ଯଦି ଏହି ସର୍ତ୍ତ କୁ ମାନି ନେଇଥାନ୍ତେ Shilpa Shetty, ତ ସେ ଆଜି ବନିଯାଇଥାନ୍ତେ ଅଭିନେତା Akshay Kuamr ଙ୍କ ପିଲାର ମା’

ଅଭିନେତା ଅକ୍ଷୟ କୁମାରଙ୍କ ନାଁ ବଲିଉଡରେ ଅନେକ ଅଭିନେତ୍ରୀ ମାନକ ସହ ଯୋଡା ଯାଇଛି । ସେଥି ମଧ୍ୟରୁ ଶିଲ୍ପା ଶେଠୀ ଓ ରବୀନ୍ଦ୍ର ଟଣ୍ଡନଙ୍କ ନାମ ସାମିଲ ଅଛି । କିନ୍ତୁ ଅକ୍ଷୟ କୁମାର ଅଭିନେତ୍ରୀ ଟ୍ଵିଙ୍କଲ ଖନାଙ୍କ ସହ ବିବାହ କରିଛନ୍ତି । ଦୁହିଙ୍କର ବିବାହକୁ ୧୯ ବର୍ଷ ବିତିଯାଇଥିଲେ ମଧ୍ୟ କେବେ ବି ଦୁହିଙ୍କ ଭିତରେ ଝଗଡା ହୋଇନାହି । ଦୁହିଙ୍କର କେମେଷ୍ଟ୍ରିର କିଛି ଜବାବ ନାହି । ବେଳେବେଳେ ଅଭିନେତ୍ରୀ ଟ୍ଵିଙ୍କଲ ଖନା ଅକ୍ଷୟ କୁମାରଙ୍କ ମଜାକ ଉଡୁଉଥିବାର ଦେଖା ଯାଆନ୍ତି ।

ଏମାନଙ୍କ ପାରିବାରିକ ମାମଲାରେ ଟ୍ଵିଙ୍କଲଙ୍କର ରାଜ ଚାଲିଥାଏ । ବିବାହ ପରେ ଅକ୍ଷୟ ଜଣେ ଭଲ ସ୍ଵାମୀ ହୋଇଥିଲେ ମଧ୍ୟ ବିବାହ ପୂର୍ବରୁ ତାଙ୍କ ଜୀବନରେ ଅନେକ ଝିଅ ମାନେ ତାଙ୍କୁ ପାଇବା ପାଇଁ ପାଗଳ ଥିଲେ । ଦିନ ଥିଲା ଯେତେବେଳେ ଅକ୍ଷୟଙ୍କ ନାଁ ଅଭିନେତ୍ରୀ ରବିନା ଟଣ୍ଡନ ଓ ଶିଲ୍ପା ଶେଠୀଙ୍କ ସହ ଯୋଡା ହେଉଥିଲା । କେବଳ ଏତିକି ନୁହେ ଏମାନଙ୍କର ପ୍ରେମ ସମ୍ପର୍କ ମଧ୍ୟ ଚାରିଆଡେ ବ୍ୟାପୀଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ ଅକ୍ଷୟ ନିଜ ଗାର୍ଲଫ୍ରେଣ୍ଡଙ୍କ ଆଗରେ ଏମିତି କିଛି ସର୍ତ୍ତ ରଖନ୍ତି ଯାହାକୁ ଶିଲ୍ପା ଶେଠୀ ମନ କରି ଦେଇଥିଲେ । କିନ୍ତୁ ଅଭିନେତ୍ରୀ ଟ୍ଵିଙ୍କଲ ଖନା ତାଙ୍କର ଏହି ସର୍ତ୍ତକୁ ମାନି ନେଇଥିଲେ । ଏହି କାରଣରୁ ଅକ୍ଷୟ ଶିଲ୍ପାଙ୍କୁ ଛାଡି ଟ୍ଵିଙ୍କଲଙ୍କ ସହ ବିବାହ କରିଥିଲେ । ଅଜୟ ଦେବଗନଙ୍କ ସହ ବ୍ରେକପ ହେବା ପରେ ରବିନା ଟଣ୍ଡନ ଅକ୍ଷୟଙ୍କୁ ବିବାହ କରିବାକୁ ଚାହୁଥିଲେ । କିନ୍ତୁ ଅକ୍ଷୟ ଶିଲ୍ପା ଶେଠୀଙ୍କ ପାଇଁ ରବିନାଙ୍କୁ ଛାଡି ଦେଇଥିଲେ ।

“ତୁ ଖିଲାଡ଼ି ମେ ଅନାଡି” ଫିଲ୍ମରେ ଅଭିନୟ କରିବା ସମୟରେ ଅକ୍ଷୟ ଓ ଶିଲ୍ପା ପରସ୍ପରର ନିକଟତର ହୋଇଥିଲେ । ଶିଲ୍ପାଙ୍କ ଜୀବନରେ ଅକ୍ଷୟ ପ୍ରଥମ ପୁଅ ଥିଲେ ଯାହାକୁ ସେ ବହୁତ ଭଲ ପାଉଥିଲେ । ରବିନାଙ୍କ ଭଳି ଶିଲ୍ପା ମଧ୍ୟ ଅକ୍ଷୟଙ୍କୁ ବିବାହ କରିବାକୁ ଚାହୁଥିଲେ । କିନ୍ତୁ ସେହି ସମୟରେ ଅକ୍ଷୟଙ୍କ ଜୀବନରେ ଟ୍ଵିଙ୍କଲ ଆସିଥିଲେ । ଅକ୍ଷୟ ଶିଲ୍ପା ଓ ଟ୍ଵିଙ୍କଲଙ୍କୁ ଏକା ସାଙ୍ଗରେ ଡେଟ କରୁଥିଲେ । ଏହା ପରେ ଅକ୍ଷୟ ଶିଲ୍ପାଙ୍କୁ ଛାଡି ଅଭିନେତା ରାଜେସ ଖନାଙ୍କ ବଡ ଝିଅ ଟ୍ଵିଙ୍କଲ ଖନାଙ୍କ ସହ ବିବାହ କରିଥିଲେ ।

ଟ୍ଵିଙ୍କଲଙ୍କୁ ବିବାହ କରିବା ଫଳରେ ଶିଲ୍ପା ଅକ୍ଷୟଙ୍କ ବିରୁଦ୍ଧରେ ଅନେକ କଥା ପ୍ରଚାର କରିଥିଲେ । ଅକ୍ଷୟ ଶିଲ୍ପାଙ୍କ ଆଗରେ ବାହାଘର ପରେ ବଲିଉଡ ଦୁନିଆ ଛାଡି ତାଙ୍କୁ ଘର ସମ୍ବାଳିବାକୁ ପଡିବ ବୋଲି ସର୍ତ୍ତ ରଖିଥିଲେ । କିନ୍ତୁ ଶିଲ୍ପାଙ୍କ ବଦଳରେ ଟ୍ଵିଙ୍କଲ ଏହି ସର୍ତ୍ତକୁ ମାନିଥିବାରୁ ଅକ୍ଷୟ ତାଙ୍କୁ ବିବାହ କରିଥିଲେ । ଶିଲ୍ପା ଶେଠୀ ଅକ୍ଷୟଙ୍କ ଠାରୁ ଅଲଗା ହେବା ପରେ ତାଙ୍କ ଉପରେ ବହୁତ ରାଗିଥିଲେ ।

ଏହା ସହ ଶିଲ୍ପା ଅନେକ କଥା ଅକ୍ଷୟଙ୍କ ବିରୁଦ୍ଧରେ ମିଡିଆ ଆଗରେ ପ୍ରକାଶ କରିଥିଲେ । ଶିଲ୍ପା ଶେଠୀ ଅକ୍ଷୟଙ୍କ ଉପରେ ଏତେ ରାଗିଥିଲେ ଯେ ବହୁତ ଦିନ ଯାଏ ତାଙ୍କର ମୁହଁ ମଧ୍ୟ ଦେଖିନ ଥିଲେ । ଆଜି ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ଟ୍ଵିଙ୍କଲ ଖନା ବହୁତ ଖୁସିରେ ନିଜର ମ୍ୟାରେଡ ଲାଇଫ ବିତାଉଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।