ବ୍ରେକଅପ ର ତିନ ବର୍ଷ ପରେ ପୁଣି ପାଖାପାଖି ହେଲେ କଟରିନା – ରଣବୀର କପୁର, ଭିଡିଓ ଦେଖି ରାଗି ପାରନ୍ତି ଆଲିଆ, ଦେଖନ୍ତୁ

ବଲୀଉଡରେ ରୂପଲୋଭୀ ଅଭିନେତାମାନଙ୍କ ଲିସ୍ଟରେ ରଣବୀର କପୁରଙ୍କ ନାମ ନମ୍ବର ୧ ରେ ଆସିଥାଏ । ରଣବୀର କପୁର ନିଜର କ୍ୟାରିୟରରେ ସେହି ସମସ୍ତ ଅଭିନେତ୍ରୀଙ୍କ ସହ ଅଫେୟାର କରିଛନ୍ତି, ଯେଉଁମାନଙ୍କ ସହିତ ସେ ଫିଲ୍ମ କରିଛନ୍ତି । ବର୍ତ୍ତମାନ ସମୟରେ ରଣବୀର କପୁର ଆଲିୟା ଭଟ୍ଟଙ୍କୁ ଡେଟ କରୁଛନ୍ତି । କିନ୍ତୁ ଆଲିୟା ଭଟ୍ଟଙ୍କ ପୁର୍ବରୁ ସେ କଟରିନାଙ୍କୁ ଡେଟ କରୁଥିଲେ । କହିବାକୁ ଗଲେ କଟରିନା କୈଫଙ୍କ ସହ ରଣବୀର କପୁରଙ୍କର ବ୍ରେକଅପ ୩ ବର୍ଷ ପୁର୍ବେ

ହୋଇ ଯାଇଥିଲା, କିନ୍ତୁ ପୁଣି ଥରେ ଏହି ଯୋଡି ଚର୍ଚାରେ ଅଛି । ବ୍ରେଅକପ ପରେ ଦୁଇ ଜଣ ପରସ୍ପର ସହିତ କଥାବାର୍ତ୍ତା ବି କରୁ ନ ଥିଲେ । କିନ୍ତୁ ପୁଣି ଥରେ ଦୁଇ ଜଣ ଏକା ସହିତ କାମ କରିବା ପାଇଁ ନିଷ୍ପତି ନେଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

୩ ବର୍ଷ ପରେ ଏକା ସହିତ ନଜର ଆସିଲେ କଟରିନା ଓ ରଣବୀର କପୁର

ବ୍ରେକଅପର ତିନି ବର୍ଷ ପରେ କଟରିନା ଓ ରଣବୀରଙ୍କୁ ଏକ ବିଜ୍ଞାପନରେ ଏକା ସହିତ ଦେଖା ଯାଇଛି । ଯେଉଁଥିରେ ବାଦଶାହ ବି ନଜର ଆସିବେ । ଏହି ବିଜ୍ଞାପନ ଏକ ମୋବାଇଲର ବିଜ୍ଞାପନ ଅଟେ । କହିବାକୁ ଗଲେ ୩ ବର୍ଷ ପରେ ଦୁଇ ଜଣ ଏକା ସହିତ କାମ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକି ସେମାନଙ୍କର ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର ଅଟେ ।

ସମ୍ପର୍କ ଭାଙ୍ଗିବା ପରେ ଭାଙ୍ଗି ପଡିଥିଲେ କଟରିନା

ବର୍ତ୍ତମାନ ହିଁ କଟରିନା କୈଫ ରଣବୀର କପୁରଙ୍କ ସହିତ ନିଜର ସମ୍ପର୍କକୁ ନେଇ ଚର୍ଚ୍ଚା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ସେହି ଲୋକମାନଙ୍କର ଇଜ୍ଜତ କରିବା ଉଚିତ, ଯାହାଙ୍କ ସହିତ ଆମେ କିଛି ସମୟ ପାଇଁ ବି ସମୟ ବିତାଇଛୁ ଓ ରଣବୀର କପୁରଙ୍କ ସହିତ ମୁଁ ବହୁତ ସମୟ ବିତାଇଛି । ଯେଉଁ କାରଣରୁ ମୁଁ ତାଙ୍କର ଇଜ୍ଜତ କରେ, କିନ୍ତୁ ବ୍ରେକଅପ ପରେ ମୁଁ ବହୁତ ଭାଙ୍ଗି ପଡିଥିଲି ।

କଟରିନା କୈଫ ଆଗକୁ କହିଲେ କି ତାହା ଏକ ଅଲଗା ସମୟ ଥିଲା ଓ ବର୍ତ୍ତମାନ ଏକ ଅଲଗା ସମୟ ଅଟେ । କହିଦେଉଛୁ କି ରଣବୀରଙ୍କ ସହିତ ବ୍ରେକଅପ ପରେ କଟରିନା ବହୁତ ଭାଙ୍ଗି ପଡିଥିଲେ ଓ ବହୁତ ନିରାଶ ବି ହୋଇଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।