ଶ୍ରୀଦେବୀ ଏହି କାରଣରୁ ମିଥୁନ ଦା ଙ୍କୁ ପଠାଇ ଥିଲେ ଜେଲ

୯୦ ଦଶକର ବଲିଉଡର ସବୁଠୁ ଚର୍ଚିତ ଲଭ ଷ୍ଟୋରି ମଧ୍ୟରେ ମିଥୁନ ଓ ଶ୍ରୀଦେବୀଙ୍କ ଲଭ ଷ୍ଟୋରି ବି ସାମିଲ ଅଛି । ବଲୀଉଡରେ ବି ଆଜି ପର୍ଯ୍ୟନ୍ତ ଏମାନଙ୍କ ଲଭ ଷ୍ଟୋରି ବିଷୟରେ ଚର୍ଚ୍ଚା ହୋଇଥାଏ । ଏମାନେ ପରସ୍ପର ପ୍ରତି ଏତେ ପାଗଳ ହୋଇ ଯାଇ ଥିଲେ କି ସେମାନେ କୌଣସି ବି ଫିଲ୍ମରେ ଇଣ୍ଟିମେଣ୍ଟ ସିନ ଦେବା ପାଇଁ ପ୍ରସ୍ତୁତ ହୋଇ ଯାଉ ଥିଲେ । ଯେଉଁ କାରଣରୁ ସମସ୍ତେ ଏହି ଯୋଡିକୁ ତାଙ୍କ ଫିଲ୍ମରେ କାସ୍ଟ କରିବା ପାଇଁ ଚାହୁଁଥିଲେ ।

କିନ୍ତୁ ଆପଣମାନେ ଜାଣିଛନ୍ତି କି ଫିଲ୍ମରେ ମିଥୁନଙ୍କ ସହ କିସିଙ୍ଗ ସିନ ଦେବା ପାଇଁ ସବୁବେଳେ ଆଗରେ ଥିବା ଶ୍ରୀଦେବୀ ଗୋଟିଏ ଫିଲ୍ମ ଫିଲ୍ମରେ ମିଥୁନଙ୍କ ସହ କିସିଙ୍ଗ ସିନକୁ ହଟାଇବା ପାଇଁ କୋର୍ଟରେ ଅପିଲ କରି ଦେଇ ଥିଲେ । ଚାଳନ୍ତୁ ଏହା ପଛରେ ଥିବା କାରଣ ବିଷୟରେ ଜାଣିବା ।

ଏହି ବିଷୟ ସେହି ସମୟର ଅଟେ ଯେତେବେଳେ ଶ୍ରୀଦେବୀଙ୍କ ସହ ମିଥୁନଙ୍କ ଅଫେୟାର ଚାଲିଥିଲା । ଦୁଇ ଜଣଙ୍କ ଅଫେୟାର ବିଷୟରେ ପୁରା ବଲୀଉଡ ଜାଣିସାରି ଥିଲା । ପରସ୍ପରର ପ୍ରେମରେ ଏତେ ପାଗଳ ହୋଇ ଯାଇ ଥିଲେ କି ଏମାନେ କୌଣସି ବି ଫିଲ୍ମରେ ଇଣ୍ଟିମେଣ୍ଟ ସିନ ଦେବା ପାଇଁ ବି ପଛାଉ ନ ଥିଲେ । ସେହି ସମୟରେ ନିର୍ମାତା ଉମେଶ ମେହେରା ୧୧୯୪ରେ ଫିଲ୍ମ ‘ଗୁରୁ’ରେ ଏଇ ଯୋଡିକୁ କାସ୍ଟ କରିଲେ ।

ଏହି ଫିଲ୍ମର କାହାଣୀ ଅନୁସାରେ ଏହି ଫିଲ୍ମରେ ଏକ କିସିଙ୍ଗ ସିନ ଥିଲା । ଏହି ଫିଲ୍ମରେ ଏମାନେ ଭଲ କିସିଙ୍ଗ ସିନ ବି ଦେଲେ । କାରଣ ଏମାନେ ସେହି ସମୟରେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ଏଥିପାଇଁ ଏମାନଙ୍କୁ କିଛି ଅସୁବିଧା ବି ନ ଥିଲା । କିନ୍ତୁ ଏହି କିସିଙ୍ଗ ସିନକୁ ନେଇ ବିବାଦ ଆରମ୍ଭ ହେଲା ଯେତେବେଳେ ଏମାନଙ୍କ ବ୍ରେକଅପ ହୋଇଗଲା । ଏହା ପରେ ଏମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବା ବନ୍ଦ କରି ଦେଲେ ଓ  ଏମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଗଲା ।

ଏହି ବ୍ରେକଅପ ପରେ ଶ୍ରୀଦେବୀ ଫିଲ୍ମ ନିର୍ମାତା ଉମେଶ ମେହେରାଙ୍କୁ ‘ଗୁରୁ’ ଫିଲ୍ମରୁ କିସିଙ୍ଗ ସିନକୁ କାଟିବା ପାଇଁ ଅନୁରୋଧ କରିଲେ । କିନ୍ତୁ ଉମେଶ ମେହେରା ସିନକୁ କାଟିବା ପାଇଁ ମନା କରିଦେଲେ । ଯେଉଁ କାରଣରୁ ଶ୍ରୀଦେବୀ ଓ ଉମେଶଙ୍କ ମଧ୍ୟରେ ଝଗଡା ହୋଇଗଲା । ଏମିତି କି ଶ୍ରୀଦେବୀ ଉମେଶ ମେହେରାନଙ୍କୁ ଜେଲ ପଠାଇବା ପାଇଁ ବି ଧମକ ଦେଲେ ।

ଫିଲ୍ମ କଣ୍ଟ୍ରାକ୍ଟ ଅନୁସାରେ ଶ୍ରୀଦେବୀ ଫିଲ୍ମର କୌଣସି ବି ସିନକୁ କରିବା ପାଇଁ ମନା କରି ପାରିବେ ନାହିଁ । ଏହି କାରଣରୁ ଶ୍ରୀଦେବୀ କିଛି ବି କରି ପାରିବେ ନାହିଁ । ଉମେଶ ମେହେରା ବି ଏହି କିସିଙ୍ଗ ସିନକୁ ପ୍ରାଧାନ୍ୟ ଦେଇ ଫିଲ୍ମକୁ ରିଲିଜ କରାଇଲେ ଓ ସେତେବେଳେ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ହିଟ ଫିଲ୍ମ ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।