କଟ୍ରିନା କୈଫଙ୍କ ଭଉଣୀ ସୁନ୍ଦରତାରେ ବଲିଉଡ ଅଭିନେତ୍ରୀଙ୍କୁ ବି ଦିଅନ୍ତି ଟକ୍କର, ଦେଖନ୍ତୁ ତାଙ୍କ ପୁରା ଫାମିଲି,

ଆଜି ଆମେ ଆପଣଙ୍କୁ କଟରୀନା କୈଫଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ବଲୀଉଡର ଟପ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଥିବା କଟରୀନା କୈଫ ଆଜି ୩୭ ବର୍ଷର ହୋଇ ଯାଇଛନ୍ତି । ଗତ କିଛି ଦିନ ତଳେ ତାଙ୍କର ଜନ୍ମ ଦିନ ଥିଲା । କିନ୍ତୁ କରୋନା ଭାଇରସ କାରଣରୁ ସେ ତାଙ୍କର ଭଉଣୀ ଇଜାବେଲ କୈଫଙ୍କ ସହ ଘରେ ହିଁ ରହି ନିଜର ଜନ୍ମଦିନ ପଲାଣ କରିଥିଲେ ।

ଆପଣଙ୍କୁ କହିଦେଉଛୁ କି କଟରୀନା କୈଫଙ୍କ ଭଉଣୀ ଇଜାବେଲ କୈଫ ଛଡା ତାଙ୍କର ଆହୁରି ମଧ୍ୟ ଭାଇ ଓ ଭଉଣୀ ଅଛନ୍ତି । ଆଜି ଆମେ ଆପଣଙ୍କୁ କଟରୀନା କୈଫଙ୍କ ପରିବାର ଓ ତାଙ୍କର ସମସ୍ତ ଭାଇ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ।

କଟରୀନା କୈଫଙ୍କ ମାଙ୍କ ନାମ Suzanne Turquotte ଅଟେ । ସେ ଜଣେ ଓକିଲ ଓ ସାମାଜିକ କର୍ମୀ ଅଟନ୍ତି । ଯେଉଁ କାରଣରୁ କଟରୀନା କୈଫ ଓ ତାଙ୍କ ଭାଇ ଭଉଣୀମାନେ ସ୍କୁଲରେ ପଢି ପାରିଲେ ନାହିଁ । ସେମାନେ ହୋମ ଟ୍ୱିଟର ଦ୍ଵାରା ପାଠ ପଢ଼ିଛନ୍ତି । କଟରୀନା କୈଫଙ୍କ ୩ ଜଣ ବଡ ଭଉଣୀ ଅଛନ୍ତି । ଯାହାଙ୍କ ନାମ ଷ୍ଟେଫନି, କ୍ରୀଷ୍ଟିନି, ନତାଶା । ଏହା ଛଡା ତାଙ୍କର ୩ ଜଣ ଛୋଟ ଭଉଣୀ ମଧ୍ୟ ଅଛନ୍ତି ।

ଯାହାଙ୍କ ନାମ ମେଲିସ୍ସା, ସୋନିୟା, ଇଜାବେଲ ଓ ତାଙ୍କର ଜଣେ ବଡ ଭାଇ ବି ଅଛନ୍ତି । ଯାହାଙ୍କ ନାମ ମାଇକେଲ ଅଟେ । କଟରୀନା ଓ ଇଜାବେଲଙ୍କ ଛଡା ତାଙ୍କର ଅନ୍ୟ କୌଣସି ଭାଇ ଭଉଣୀ ଏଣ୍ଟର୍ଟନମେଣ୍ଟ ଦୁନିଆ ସହ ଜଡିତ ନାହାନ୍ତି । କଟରୀନାଙ୍କ ଜନ୍ମ ହଙ୍ଗକଂଗରେ ହୋଇଥିଲା ଓ ତାଙ୍କ ନାମ କଟରୀନା ଟରକୁୱେ ଥିଲା । କିନ୍ତୁ ବଲିଉଡକୁ ଆସିବା ପରେ ସେ ନିଜର ନାଁ କୁ ବଦେଲାଇ ଦେଇ ଥିଲେ ।

କଟରୀନାଙ୍କ ଭାଇ ଜଣେ ଫର୍ନିଚର ଡିଜାଇନର ଅଟନ୍ତି । ତାଙ୍କ ବଡ ଭଉଣୀ ଷ୍ଟେଫିନି ତାଙ୍କ ଜୀବନକୁ ପ୍ରାଇବେଟ ରଖିବାକୁ ପସନ୍ଦ କରନ୍ତି । ତାଙ୍କର ତୃତୀୟ ଭଉଣୀ କ୍ରୀଷ୍ଟିନା ଜଣେ ଗୃହିଣୀ ଅଟନ୍ତି । ତାଙ୍କର ଭଉଣୀ ନତାଶା ଜଣେ ଗହଣା ଡିଜାଇନର ଅଟନ୍ତି । ତାଙ୍କର ଛୋଟ ଭଉଣୀ ମିଳିଶା ଜଣେ ସ୍କରଲର ଅଟନ୍ତି । ଇଜାବେଲ କଟରୀନାଙ୍କ ସପ୍ତମ ଭଉଣୀ ଅଟନ୍ତି । ଇଜାବେଲ କଟରୀନାଙ୍କ ଭଳି ଅଭିନେତ୍ରୀ ଅଟନ୍ତି ।

କଟରୀନାଙ୍କ ସବୁଠୁ ଛୋଟ ଭଉଣୀ ସୋନିୟା ଜଣେ ଫଟୋଗ୍ରାଫର ଓ ଗ୍ରାଫିକ ଡିଜାଇନର ଅଟନ୍ତି । କଟରୀନାଙ୍କ ପରିବାର ହଙ୍ଗକଂଗ ଓ ଲଣ୍ଡନ ଭଳି ସ୍ଥାନରେ ରହିଛନ୍ତି । କିନ୍ତୁ କିଛି ପରେ ତାଙ୍କ ପରିବାର ଆମେରିକାକୁ ଚାଲି ଆସିଥିଲେ । ଏହା ଥିଲା କଟରୀନାଙ୍କ ପରିବାର ବିଷୟରେ ।

ଯଦି ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥାଏ ତେବେ ଏହାକୁ ଲାଇକ ଓ ଶେୟାର କରିବେ ଓ ବଲିଉଡ ଜଗତର ସବୁ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ