ଲିଫ୍ଟକୁ ଓଡ଼ିଆ ରେ କଣ କୁହାଯାଏ ? ଏମିତି ଆହୁରି 25 GK Questions & Answers

ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ପ୍ରଶ୍ନ ନେଇ ଆସିଛୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରି ବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

୧. ତାହା କଣ ଅଟେ ଯିଏ ନାକ ଉପରେ ଚଢ଼ିଥାଏ ଓ କାନ ଧରି ପାଠ ପଢାଇ ଥାଏ?

ଉତ୍ତର-ଚଷମା ।

୨. ଏମିତି କେଉଁ ଫଳ ଅଛି ଯାହାକୁ ଲୋକମାନେ ଖାଅନ୍ତି ଓ ପିଅନ୍ତି?

ଉତ୍ତର-ନଡ଼ିଆ ।

୩. କେଉଁ ସାଗର ରେ ଗୋଟିଏ ହେଲେ ମଧ୍ୟ ମାଛ ନାହାନ୍ତି?

ଉତ୍ତର-ମୃ-ତସାଗର ।

୪. ନରେନ୍ଦ୍ର ମୋଦୀ ଙ୍କୁ ଖାଦ୍ୟ ମଧ୍ୟ ରେ କଣ ସବୁଠାରୁ ଅଧିକ ଖାଇବାକୁ ଭଲ ଲାଗିଥାଏ?

ଉତ୍ତର-ଢ଼ୋକଲା ।

୫. ଏମିତି କେଉଁ କୋଟ ଅଛି ଯାହାକୁ ଆମେ ପିନ୍ଧି ପାରିବା ନାହିଁ?

ଉତ୍ତର-ପଠାନ କୋଟ ।

୬. କେଉଁ ଦେଶ ରେ ବରଫ ରୁ ବିଜୁଳି ପ୍ରସ୍ତୁତ କରାଯାଇଥାଏ?

ଉତ୍ତର-ଆମେରିକା ।

୭. ଭାରତ ର କେଉଁ କ୍ରିକେଟର ଜଣେ ଆଇ. ଏ. ଏସ ଅଟନ୍ତି?

ଉତ୍ତର-ଅମୟ ଖୁରାସିୟା ।

୮. ଲିଫ୍ଟକୁ ଓଡ଼ିଆ ରେ କଣ କୁହାଯାଏ?

ଉତ୍ତର-ଉତ୍ତରଣ ସାଧନ ।

୯. କେଉଁ ଜୀଵ ର ଶରୀର ରେ ସବୁଠାରୁ କମ ହାଡ଼ ରହିଥାଏ?

ଉତ୍ତର-ମୂଷାର ।

୧୦. ଆଫଗାନିସ୍ତାନ ର ରାଜଧାନୀ ର ନାମ କଣ?

ଉତ୍ତର-କାବୁଲ ।

୧୧. ଭାରତ ର ସମ୍ବିଧାନ ତିଆରି କରିବା ପାଇଁ କେତେ ସମୟ ଲାଗିଥିଲା?

ଉତ୍ତର-୨ ବର୍ଷ ୧୧ ମାସ ୧୮ ଦିନ ।

୧୨. ଦୁନିଆ ର ସବୁଠାରୁ ଲମ୍ବା କେଶ କେଉଁ ମହିଳାଙ୍କର ଥିଲା?

ଉତ୍ତର-କୁଜଲୀନା ।

୧୩. କେଉଁ ଦେଶ ରେ କୌଣସି ମଧ୍ୟ ରାଷ୍ଟ୍ରପତି ନାହାନ୍ତି?

ଉତ୍ତର-ଫ୍ରାନ୍ସ ଦେଶର ।

୧୪. ଭାରତ ରେ ୨୫ ପଇସା କେବେ ଠାରୁ ପ୍ରଚଳନ ବନ୍ଦ ହୋଇଥିଲା?

ଉତ୍ତର-୨୯ ଜୁନ ୨୦୦୫ ରେ ।

୧୫. ମନୁଷ୍ୟ ଶରୀରର କେଉଁଅଙ୍ଗ ପୁରା ଜୀବନ ସାରା ବଢୁଥାଏ?

ଉତ୍ତର-ଆମର କେଶ ।

୧୬. କେଉଁ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରୁ କରୁ ମୃ-ତ୍ୟୁ ବରଣ କରିଥିଲେ?

ଉତ୍ତର-ଶମଶେର ସିଂହ ।

୧୭. କେଉଁ ଜିନିଷ କୁ ଖାଇବା ଦ୍ୱାରା ଆମର ଓଜନ ବଢିଥାଏ?

ଉତ୍ତର-ବାଦାମ ।

୧୮. କେଉଁ ଫୁଲ କେବଳ ୧୨ ବର୍ଷ ରେ ଥରେ ଫୁଟିଥାଏ?

ଉତ୍ତର-ନୀଳ କୁରିଂଜି ।

୧୯. ଭାରତ ର ସବୁଠାରୁ ଦ୍ରୁତତମ ରେଳ ଗାଡି ଗୋଟିଏ ଘଣ୍ଟା ରେ କେତେ କିଲୋମିଟର ଯାଇଥାଏ?

ଉତ୍ତର -୧୮୦ କିଲୋମିଟର ।

୨୦. କେଉଁ ଦେଶ ରେ ଅନ୍ତିମସତ୍କାର ଦିନ ବ୍ୟାଣ୍ଡ ବାଜା ବଜା ଯାଇଥାଏ?

ଉତ୍ତର-ଘନା ଦେଶ ।

୨୧. ଭାରତ ର ପ୍ରଥମ ସମ୍ବାଦ ପତ୍ର ର ନାମ କଣ ଅଟେ?

ଉତ୍ତର-ମଙ୍ଗଳ ବଜଟ ।

୨୨. କେଉଁ ଦେଶ ର ଲୋକ ମାନେ ସବୁଠାରୁ କମ ମଦ ପିଇଥାନ୍ତି?

ଉତ୍ତର-ଫିଜି ଦେଶ ରେ ।

୨୩. କେଉଁ ଜୀଵ ର ଆଖି ରେ ତିନୋଟି ପଲକ ରହିଛି?

ଉତ୍ତର-ଓଟ ।

୨୪. ଭାରତ ର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ଲୋକ ରହୁଛନ୍ତି?

ଉତ୍ତର-ଉତ୍ତର ପ୍ରଦେଶରେ ।

୨୫. ତାହା କଣ ଯାହା ଏକ ଝିଅ ର ନାମ, ଏକ ଫିଲ୍ମର ନାମ, ଏକ ଔଷଧର ନାମ ଓ ଏକ ଗଛର ନାମ?

ଉତ୍ତର-ତୁଳସୀ ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।