ଓଡ଼ିଆ ହିରୋଇନ ଅର୍ଚିତାଙ୍କ ଭଉଣୀ ସୁନ୍ଦରତାରେ କୌଣସି ହିରୋଇନଙ୍କ ଠାରୁ ନୁହନ୍ତି କମ, ବିଶ୍ଵାସ ହେଉନଥିଲେ ନିଜେ ଦେଖି ନିଅନ୍ତୁ

ଅର୍ଚ୍ଚିତା ହେଉ ଛନ୍ତି ଓଡିଆ ଚଳଚିତ୍ର ର ଏକ ପ୍ରମୁଖ ଅଭିନେତ୍ରୀ । ଅର୍ଚ୍ଚିତା ନିଜର କ୍ଯାରିୟର ଆରମ୍ଭ କରିଥିଲେ ଯେତେବେଳେ ସେ ସ୍କୁଲ ଜୀବନର ସେସ ବର୍ଷ ରେ ଥିଲେ । ଯେ ନିଜର ପାଠ ପଢା ସହ ନିଜ ମୁଭି କାରିୟର କୁ ବି ବଜାୟ ରଖିଥିଲେ । ଏହି ଅଭିନେତ୍ରୀ କହିବାକୁ ଗଲେ ଓଡିଆ ଇନଡଷ୍ଟ୍ରିର ଅନେକ ଭଲ କଳା କାରଙ୍କ ସହ କାମ କରିଛନ୍ତି । ସେ କେବେବି ନିଜ ପେରସନାଲ ଜୀବନକୁ ନିଜ କ୍ଯାରିୟର ଆଗରେ ଆଣି ନାହାତି । ତେବେ ସେ ନିଜକୁ ସବୁ ବେଳେ ଆଗରେ ରଖିବାକୁ ଚାହାନ୍ତି ।

ଅର୍ଚ୍ଚିତାଙ୍କ ପିତା ନାହାନ୍ତି । ଅର୍ଚ୍ଚିତା ନିଜର ପରିବାର କୁ ସମ୍ଭାଳି ଏବେବି ଆଗରେ ଅଛନ୍ତି । ଏହି ଅଭିନେତ୍ରୀଙ୍କର ଏକ ଭଉଣୀ ମଧ୍ୟ ଅଛି । ସେ ବି ଅଲିଉଡରେ ନିଜର ପାଦ ଥାପି ବାକୁ ଚାହୁଁ ଥିଲେ । ମାତ୍ର ଆରଚିତ ତାଙ୍କୁ ଏଥିରେ ଆସିବା ପାଇଁ ମନା କରିଥିଲେ । ସେ ନିଜ ଭଉଣୀକୁ MBA କରିବାକୁ କହିଥିଲେ ।

ତାଙ୍କ ଭଉଣୀବି ଅର୍ଚ୍ଚିତା ଙ୍କ କଥା ଅନୁସାରେ ପ୍ରଥମେ MBA କଲେ ଓ ପରେ ନିଜର ଏକ ବ୍ୟାପାର ଆରମ୍ଭ କରିଛନ୍ତି । ଅର୍ଚ୍ଚିତା ଙ୍କୁ ଏବେ ୩୦ ବର୍ଷ ବାୟସ ଅଟେ । ସେ ଏହି ବର୍ଷ ନିଜର ପ୍ରିୟା ହିରୋ ସବ୍ୟସଚିଙ୍କୁ ବିବାହ କରିଛନ୍ତି । ଅର୍ଚ୍ଚିତା ଅନେକ ହିଟ ଚଳଚିତ୍ରରେ ଅଭିନୟ କରିଛନ୍ତି ।  ସେ ଅଭିନୟ କରିଥିବା କିଛି ଚଳଚିତ୍ର ମଧ୍ୟରେ ଅଛି ” ଓ ବାବୁ ଆଇ ଲଭ ୟୁ” ,”ମତେ ଆଣିଦେଲ ଲକ୍ଷେ ଫଗୁଣ “, “ଦେ ମା ଶକ୍ତି ଦେ “, “କେବେ ତମେ ନାହ କେବେ ମୁ ନାଇ”, ” ଆକାଶେ କି ରଙ୍ଗ ଲାଗିଲା ” , “କେଉଁ ଦୁନିଆରୁ ଆସିଲ ବନ୍ଧୁ”, “ତୋ ପାଇଁ ନେବି ମୁ ସାହେ ଜନମ” , “ପାଗଳ କରିଛି ପାଉଁଜି ତୋର” ଇତ୍ୟାଦି ।

ଏହି ଅଭିନେତ୍ରୀ କେବଳ ଦେଖିବାକୁ ସୁନ୍ଦର ନୁହନ୍ତି ନିଜର କାମକୁ ନେଇକିବି ସେ ସେତିକି ପେରଫେକ୍ଟ ଅଟନ୍ତି । ଏହି ଅଭିନେତ୍ରୀ ଜଣକ ନିଜକୁ ସବୁ କ୍ଷେତ୍ରରେ ପ୍ରମାଣିତ କରିଛନ୍ତି । କେତେବେଳେ ସିରିୟସ ରୋଲ ତ କେତେବେଳେ ଚୂଳବୁଲି ଝିଅ ଆଉ କେତବେଳେ ମା ଚରିତ୍ରରେ ତ କେତେବେଳ ପ୍ରେମିକ ଓ ସ୍ତ୍ରୀ ଚରିତ୍ରରେ ଅଭିନୟ କରିବାର ଆମେ ଦେଖିଛୁ ।

ଏହି ଅଭିନେତ୍ରୀ ମିସ ଇଣ୍ଡିଆ କଣ୍ଟେଷ୍ଟ ରେ ଭାଗ ନେଇଥିଲେ । ସେଥିରେ ରନର ଅପ ହୋଇ ଫେରିଥିଲେ । ତେବେ ଏହି ଅଭିନେତ୍ରୀ କେବେଳ ଚଳଚିତ୍ରରେ ନୁହେଁ ନିଜକୁ ଅନ୍ୟ କ୍ଷେତ୍ରରେ ବି ବେଶ ଭଲ ଭାବରେ ପରିଚିତ କରିଛନ୍ତି । ଖାଲି ନିଜର ପରିବାର ର ଲୋକ ନୁହେଁ ସେ ନିଜର ଚଳଚିତ୍ରର ଶୁଟିଙ୍ଗ ବେଳେ ଅନ୍ୟ କଳା କାର ମାନଙ୍କର ବି ଧ୍ୟାନ ରଖନ୍ତି ।

ଏବେ ଏହି ଅଭିନେତ୍ରୀ ପ୍ରଫେସନ ଦୁନିଆ ଅପେକ୍ଷା ପର୍ସନାଲ ଦୁନିଆରେ ଅଧିକ ଚର୍ଚ୍ଚାରେ ଅଛନ୍ତି ସବ୍ୟସଚିଙ୍କୁ ବିବାହ କରିବା ପରେ । ବନ୍ଧୁଗଣ ଯଦି ଆପଣାଙ୍କୁ ଆମର ଏହି ବିବରଣି ଭଲ ଲାଗେ ତେବେ ଲାଇକ ନିଶ୍ଚୟ କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।