bollywood ରେ ରାଜ କରୁଥିବା ଏହି 5 Top ହିରୋଇନ ନିଜର ଗୋଟିଏ ଭୁଲ ପାଇଁ ହେଇଗଲେ ବର୍ବାଦ, 1ନଂ ସମସ୍ତଙ୍କ ଫେବରେଟ

ବଲିଉଡ ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ପରିବାର ଲୋକ ଙ୍କ ସହମତି ବିରୁଦ୍ଧରେ ଯାଇ ବଲିଉଡ ରେ ପାଦ ଦେଇଛନ୍ତି । ଏମାନଙ୍କ ଭିତରୁ କିଛି ଅଭିନେତ୍ରୀ ଢେର ସଫଳତା ପାଇଥିଲେ ବି କିଛି ଏମିତି ଅଛନ୍ତି ଯେଉଁମାନେ ନିଜ କ୍ୟାରିଅର ର ଆରମ୍ଭ ରେ ଖୁବ ସଫଳତା ପାଇଥିଲେ ବି ବଲିଉଡ ରେ ବେଶୀ ସମୟ ଯାଏ ତିଷ୍ଟି ପାରି ନାହାନ୍ତି । ଆସନ୍ତୁ ଦେଖିବା କିଏ କିଏ ଅଛନ୍ତି ଏହି ତାଲିକାରେ ।

ନଂ.୧- କରିସ୍ମା କପୁର

୯୦ ଦଶକର ସଫଳ ଅଭିନେତ୍ରୀ କରିସ୍ମା କପୁର ନିଜ ସମୟରେ “ହୀରୋ ନଂ ୱାନ” ଓ “ରାଜା ହିନ୍ଦୁସ୍ତାନୀ” ପରି କେତେ ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ । ‌ କିନ୍ତୁ କରିସ୍ମାଙ୍କ ଘର ଲୋକ ଚାହୁଁ ନ ଥିଲେ କି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିଅର ବନାନ୍ତୁ ବୋଲି ।

କିନ୍ତୁ କରିସ୍ମା ନିଜ ଜିଦିରେ କାହା କଥା ନ ଶୁଣି ଫିଲ୍ମରେ ନିଜ କ୍ୟାରିଅର ଗଢିବା ପାଇଁ ପାଠପଢ଼ା ମଧ୍ୟ ଛାଡି ଦେଇଥିଲେ । ଯାହା ଦ୍ୱାରା ସେ କିଛି ଟା ସଫଳ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ କରିସ୍ମା ଙ୍କ ର ଫିଲ୍ମି କ୍ୟାରିଅର ଆଜି ଏକଦମ ଶେଷ ହୋଇ ଯାଇଛି ।

ନଂ.୨- ମନୀଷା କୋଇରାଲା

“ବଡି ମୁସ୍କିଲ ବାବା ବଡି ମୁସ୍କିଲ” ପରି ସୁପରହିଟ୍ ଗୀତ ରେ ଦର୍ଶକଙ୍କ ମନରେ ନିଜର ଖାସ ଜାଗା ବନାଇଥିବା ଅଭିନେତ୍ରୀ ମନୀଷା କୋଇରାଲା ମଧ୍ୟ ଧୀରେ ଧୀରେ ବଲିଉଡ ରୁ ଉଭାନ ହୋଇଯାଇଛନ୍ତି । କାରଣ ସେ ଦର୍ଶକଙ୍କ ହୃଦୟରେ ନିଜ ଜାଗା ବନେଇ ରଖିବା ପାଇଁ କିଛି ଖାସ କମାଲ କରି ପାରି ନ ଥିଲେ । ମନୀଷା ଅଭିନୟ ର ନୁହେଁ, ଫିଲ୍ମ ତିଆରି କରିବାର ଡିଗ୍ରୀ ହାସଲ କରିଥିଲେ । ସେଥିପାଇଁ ତାଙ୍କ ଘର ଲୋକ ଚାହୁଁଥିଲେ କି ସେ ଅଭିନୟ ନ କରି ଫିଲ୍ମ ତିଆରି କାମ କରନ୍ତୁ । କିନ୍ତୁ ସେ କାହାରି କଥା ନ ଶୁଣି ଅଭିନୟରେ କ୍ୟାରିଅର କରିବାକୁ ଚାହିଁଥିଲେ । ତାଙ୍କର ଏହି ଭୁଲ ନିଷ୍ପତି ତାଙ୍କୁ ବହୁତ ଭାରି ପଡିଥିଲା ।

ନଂ.୩- ମଲାଇକା ଅରୋରା

“ଦବଙ୍ଗ” ଓ “ହାଉସଫୁଲ” ପରି ଫିଲ୍ମରେ ଆଇଟମ ଗାର୍ଲ ହୋଇ ନଜର ଆସିଥିବା ମଲାଇକା ଅରୋରା ଏବେ ରିୟାଲିଟି ଶୋ କରୁଥିବାର ଦେଖା ଯାଇଛି । ତାଙ୍କ ପିତା ଅନିଲ୍ ଅରୋରା ଚାହୁଁଥିଲେ କି ମଲାଇକା ଆକାଉଣ୍ଟାଣ୍ଟ ଭାବେ କ୍ୟାରିଅର ଗଢନ୍ତୁ ସେଥିପାଇଁ ସେ ତାଙ୍କୁ ବାଣିଜ୍ୟ ବିଭାଗରେ ପାଠ ପଢାଇଥିଲେ । କିନ୍ତୁ ସେ କାହାରି ନ ଶୁଣି ଫିଲ୍ମ ଦୁନିଆରେ ପାଦ ରଖିଥିଲେ ଓ ଖାସ ସଫଳ ମଧ୍ୟ ହେଇ ନାହାନ୍ତି ।

ନଂ.୪- ଅମିଶା ପଟେଲ

୨୦୦୦ ମସିହାରେ ଆସିଥିବା ଫିଲ୍ମ “କହୋନା ପ୍ୟାର୍ ହେ” ରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ଅମିଶା ପଟେଲ, “ଗଦ୍ଦାର” ଓ “ହମରାଜ୍” ପରି ସୁପରହିଟ୍ ଫିଲ୍ମ ରେ କାମ କରି ନାମ କମେଇଥିଲେ । କିନ୍ତୁ ତାଙ୍କର ଅଧିକ ଫିଲ୍ମ ଫ୍ଲପ୍ ହୋଇଥିଲା । ଅମିଶା ଅଭିନୟର କିଛି ବି ଡିଗ୍ରୀ ହାସଲ କରି ନ ଥିଲେ । ସେ ଆମେରିକାରୁ ବାଣିଜ୍ୟ ବିଭାଗରେ ନିଜ ପାଠପଢା ଶେଷ କରିଥିଲେ । ସେଥିପାଇଁ ସେ ଏହି କ୍ଷେତ୍ରରେ କ୍ୟାରିଅର ବନାନ୍ତୁ ବୋଲି ତାଙ୍କ ପରିବାର ଚାହୁଁଥିଲେ । କିନ୍ତୁ ସେ କାହା କଥା ନ ମାନି ବଲିଉଡ ରେ ପାଦ ଦେଇ ନିଜ କ୍ୟାରିଅର ଖରାପ କରିଥିଲେ ।

ନଂ.୫- ମହିମା ଚୌଧୁରୀ

ମହିମା ଚୌଧୁରୀ ନିଜ କ୍ୟାରିଅର ଆରମ୍ଭରେ “ପରଦେଶ୍” ଓ “ଦିଲ୍ ହେ ତୁମହାର” ପରି କେତେ ସଫଳ ଫିଲ୍ମ୍ ରେ କାମ କରିଛନ୍ତି । ସେ ଯେତେବେଳେ ଜଣେ ସଫଳ ଅଭିନେତ୍ରୀ ଥିଲେ ସେତେବେଳେ ନିଜ ଘର ଲୋକଙ୍କୁ ଛାଡ଼ି ଏକା ରହିବାକୁ ଆରମ୍ଭ କଲେ । କାରଣ ସେ ଚାହୁଁଥିଲେ ନିଜ କ୍ୟାରିଅର ରେ ବହୁତ ଆଗକୁ ଯିବାକୁ । କିନ୍ତୁ ଏଥିରେ ଅସଫଳ ହୋଇ ତାଙ୍କ ଫିଲ୍ମ୍ କ୍ୟାରିଅର ଶେଷ ହୋଇଗଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।