Bollywood ର ସୁପର ଷ୍ଟାର Pravas ଙ୍କ ମୋଟ ସମ୍ପତ୍ତି କେତେ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା ଷ୍ଟାର ପ୍ରଭାସଙ୍କ ଫିଲ୍ମ ବାହୁବଳି ଫିଲ୍ମର ଦୁଇଟି ସିରିଜ ସଫଳ ହେବା ପରେ ପ୍ରଭାସ ପୁରା ବିଶ୍ବରେ ପରିଚିତ ହୋଇ ଯାଇଛନ୍ତି । ଦେଶ ନୁହେଁ ବିଦେଶରେ ବି ତାଙ୍କର ଫ୍ୟାନମାନେ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଚାହିଁ ବସିଥାନ୍ତି । ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ପ୍ରଭାସ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଗୋଟିଏ ଫିଲ୍ମ ପାଇଁ ସବୁଠୁ ଅଧିକ ଫିସ ନେଉଥିବା ଅଭିନେତାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି ।

ବର୍ତ୍ତମାନ ସମୟରେ ପ୍ରଭାସ କୌଣସି ବି ପରିଚୟର ମୋହତାଜ ନୁହନ୍ତି । ପ୍ରଭାସ ଯେତିକି ନାଁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କରିଛନ୍ତି ତାହା ଠାରୁ ବହୁତ ଅଧିକ ସେ ବଲୀଉଡରେ ବି ନାଁ କରିସାରିଛନ୍ତି । କହିଦେଉଛୁ କି ପ୍ରଭାସ ୨୦୦୨ର ନାଟକ ଫିଲ୍ମ ଇଶ୍ଵରରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଏହା ପରେ ପ୍ରଭାସ ଅନ୍ୟ କେତେକ ଫିଲ୍ମରେ କାମ କରିଛନ୍ତି । ଏହା ଛଡା ମିର୍ଚି ଫିଲ୍ମରେ ତାଙ୍କ ଦ୍ଵାରା ଅଭିନୟ କରାଯାଇଥିବା ଭୂମିକା ପାଇଁ ତାଙ୍କୁ ରାଜ୍ୟ ପୁରସ୍କାର ଓ ସର୍ବଶ୍ରେଷ୍ଠ ଅଭିନେତାର ନନ୍ଦୀ ପୁରସ୍କାର ବି ମିଳିସାରିଛି । କହିଦେଉଛୁ କି ପ୍ରଭାସ ବାହୁବଳି ଫିଲ୍ମ ପାଇଁ ପାଖାପାଖି ୨୫ କୋଟି ଟଙ୍କା ନେଇଥିଲେ ।

ରିପୋର୍ଟ ଅନୁସାରେ ପ୍ରଭାସଙ୍କୁ ଗାଡି ଏତେ ଭଲ ଲାଗେ କି କୌଣସି ବି ଫିଲ୍ମର ଶୁଟିଙ୍ଗ ସମୟରେ ତାଙ୍କୁ ଯଦି କୌଣସି ଗାଡି ପସନ୍ଦ ଆସିଯାଏ ତେବେ ସେ ତାକୁ ନିଜ ଘରକୁ ନେଇ ଯାଆନ୍ତି । ପ୍ରଭାସଙ୍କ ପାଖରେ ୬୮ ଲକ୍ଷ ଟଙ୍କାର ଏସୟୁଭି କାର ଅଛି । ଏହା ଛଡା ପ୍ରଭାସଙ୍କ ପାଖରେ ୨ କୋଟି ଟଙ୍କାର ବି ଗୋଟିଏ କାର ଅଛି ।

ଏତିକି ନୁହେଁ ପ୍ରଭାସଙ୍କ ପାଖରେ ୧ କୋଟି ଟଙ୍କାର ରୋଲ୍ସ ରୟଲ୍ସ କାର ବି ଅଛି । ଯାହା ଅମିତାଭ ବଚ୍ଚନ ଓ ଶାହାରୁଖ ଖାନଙ୍କ କାର ଠାରୁ ବି ଦାମୀ ଅଟେ ।ହାଇଦ୍ରାବାଦରେ ତାଙ୍କର ୬୦ କୋଟି ଟଙ୍କାର ଗୋଟିଏ ଫାର୍ମହାଉସ ବି ଅଛି । ଏହା ଛଡା ତାଙ୍କ ପାଖରେ ୧.୫ କୋଟି ଟଙ୍କାରେ ତିଆରି ଗୋଟିଏ ବଡ ଜିମ ବି ଅଛି । ଯାହା ତାଙ୍କୁ ବାହୁବଳି ଫିଲ୍ମର ନିର୍ମାତାମାନେ ଗିଫ୍ଟ କରିଥିଲେ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ପ୍ରଭାସ ଦେଶରେ ସବୁଠୁ ଅଧିକ ଟ୍ୟାକ୍ସ ଦେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବି ସାମିଲ ଅଛନ୍ତି । ଯଦି ତାଙ୍କର ମୋଟ ସମ୍ପତ୍ତି ବିଷୟରେ କହିବା ତେବେ ପ୍ରଭାସ ୨୧୫ କୋଟି ଟଙ୍କାର ମାଲିକ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ