ଇଂଟୀମେଟ SCENE ଶୁଟ କରିବା ସମୟରେ କନ୍ଟ୍ରୋଲ ହରାଇ ବସିଥିଲେ ଏହି ଷ୍ଟାରମାନେ, ଡାୟରେକ୍ଟର CUT କହିଦେଲେ ତଥାପି ଅଟକିଲେ ନାହିଁ

ଯେତେବେଳେ ଫିଲ୍ମ ଶୁଟିଙ୍ଗ ହୋଇଥାଏ, ତେବେ ଫିଲ୍ମଟି ଡାୟରେକ୍ଟର ଉପରେ ନିର୍ଭର କରିଥାଏ କାରଣ ଫିଲ୍ମର କେଉଁ ସିନଟି ସମସ୍ତଙ୍କୁ ଭଲ ଲାଗିବ ଓ କେଉଁ ସିନଟି ଖରାପ ଲାଗିବ ଏହାର ନିଷ୍ପତି ସେହି ହିଁ ନେଇଥାନ୍ତି । ଡାୟରେକ୍ଟର ହିଁ କଟ କହି ସିନକୁ ସମାପ୍ତ କରିଥାଏ । ଅନ୍ୟ ପଟେ କିଛି ଫିଲ୍ମ ଏମିତି ବି ଅଛି, ଯେଉଁଥିରେ ଷ୍ଟାରମାନେ ଇଂଟୀମେଟ ସିନ କରିବା ସମୟରେ ଏତେ ହଜି ଯାଆନ୍ତି କି ଡାୟରେକ୍ଟରଙ୍କର ବାରମ୍ବାର କଟ କହିବା ସତ୍ତ୍ୱେ ବି ଅଟକି ନ ଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ଷ୍ଟାରମାନଙ୍କ ବିଷୟରେ ।

ମାଧୁରୀ ଦୀକ୍ଷିତ ଓ ବିନୋଦ ଖନ୍ନା

ବର୍ଷ ୧୯୮୧ରେ ଆସିଥିବା ଫିଲ୍ମ ‘ଦୟାବାନ’ରେ ମାଧୁରୀ ଦୀକ୍ଷିତ ଓ ବିନୋଦ ଖନ୍ନାଙ୍କୁ ଏକ ଇଂଟିମେଟ ସିନ କରିବାର ଥିଲା । ସିନରେ ମାଧୁରୀଙ୍କୁ କିସ କରିବା ସମୟରେ ବିନୋଦ ଖନ୍ନା ଏତେ ହଜି ଯାଇଥିଲେ କି ଡାୟରେକ୍ଟର ଫିରୋଜ ଖାନଙ୍କର କଟ କହିବା ସତ୍ତ୍ୱେ ବି ତାଙ୍କୁ ଶୁଣା ଯାଇ ନ ଥିଲା । ଆପଣଙ୍କୁ କହିଦେଉଛୁ କି ଏହି ସିନ ପରେ ମାଧୁରୀ ବିନୋଦ ଖନ୍ନାଙ୍କ ଉପରେ ରାଗି ଯାଇଥିଲେ ।  ଏହା ମାଧୁରୀଙ୍କର କ୍ୟାରିୟରର ପ୍ରଥମ ଓ ଶେଷ କିସିଙ୍ଗ ସିନ ବି ଥିଲା ।

ରୁସଲାନ ମୁମତାଜ଼ ଓ ଚେତନା

ଫିଲ୍ମ ‘ଆଇ ଡୋଂଟ ଲବ ୟୁ’ ରେ ରୁସଲାନ ମୁମତାଜ଼ ଓ ଚେତନା ଫିଲ୍ମର ଶୁଟିଙ୍ଗ ସମୟରେ ଏକ କିସିଙ୍ଗ ସିନରେ ଏତେ ହଜି ଯାଇଥିଲେ କି ଡାୟରେକ୍ଟର ଦ୍ୱାରା କଟ କହିବା ସତ୍ତ୍ୱେ ବି ସେ ଶୁଣିଲେ ନାହିଁ । ଯାହା ପରେ ରୁସଲାନ ଚେତନାଙ୍କୁ କ୍ଷମା ବି ମାଗିଲେ ।

ଜନ ଅବ୍ରାହମ ଓ ବିଦ୍ୟା ବାଲନ

କହିବାକୁ ଗଲେ ଜନ ଅବ୍ରାହମ ଓ ବିଦ୍ୟା ବାଲନଙ୍କର ଫିଲ୍ମ ‘ସଲାମେ ଇସ୍କ’ ପରଦାରେ ଫ୍ଲପ ରହିଲା । କିନ୍ତୁ ସେଥିରେ ଥିବା ଜନ ଅବ୍ରାହମ ଓ ବିଦ୍ୟା ବାଲନଙ୍କର କେମିସ୍ଟ୍ରୀ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ନିଖିଲ ଅଡବାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ସଲାମେ ଇସ୍କ’ ର ଶୁଟିଙ୍ଗ ସମୟରେ ବିଦ୍ୟା ଓ ଜନ ବି ଏକ କିସିଙ୍ଗ ସିନରେ ଏମିତି ହଜି ଯାଇଥିଲେ କି ଡାୟରେକ୍ଟରଙ୍କର କଟ କହିବା ସତ୍ତ୍ୱେ ବି ସେ ଅଟକିଲେ ନାହିଁ ।

ସିଦ୍ଧାର୍ଥ ମଲ୍ହୋତ୍ରା ଓ ଜୈକଲୀନ ଫର୍ନାନ୍ଡିସ

କହିବାକୁ ଗଲେ ଫିଲ୍ମ ‘ଜେଂଟଲମ୍ୟାନ’ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ଫିଲ୍ମରେ ସିଦ୍ଧାର୍ଥ ଓ ଜ୍ୟାକଲୀନଙ୍କର ଏକ କିସିଙ୍ଗ ସିନ ବହୁତ ଚର୍ଚାରେ ବି ଥିଲା । ଏହି ସିନରେ ସେମାନେ ଏତେ ହଜି ଯାଇଥିଲେ କି ଦୁଇ ଜଣ କାହାର କଥା ବି ଶୁଣିଲେ ନାହିଁ । କିନ୍ତୁ ପରେ ଦୁଇ ଜଣ ଡାୟରେକ୍ଟରଙ୍କ ଠାରୁ କ୍ଷମା ବି ମାଗିନେଲେ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।