ସୁନୀଲ ସେଠୀଙ୍କ ଝିଅ ଦେଖିବାକୁ ଖୁବ ସୁନ୍ଦର ଓ ଷ୍ଟାଇଲିଶ, ଦେଖିଲେ ହେଇଯିବେ ତାଙ୍କ ଦିୱାନା

ବଲିଉଡର ଏକ ଚର୍ଚ୍ଚିତ ହିରୋ ଭାବରେ ବେଶ ନାମ କରିଛନ୍ତି ପ୍ରସିଦ୍ଧ ଅଭିନେତା ସୁନୀଲ ସେଠି । ତାଙ୍କର ଜନ୍ମ ୧୧ ଅଗଷ୍ଟ ୧୯୬୧ ରେ ହୋଇଥିଲା । ସୁନୀଲ ସେଠି ଭାରତୀୟ ଫିଲ୍ମର ଅଭିନେତା, ନିର୍ମାତା ଓ ବ୍ୟବସାୟୀ ଅଟନ୍ତି । ସେ ଖାସ କରି ବଲିଉଡ ଫିଲ୍ମରେ ସକ୍ରିୟ ଅଛନ୍ତି । ତାଙ୍କୁ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାର ପାଖାପାଖି ୨୫ ବର୍ଷ ହୋଇଗଲାଣି । ସେ ଏପର୍ଯ୍ୟନ୍ତ ୧୧୦ ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି ।

ସେ ଆକ୍ସନ ଓ କମେଡି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି । ସୁନୀଲ ସେଠି ହିନ୍ଦୀ ଫିଲ୍ମ ସହ ତାମିଲ, ମାଲ୍ୟଲମ ଓ ଇଂରାଜୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ସୁନୀଲ ସେଠୀଙ୍କ ନାମ ଫିଲ୍ମ ଫେୟାର ଆୱାର୍ଡ ପାଇଁ ୫ ଥର ନୋମିନେଟ ହୋଇଥିଲା ଓ ଥରେ ମଧ୍ୟ ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି । ସୁନୀଲ ସେଠି ପ୍ରଥମେ ୧୯୯୨ରେ ହିନ୍ଦୀ ଫିଲ୍ମ ଜଗତ କୁ ଆସିଥିଲେ । ସୁନୀଲ ସେଠୀ ପ୍ରଥମ ହିନ୍ଦୀ ଫିଲ୍ମ ବଳବାନ ଫିଲ୍ମରୁ ହିଁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମ ରେ ତାଙ୍କ ସହ ଦିବ୍ୟ ଭାରତୀ ଅଭିନୟ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା । ଏହି ଫିଲ୍ମରୁ ସୁନୀଲ ସେଠୀଙ୍କ ଆକ୍ସନ ହିରୋ ଭାବରେ ପରିଚୟ ମିଳିଥିଲା ।

ଏହାପରେ ସେ ବହୁତ ଫିଲ୍ମ ରେ ସଫଳତାର ସହ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ଆକୃଷ୍ଟ କରିଥିଲେ ଯେଉଁଥିରେ କି ବକ୍ତ ହମାରା ହେ, ମୋହରା, ଦିଲ ବାଲେ, ଗୋପୀ କିଷନ, କୃଷନା, ଶପୁଟ, ରକ୍ଷକ, ବଡର, ଭାଇ, ହୀରା ଫେରି, ମେଂ ହୁଂନା ଭଳି ବହୁତ ସୁଆର ହିଟ ଫିଲ୍ମ ରେ ଅଭିନୟ କରି ଦର୍ଶକଙ୍କ ମନରେ ଆଦୃତ ହୋଇଥିଲେ । ତାଙ୍କ ଝିଅଙ୍କ ନାମ ଆଥିୟା ସେଠି ଅଟେ । ଅଥିୟାସ ସେଠି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ତାଙ୍କ ଜନ୍ମ ୧୯୯୨ରେ ମୁମ୍ବାଇରେ ହୋଇଥିଲା ।

ସେ ଫିଲ୍ମ ପରିବାରରୁ ହୋଇଥିବାରୁ ପିଲା ବେଳୁ ତାଙ୍କୁ ଅଭିନୟ ଦୁନିଆକୁ ଆସିବା ପାଇଁ ବହୁତ ଇଛା ଥିଲା । ସେ ଏଠି ପାଇଁ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି । ସେ ଅଭିନୟ ଶିଖିବା ପାଇଁ ନିୟୁୟର୍କ ଫିଲ୍ମ ଏକାଡେମୀରୁ ଗ୍ରାଜୁଏସନ ପାଠ ଶେଷ କରିଥିଲେ । ଆଥିଆଙ୍କୁ ଅଭିନୟ କରିବା ସହ ଡ୍ୟାନସିଂ କରିବା ପାଇଁ ବହୁତ ଇଛା ଥିଲା । ସେ ତାଙ୍କର ଡ୍ୟାନସିଂକୁ ଆହୁରି ଭଲ କରିବା ପାଇଁ ଫିଲ୍ମ ଜଗତର ଫେମସ କରିୟଗ୍ରାଫର ରେମ ଦିସଜା ଠାରୁ ଟ୍ରେନିଂ ନେଇଥିଲେ ।

ଆଥିଆ ସେଠି ତାଙ୍କ ଫିଲ୍ମ କ୍ୟାରିୟର ନିଖିଳ ଆଡ଼ଭାଣିଙ୍କ ଫିଲ୍ମ ହିରୋରୁ ଆରମ୍ଭ କରିଥିଲେ । ଏହା ଛଡା ସେ ମୁବାରକା, ନବାବଜାଦେ, ମୋତିଚୁର, ଚକନାଚୁର ଭଳି ଫିଲ୍ମ ରେ ଅଭିନୟ କରି ବହୁତ ସାରା ନାମ କରିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।