ଶ୍ମଶାନରେ ଜଳିବାର ଥିଲା ଶବ, ଘରେ ଦେଖଗଲା ସାପ ଯୋଡିଙ୍କର ନାଚିବାର, ଆଉ ତା ପରେ… !

ଏହିଭଳି ଆଶ୍ଚର୍ଯ୍ୟକର ମାମଲା ରାଜସ୍ଥାନର ଭରତପୁରରୁ ସାମ୍ନାକୁ ଆସୁଛି । ଏଠି ଏକ ଏମିତି ଚମତ୍କାର ହୋଇଛି ଯାହାକୁ ଦେଖି ପୁରା ଅଞ୍ଚଳରେ ଭୟାଭୟ ପରିସ୍ଥିତି ଉତ୍ପନ୍ନ ହୋଇ ଯାଇଛି । କଣ ଆପଣ କେବେ ଶୁଣିଛନ୍ତି କି ଜଣେ ବ୍ୟକ୍ତିକୁ ବିଷଧର ସାପ କାମୁଡି ଦେଇଛି ଓ ଯାହାକୁ ଡାକ୍ତରମାନେ ମୃତ ଘୋଷିତ ବି କରି ଦେଇଛନ୍ତି, କିନ୍ତୁ ସେହି ମନୁଷ୍ୟ ଅଚାନକ ଜୀବିତ ହୋଇଯାଇଛି । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଏହିଭଳି ହିଁ ହୋଇଛି ।

ଜାଣନ୍ତୁ କେମତି ହେଲା ଏହି ଚମତ୍କାର

ମିଡିଆ ରିପୋର୍ଟ ଅନୁସାରେ, ଏହି ମାମଲା ରାଜସ୍ଥାନ ର ଭରତପୁର ଜିଲ୍ଲାର ଶୀତଲା କଲୋନୀର ଅଟେ । ଯେଉଁଠି ୨୧ ବର୍ଷର ଏକ ମହିଳା ଯାହାର ନାମ ଶ୍ଵେତା ଅଟେ, ସେ ସବୁଦିନ ଭଳି ସକାଳ ସମୟରେ ଘର କାମରେ ଲାଗିଥିଲା କି ସେହି ସମୟରେ ଅଚାନକ ତାକୁ ଏକ ବିଷଧର ସାପ କାମୁଡି ଦେଲା ।

ଏହା ପରେ ପରିଜନମାନେ ତାଙ୍କୁ ସଙ୍ଗେ ସଙ୍ଗେ ଭରତପୁର ଆରବିଏମ ଚିକିତ୍ସାଳୟକୁ ନେଇଗଲେ, ଯେଉଁଠି ପହଞ୍ଚି ଡାକ୍ତରମାନେ ଶ୍ଵେତାକୁ ମୃତ ଘୋଷିତ କରିଦେଲେ । ଶ୍ଵେତାର ମୁର୍ତ୍ୟୁର ଖବର ଶୁଣି ପରିଜନମାନେ ଦୁଃଖରେ ଭାଙ୍ଗି ପଡିଲେ ଓ ତାହର ଅନ୍ତିମ ସଂସ୍କାର ପାଇଁ ତାକୁ ଶ୍ମଶାନ ନେଇଗଲେ ।

ଶ୍ମଶାନରେ ଯେମିତି ହିଁ ଶ୍ଵେତାର ଅନ୍ତିମ ସଂସ୍କାର କରାଗଲା ତେବେ ପରିଜନଙ୍କୁ ଘରୁ ଫୋନ ଆସିଲା କି ଘର ଭିତରେ ନାଗ – ନାଗୁଣୀର ଏକ ଯୋଡା ନାଚୁଛି । ଏହା ପରେ ଅଚାନକ ଶ୍ଵେତାର ନିଶ୍ଵାସ ଚାଲିବାକୁ ଲାଗିଲା ଓ ସେ ଛିଡା ହୋଇଗଲା । ଶ୍ଵେତାକୁ ଜୀବିତ ଦେଖି ପ୍ରଥେମ ତ ପରିଜନମାନେ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ପରେ ସେମାନଙ୍କର ଖୁସିର ଠିକଣା ରହିଲା ନାହିଁ ।

ଶ୍ଵେତାକୁ ଘରକୁ ନେଇ ଆସିଲେ ଓ ତାକୁ ଦେଖିବା ପାଇଁ ଆଖପାଖର ଲୋକମାନଙ୍କର ଭିଡ ଲାଗିଲା । ଏହାକୁ ସମସ୍ତେ ଚମତ୍କାର ବୋଲି କହୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।