିଲ୍ପାଙ୍କ ଲୁକ ଓ ତାଙ୍କର ସୁନ୍ଦରତା ଆଜି ବି ପୂର୍ବ ଭଳି ଅଛି । ଶିଲ୍ପା ନିଜର କ୍ୟାରିୟରରେ ଗୋଟିଏ ରୁ ବଢି ଗୋଟିଏ ଫିଲ୍ମ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ଡାନ୍ସ ଶୋ ରେ ଜଜ ରୂପରେ ନଜର ଆସୁଛନ୍ତି ।

ବଲୀଉଡର ସବୁଠୁ ଫିଟ ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ଯିଏକି ବଲୀଉଡର ଏକ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଓ ତାଙ୍କର ସ୍ଵାମୀ ରାଜ କୁନ୍ଦ୍ରା ଜଣେ ଜଣା ଶୁଣା ବିଜନେସମ୍ୟାନ ଅଟନ୍ତି । ଶିଲ୍ପା ଶେଟ୍ଟୀଙ୍କ ପାଖରେ ଆଇପିଏଲ ଟିମ ବି ଅଛି । ସ୍ଵାମୀଙ୍କ ବହୁତ ହିଁ ବଡ କରୋବାର ବି ଅଛି । ଶିଲ୍ପା ଶେଟ୍ଟୀ ବଲୀଉଡର ବହୁତ ହିଟ ଫିଲ୍ମ ଦେଇଛନ୍ତି ଓ ସେ ଆଜି ଏକ ସଫଳ ଅହିନେତ୍ରୀ ଅଟନ୍ତି । ସେଥିପାଇଁ ଆଜି ଶିଲ୍ପା ଶେଟ୍ଟୀଙ୍କ ପାଖରେ ନିଜର ପ୍ରାଇବେଟ ଜେଟ ଅଛି ।

୨. ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡା ୯୦ ଦଶକରୁ ହିଁ ବଲୀଉଡରେ ନିଜର ଜଳୱା ଦେଖାଉଛନ୍ତି । କିନ୍ତୁ କିଛି ବର୍ଷ ହେବ ସେ ହଲିଉଡରେ କାମ କରୁଛନ୍ତି । ବଲୀଉଡ ସହିତ ହଲିଉଡରେ ବି ନିଜର ନାମ କରିଥିବା ପ୍ରିୟଙ୍କା ଚୋପଡା ଆଜି ଏକ ବହୁତ ବଡ ନାଁ ହୋଇ ଯାଇଛନ୍ତି । ପ୍ରିୟଙ୍କା ନିଜର ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଲୋକମାନଙ୍କ ହୃଦୟ ଜିତିଛନ୍ତି ଓ ସେ ନିଜର ସମସ୍ତ ଫିଲ୍ମରେ ବହୁତ ଭଲ କାମ ବି କରିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ପ୍ରିୟଙ୍କା ଦୁନିଆର ୧୦୦ ସଫଳ ମହିଳା ମାନଙ୍କ ମଧ୍ୟରେ ବି ସାମିଲ ଅଛନ୍ତି । ପ୍ରିୟଙ୍କା ପାଖରେ ନିଜର ପ୍ରାଇବେଟ ଜେଟ ହେବା ସହିତ ନିଉୟର୍କରେ ନିଜର ଘର ବି ଅଛି ।

୩. ମାଧୁରୀ ଦୀକ୍ଷିତ

ବଲୀଉଡର ଧକ ଧକ ଗର୍ଲ ମାଧୁରୀ ଦୀକ୍ଷିତ ବି କାହା ଠାରୁ କମ ନୁହନ୍ତି । ମାଧୁରୀ ଦୀକ୍ଷିତଙ୍କ ପାଖରେ ବି କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି । କହିବାକୁ ଗଲେ ମାଧୁରୀ ଦୀକ୍ଷିତ ଶ୍ରୀରାମ ନେନେଙ୍କ ସହ ବିବାହ କରିବା ପରେ ବଲୀଉଡ ଠାରୁ ଦୂରେଇ ଯାଇ ଥିଲେ । ଏମିତିରେ ବହୁତ ବର୍ଷ ପରେ ସେ ପୁଣିଥରେ ପରଦା ଉପରେ ନଜର ଆସିଛନ୍ତି । ଆପଣଙ୍କୁ କହିଦେଉଛୁ କି ମାଧୁରୀ ଦୀକ୍ଷିତଙ୍କ ପାଖରେ ନିଜର ପ୍ରାଇବେଟ ଜେଟ ଅଛି ।

୪. ସନୀ ଲିୟୋନୀ

ସନୀ ଲିୟୋନୀ ବି ବଲୀଉଡର ଏକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । କହିବାକୁ ଗଲେ ସନୀ ଲିୟୋନୀ ନିଜର ଡାନ୍ସ ଦ୍ଵାରା ଲୋକମାନଙ୍କୁ ଦିବାନା କରିଛନ୍ତି ଓ ଏହି ସଫଳତା ସନୀ ଲିୟୋନୀ କିଛି ସମୟ ମଧ୍ୟରେ ହିଁ ହାସଲ କରିଛନ୍ତି ଓ ଆଜି ସେ ବଲୀଉଡର ସବୁଠୁ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ବଲୀଉଡର ଅଭିନେତ୍ରୀ ସନୀ ଲିୟୋନୀଙ୍କ ଲାଇଫ ଷ୍ଟାଇଲ ବି ବହୁତ ଭଲ ଅଟେ ।

ସନୀଙ୍କ ପାଖରେ ଗୋଟିଏ ଭଲ ବଡ ଆଲିଶାନ ଫ୍ଲାଟ ବି ଅଛି । ଯାହାକି ମୁମ୍ବାଇର ବାନ୍ଦ୍ରାରେ ଅଛି । ଏହା ସହିତ ବହୁତ କମ ସମୟରେ ସେ ନିଜର ଏକ ଅଲଗା ପରିଚୟ ବି କରି ନେଇଛନ୍ତି । ସେଥିପାଇଁ ଆଜି ତାଙ୍କ ପାଖରେ ବି ଏକ ପ୍ରାଇବେଟ ଜେଟ ଅଛି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।