ପଦ୍ମାବତରେ ଖିଲଜୀର ଭୟଙ୍କର ରୋଲକୁ ଏହି ସୁପରଷ୍ଟାର କରିଥିଲେ ରିଜେକ୍ଟ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ କିଏ

ଯେମିତି କି ଆମେ ସମସ୍ତେ ଜାଣିଛୁ କି ସଞ୍ଜୟ ଭଂସାଲୀଙ୍କର ଫିଲ୍ମ ‘ପଦ୍ମାବତ’ ବହୁତ ବିବାଦ ପରେ ରିଲିଜ ହୋଇଥିଲା । ଯିଏ ବି ଫିଲ୍ମ ଦେଖିଛନ୍ତି ସେ ଦୀପିକା ପାଦୁକୋନ, ରଣବୀର ସିଂହ ଓ ଶାହିଦ କପୁରଙ୍କ କାମକୁ ପ୍ରଶଂସା କରିଛନ୍ତି । ଯେମିତି କି ଆପଣ ସମସ୍ତେ ଦେଖିଛନ୍ତି କି ଫିଲ୍ମ ‘ପଦ୍ମାବତ’ରେ ଅଲାଉଦ୍ଦୀନ ଖିଲଜୀର ଅଭିନୟ ରଣବୀର ସିଂହ କରିଥିଲେ ଓ ଶାହିଦ କପୁର ‘ରାଜା ରତ୍ନ ସିଂହ ରାୱଲ’ଙ୍କର ଅଭିନୟ କରିଥିଲେ ।

ଅନ୍ୟ ପଟେ ଦୀପିକା ପାଦୁକୋନ ମହାରାଣୀ ପଦ୍ମାୱତୀ ର ଅଭିନୟ କରିଥିଲେ । କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ ଅଲାଉଦ୍ଦୀନ ଖିଲଜୀର ରୋଲକୁ ବଲୀଉଡର ସବୁଠୁ ବଡ ଅଭିନେତାକୁ ପ୍ରଥମେ ଅଫର ମିଳିଥିଲା କିନ୍ତୁ କିଛି କାରଣରୁ ଏହି ରୋଲକୁ ସେ ମନା କରିଦେଲେ ।

ଖିଲଜୀ ହେବା ପାଇଁ ଏହି ଅଭିନେତା କରିଲେ ମନା

କହିଦେଉଛୁ କି ଫିଲ୍ମ ‘ପଦ୍ମାୱତ’ ରେ ‘ଅଲାଉଦ୍ଦୀନ ଖିଲଜୀ’ଙ୍କର ରୋଲ ସର୍ବ ପ୍ରଥମେ ଶାହରୁଖ ଖାନଙ୍କୁ ମିଳିଥିଲା । କିନ୍ତୁ ଶାହରୁଖ ଏହି ରୋଲକୁ ମନା କରି ଦେଇଥିଲେ । ରିପୋର୍ଟ ଅନୁସାରେ ଶାହରୁଖଙ୍କୁ ଏହି କଥା ବିଷୟରେ ଅନ୍ଦାଜ ଲାଗି ଯାଇଥିଲା କି ଖିଲଜୀର ରୋଲକୁ ନେଇ ହଙ୍ଗାମା ହୋଇପାରେ ।

ଏହା ଛଡା ଫିଲ୍ମ ‘ରଈଜ’ରେ ବି ସେ ନକରାତ୍ମକ ଭୂମିକା ପ୍ଲେ କରି ସାରିଛନ୍ତି ଯାହାକୁ ଦର୍ଶକମାନେ ଖାସ ପସନ୍ଦ କରିଲେ ନାହିଁ । ସେଥିପାଇଁ ସେ ଖିଲଜୀର ଚରିତ୍ରକୁ ନେଇ ଡରି ଯାଇଥିଲେ । ସେଥିପାଇଁ ସେ ଖିଲଜୀର ରୋଲକୁ କରିବା ପାଇଁ ମନା କରି ଦେଇଥିଲେ ।

ଏହା ବି ଅଟେ କାରଣ

ଅନ୍ୟ ଏକ ରିପୋର୍ଟ ଅନୁସାରେ ଶାହରୁଖ ଏହି ଫିଲ୍ମ କରିବା ପାଇଁ ୯୦ କୋଟି ଟଙ୍କା ଡିମାଣ୍ଡ କରିଥିଲେ । ଯେତିକି ଟଙ୍କା ସେ ମାଗିଥିଲେ ତାହା ପୁରା ଫିଲ୍ମର ବଜେଟର ଅଧା ଥିଲା । ନିଜ ମନ ମୁତାବିକ ଫିସ ନ ମିଳିବାରୁ ଶାହରୁଖ ଏହି ଫିଲ୍ମକୁ ଛାଡି ଦେଲେ ଓ ରଣବୀର ସିଂହଙ୍କୁ ସାଇନ କରି ନିଆଗଲା । ଏହା କହିବା ଭୁଲ ହେବ ନାହିଁ କି ଏହି ଫିଲ୍ମକୁ ହିଟ କରିବା ପାଇଁ ରଣବୀର ସିଂହଙ୍କର ବହୁତ ବଡ ଭୂମିକା ଅଛି ।

ଏହି ଯୋଡିକୁ କରିବାକୁ ଚାହୁଁଥିଲେ କାସ୍ଟ

ଡାୟରେକ୍ଟର ସଞ୍ଜୟ ଲୀଲା ଭଂସାଲୀଙ୍କ ପାଇଁ ଏହି ଫିଲ୍ମ ଏକ ଡ୍ରୀମ ପ୍ରୋଜେକ୍ଟ ଥିଲା । ଏହି ଫିଲ୍ମର କାସ୍ଟିଂଗ ପାଇଁ ସଞ୍ଜୟ ବହୁତ ପରିଶ୍ରମ ବି କରିଥିଲେ । ପ୍ରଥମେ ତାଙ୍କର ଇଚ୍ଛା ଥିଲା କି ଫିଲ୍ମ ‘ପଦ୍ମାୱତ’ ସେ ସଲମାନ ଖାନ ଓ ଐଶ୍ୱର୍ୟା ରାୟଙ୍କୁ ନେଇ ତିଆରି କରିବେ । କିନ୍ତୁ ଐଶ୍ୱର୍ୟା ମନା କରିଦେଲେ କାରଣ ସେ ସଲମାନଙ୍କ ସହିତ ସ୍କ୍ରୀନ ଶେୟାର କରିବାକୁ ଚାହୁଁ ନ ଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।