ସାଉଥ ଫିଲ୍ମର ଏହି ସୁନ୍ଦର ସିଙ୍ଗରଙ୍କ ପାଇଁ ପୁରା ଦୁନିଆ ଦିବାନି, ନିଜ ଫିଗର କାରଣରୁ ହେଲେ ଫେମସ

ନମସ୍କାର ବନ୍ଧୁଗଣ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଭାରତୀୟ ଫିଲ୍ମରେ ଗୋଟିଏ ରୁ ବଳି ଗୋଟିଏ ଫିମେଲ ସିଙ୍ଗର ଅଛନ୍ତି । ଯେଉଁମାନେ ଲୋକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଅଟନ୍ତି ଓ ସେମାନେ ନିଜର କ୍ୟାରିୟରରେ ସଫଳ ମଧ୍ୟ ହୋଇଛନ୍ତି । ଯାହାଙ୍କୁ ପ୍ରାୟତଃ ଲୋକମାନେ ତାଙ୍କର ଗୀତ କାରଣରୁ ହିଁ ବହୁତ ପସନ୍ଦ କରନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ଗୀତ କାରଣରୁ ନୁହେଁ ଅଥବା ନିଜର ଫିଗରକୁ ନେଇ ବହୁତ ଅଧିକ ଫେମସ ଅଟନ୍ତି ।ଆମେ ଯେଉଁ ଗାୟିକାଙ୍କ ବିଷୟରେ କଥା ହେଉଛୁ ତାଙ୍କର ନାମ ପ୍ରିୟଙ୍କା ରୟ ଅଟେ । ଯିଏକି ସାଉଥ ଫିଲ୍ମରେ ଏକ ପ୍ଲେ ବ୍ୟାକ ସିଙ୍ଗର ହେବା ସହିତ ଏକ ମଡେଲ ବି ଅଟନ୍ତି ।

ପ୍ରିୟଙ୍କା ନିଜର ଲୁକ୍ସ କାରଣରୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଯେଉଁ କାରଣରୁ ତାଙ୍କର ଫ୍ୟାନ ଫଲୋଇଙ୍ଗ ବି ସୋସିଆଲ ମିଡିଆରେ ବହୁତ ଅଧିକ ଅଟେ ।ପ୍ରିୟଙ୍କାଙ୍କ ଅନୁସାରେ ସେ କେବେ ବି ଜିମ ଯାଇ ନାହାନ୍ତି ଏହିଭଳି ଲୁକ ପାଇବା ପାଇଁ । ତାଙ୍କର ସବୁବେଳେ ଫୋକସ ତାଙ୍କର ସିଙ୍ଗିଙ୍ଗ ଉପରେ ରହିଥାଏ । ଏହା ଛଡା ସେ କେବେ କେବେ ୟୁଟ୍ୟୁବ ରେ ନେଟୱାର୍କିଙ୍ଗ ବି କରିଥାନ୍ତି ।

ଏହା ସହିତ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେ ନିଜର ସୁନ୍ଦର ସୁନ୍ଦର ଫଟୋ ବି ଶେୟାର କରିଥାନ୍ତି । ପ୍ରିୟଙ୍କା ରୟଙ୍କ ଫ୍ୟାନମାନେ ତାଙ୍କର ଲୁକକୁ ଅଧିକ ପସନ୍ଦ କରନ୍ତି । ଆପଣଙ୍କୁ ଏହି ଗାୟିକା କେମିତି ଲାଗିଲେ ଆମକୁ କମେନ୍ଟ କରି ନିଶ୍ଚିତ କୁହନ୍ତୁ ।