Amir Khan ଙ୍କ ଫିଲ୍ମ ‘3 Idiot’ ର ମିଲିମିଟର ଏବେ ହେଇ ଯାଇଛି ସେଣ୍ଟିମିଟର, ଯାହାଙ୍କ ଷ୍ଟାଇଲ ଆଗରେ ବଡ ବଡ ହୀରୋ ବି ପଡି ଯାଆନ୍ତି ଫିକା

ବଲିଉଡରେ ଆସିଥିବା କିଛି ଅଭିନେତାଙ୍କୁ ଆପଣ ଦେଖିଥିବେ ସେମାନେ ସବୁ ଏହି ସମୟରେ ବଡ ବଡ ସୁପର ଷ୍ଟାର ହୋଇଗଲେଣି ଏମିତି ଦେଖିବାକୁ ଗଲେ ବଲିଉଡରେ ବହୁତ ଅଛନ୍ତି ।  ୩ ଇଡିଆଟ ଚଳଚିତ୍ର ଆପଣଙ୍କୁ ମନେଥିବ ଓ ୩ ଇଡିଆଟରେ ଅଭିନୟ କରିଥିବା ମିଲିମିଟରଙ୍କୁ ତ ଜାଣିଥିବେ ସେ ଏବେ ବଡ ବଡ ଅଭିନେତାଙ୍କୁ ଟକ୍କର ଦେଉଛି ।

ସେଥିରେ ଅଭିନୟ କରୁଥିବା ପତଳା ଓ ଦୁର୍ବଳ ପିଲା ଯାହାକି ପୁରା ହସ୍ଟେଲ ସବୁ କାମ କରୁଥିଲା ଓ ଯାହାକୁ ବାଇରସର ପୁରା ବକୃତା ମନେ ଥିଲା ଓ ଶେଷରେ ଫାନଖୁଡ ବାଙ୍ଗୁଡୁ ସହିତ ଦେଖା ଯାଇଥିଲା । ସେ ଏହି ଚଳଚିତ୍ରରେ ଛୋଟ ଅଭିନୟ କରି ସେଥିରେ ସେ ଫେମସ ହୋଇଥିଲା ସେ ଏବେ ଆଉ ଛୋଟ ପିଲା ହୋଇନାହିଁ ସେ ଏବେ ବହୁତ ବଡ ହୋଇଗଲାଣି ।

ଚଳଚିତ୍ରରେ ଏହି ଅଭିନୟ କରିଥିବାର ନାମ ହେଉଛି ରାହୁଲ କୁମାର । ରାହୁଲ ସେହି ଚଳଚିତ୍ର ପରେ ସେ ପାଠ ପଢା ସହିତ ଚଳଚିତ୍ର ଜଗତରେ ମଧ୍ୟ କାମ କରୁଥିଲେ । ଏବେ ସେ ବହୁତ ସୁନ୍ଦର ଓ ହାଣ୍ଡସମ ଦେଖା ଯାଉଛନ୍ତି । ଏହି ଚଳଚିତ୍ର ଭାରତରେ ହେଉଥିବା କରବାରକୁ ବଦଳାଇ ଦେଇଥିଲା । ଏହି ଚଳଚିତ୍ର ରାଜକୁମାର ହିରାଣିଙ୍କ ଦ୍ଵାରା ଡିରେକଶନ ହୋଇଥିଲା ।

ଏହି ଚଳଚିତ୍ର ୨୦୦୯ ରେ ବଜାରକୁ ଆସିଥିଲା । ସେହି ସମୟରେ ଚଳଚିତ୍ର ଜଗତରେ ବହୁତ ନାମୀ ଦାମୀ କଳାକାର ଥିଲେ ଓ ସେହି ଚଳଚିତ୍ରରେ ଅମିର ଖାନ ବହୁତ ଭଲ ଅଭିନୟ କରିଥିବା ହେତୁ ଚଳଚିତ୍ରରେ ଖୁବ ପଇସା କମାଇଥିଲେ । ଓ ଲୋକଙ୍କର ମନ ପସନ୍ଦ ବି ହୋଇଥିଲା । ଚଳଚିତ୍ରରେ ସେ କଲେଜରେ ସମସ୍ତଙ୍କର କପଡାକୁ ଆଇରନ କରିବା ଅଭିନୟ କରିବା କୁ ଖୁବ ଭଲ ଭାବରେ ନିଭାଇଥିଲେ ଓ ସମସ୍ତଙ୍କର ମନ ଜିତି ପାରିଥିଲେ ।

ସେହି ଅଭିନୟ ରାହୁଲ ଖୁବ ଭଲ ଭାବରେ ନିଭାଇଥିଲେ । କିନ୍ତୁ ସେ ଏବେ ପୁରା ବଦଳି ଗଲେଣି । ସେ ଯେକୌଣସି ଅଭିନେତା ହୁଅନ୍ତୁ ନା କାହିଁକି ତାଙ୍କୁ ସେ ଷ୍ଟାଇଲରେ ଟକ୍କର ଦେଉଛନ୍ତି । ଯେଉଁ ସମୟରେ ୩ ଇଡିଅଟ ଚଳଚିତ୍ର ବଜାରକୁ ଆସିଥିଲା ତାଙ୍କ ବୟସ ଥିଲା ମାତ୍ର ୧୩ ।

କିନ୍ତୁ ଏବେ ତାଙ୍କୁ ୨୨ ବର୍ଷ ହୋଇଗଲାଣି । ସେ କେତେ ଗୁଡିଏ ଚଳଚିତ୍ର ଓ ସିରିଏଲ ରେ ଛୋଟ ପିଲା ଅଭିନୟ କରି ସାରିଛନ୍ତି ।କିନ୍ତୁ ତାଙ୍କୁ ଅମିର ଖାନଙ୍କ ଚଳଚିତ୍ରରେ କରିଥିବା ଅଭିନୟ ତାଙ୍କୁ ବହୁତ ବଡ ସଫଳତା ଆଣିଦେଲା ଓ ତାଙ୍କର ବହୁତ ନା ହୋଇଥିଲା । ଚଳଚିତ୍ରରେ ତାଙ୍କର ଡାଇଲୋଗ ଥିଲା ମିଲିମିଟର ଆବିକା ସେଣ୍ଟିମିଟର ବନି ଗଲାଣି ।

ରାହୁଲ ଏମିତି ଦେଖା ଯାଇଛନ୍ତି ମଧ୍ୟ କିନ୍ତୁ ତାଙ୍କୁ ସେହିଭଳି ଭଲ ପାଇବା ମିଳିନଥିଲା । କିନ୍ତୁ ସେ କିଛି ଚଳଚିତ୍ର କରିଛନ୍ତି ନାମ ଗୁଡିକ ହେଉଛି ଅମକାର। ଦ ବ୍ଲୁ ଛାତା । ଜିନା ହେ ଥୋକେ ଡାଳ ଭଳି କେତେ ଗୁଡିଏ ଚଳଚିତ୍ର କରିଛନ୍ତି । ରାହୁଲ ତାଙ୍କ ଚେହେରା ସହିତ ତାଙ୍କର ଅଭିନୟ କରିବା ତାରିକା ମଧ୍ୟ ବହୁତ ଭଲ କରି ଦେଲେଣି । ରାହୁଲ ଝିଅଙ୍କ ମାନଙ୍କ ମଧ୍ୟରେ ବହୁତ ଫେମସ ଅଟନ୍ତି । ଯେତେବେଳେ ସନ୍ଧ୍ଯା ହେବ ସେହି ସମୟରେ ରାହୁଲ ତାଙ୍କ ଗୀଟାର ଧରି ବସିଯାନ୍ତି । ଆଉ ଏକ ସବୁଠୁ ବଡ କଥା ହେଉଛି ସେ ଗୀଟାର ମଧ୍ୟ ବହୁତ ଭଲରେ ବଯାଇ ପାରନ୍ତି ।  ସେ ୨୦୧୫ ରେ ମଧ୍ୟ ବହୁତ ଭଲ ଚଳଚିତ୍ର କରିଛନ୍ତି । ତାଙ୍କୁ ପ୍ରାତଃ ବ୍ରିଟାନିଆ, ଆଡିଆ ସିମ ଓ ଆଇପିଏଲର ପ୍ରିମିୟମ ଲିଗରେ ଦେଖିବାକୁ ମିଳିଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।