Priyanka Chopra ଙ୍କ 5 ସବୁଠୁ ଖରାପ ଫିଲ୍ମ ଯେଉଁଥିରେ ସେ ପାର କଲେ ସବୁ ସୀମା

ବଲିଉଡ କୁଇନ ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ବହୁତ ଥର ପ୍ରିୟଙ୍କା ଚୋପ୍ରା ନିଜର ଡ୍ରେସିଂ ଷ୍ଟାଇଲ କୁ ନେଇ ଟ୍ରୋଲ ହୋଇଛନ୍ତି । ଆଜି କାଲି ପ୍ରିୟଙ୍କା ଚୋପ୍ରା ଙ୍କ ନାମ ମଧ୍ୟ ଡ୍ରଗ ମାମଲାରେ ଉଠାଯାଇଛି । ଏହା ସହିତ ପ୍ରିୟଙ୍କା ଚୋପ୍ରା ଙ୍କ କିଛି ଫିଲ୍ମ ମଧ୍ୟ ଲୋକଙ୍କ ଆଖି ସାମ୍ନାକୁ ଆସିଛି । ଯୋଉଥିରେ ପ୍ରିୟଙ୍କା ଚୋପ୍ରା ନିଜର ବୋଲ୍ଡ ସିନ ପାଇଁ ମଧ୍ୟ ଟ୍ରୋଲ ହୋଇଛନ୍ତି ।

ହଲିଉଡ ଏବଂ ବଲିଉଡ ରେ ଫେମସ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ବୋଲ୍ଡ ସିନ କୁ ନେଇ ଲାଇମ ଲାଇଟ ର ଶିକାର ହୋଇଛନ୍ତି । ଆଜି ଆମେ ଆପଣଙ୍କୁ ପ୍ରିୟଙ୍କା ଚୋପ୍ରା ଙ୍କ ଏହି ଫିଲ୍ମ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

କ୍ୱାନ୍ତିକୋକା

ଏହି ସିରିଜ ନେଟଫ୍ଲିକ୍ସ ରେ ରିଲିଜ ହୋଇଥିଲା । ଏଥିରେ ପ୍ରିୟଙ୍କା ତାଙ୍କର ପାର୍ଟନର ଙ୍କ ସହିତ ବହୁତ ଖରାପ ସିନ କରିଛନ୍ତି । ଯେଉଁଥିପାଇଁ ପ୍ରିୟଙ୍କା ବହୁତ ଚର୍ଚ୍ଚାରେ ରହିଥିଲେ । ଏହି ସିରିଜ ରେ ପ୍ରିୟଙ୍କା ଙ୍କ ଅଭିନୟର ମଧ୍ୟ ବହୁତ ପ୍ରଶଂସା କରାଯାଇଥିଲା ।

ବେ ୱାଚ

ଏହା ପ୍ରିୟଙ୍କା ଚୋପ୍ରା ଙ୍କ ହଲିଉଡ ରେ ପ୍ରଥମ ଫିଲ୍ମ ଅଟେ । ଏବଂ ବିବାହ ପରେ ଏହି ଫିଲ୍ମ ର ବୋଲ୍ଡ ସିନ କୁ ହେଇ ବହୁତ ଚର୍ଚ୍ଚାରେ ରହିଥିଲେ ପ୍ରିୟଙ୍କା । ଏହି ଫିଲ୍ମ ର ସଫଳତା ପରେ ଏହା ଇଣ୍ଡିଆ ରେ ମଧ୍ୟ ରିଲିଜ ହେବାର ପ୍ରଶ୍ନ ଉଠିଥିଲା କିନ୍ତୁ ପ୍ରିୟଙ୍କା ଚୋପ୍ରା ଏହି ଫିଲ୍ମ କୁ ଛୁଆମାନଙ୍କୁ ଦେଖାଇବାକୁ ସିଧା ମନା କରିଥିଲେ ।

ଫ୍ୟାସନ

ଏହି ଫିଲ୍ମ ବହୁତ ହିଟ ଫିଲ୍ମ ଅଟେ । ପ୍ରିୟଙ୍କା ଏହି ଫିଲ୍ମ ରେ ମଧ୍ୟ ବହୁତ ବୋଲ୍ଡ ସିନ ଦେଇଛନ୍ତି । ନିଜ କୋ ଆକ୍ଟର ଙ୍କ ସହିତ ବହୁତ ଗୁଡେ ବେଡ଼ ସିନ ଦେଇଥିଲେ । ଏହି ଫିଲ୍ମ ପରେ ପ୍ରିୟଙ୍କା ଙ୍କୁ ବଲିଉଡ ରେ ବହୁତ ଲାଇମ ଲାଇଟ ମିଳିଥିଲା ।

ଅଗ୍ନିପଥ

ଏହି ଫିଲ୍ମ ରେ ପ୍ରିୟଙ୍କା ନିଜ କୋ ଷ୍ଟାର ଙ୍କ ସହିତ ବହୁତ ଇନ୍ଟିମେଟ ସିନ କରିଥିଲେ । ପ୍ରିୟଙ୍କା ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ଦିୱାନା ମଧ୍ୟ କରିଥିଲେ । ତାଙ୍କର ଏହି ଫିଲ୍ମ ପରେ ସମସ୍ତେ ତାଙ୍କ ଫ୍ୟାନ ହୋଇଥିଲେ । ପ୍ରିୟଙ୍କା ଙ୍କ ଏହି ଫିଲ୍ମ ବହୁତ ବେଶି ଚର୍ଚ୍ଚାରେ ରହିଥିଲା ।

ଏତରାଜ

ଏହି ଫିଲ୍ମ ଟି ପ୍ରିୟଙ୍କା ଙ୍କ ବୋଲ୍ଡନେସ ଦେଖି ସମସ୍ତେ ତାଙ୍କ ଦିୱାନା ହୋଇଥିଲେ କାରଣ ସେତେବେଳେ ପ୍ରିୟଙ୍କା ନୂଆ କରି ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆସିଥିଲେ । ଏହି ଫିଲ୍ମ ରେ ପ୍ରିୟଙ୍କା ଚୋପ୍ରା ବହୁତ ବୋଲ୍ଡ ସିନ କରିଛନ୍ତି । ଯାହା ପରେ ବଲିଉଡ ରେ ତାଙ୍କୁ ବୋଲ୍ଡ ଆକ୍ଟ୍ରେସ ମଧ୍ୟ କୁହାଯାଉଥିଲା ।

ତେବେ ପ୍ରିୟଙ୍କା ଚୋପ୍ରା ଙ୍କ କେଉଁ ଫିଲ୍ମ ଆପଣଙ୍କ ପସନ୍ଦ ଆମକୁ କମ୍ମେନ୍ଟ ରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।