Garuda Puran- ଅକାଳ ମୃତ୍ୟୁ ପରେ ଆତ୍ମା ସହିତ କଣ ହୋଇଥାଏ ? ମିଳିଥାଏ କେଉଁ ଦଣ୍ଡ ?

ଗରୁଡ ପୁରାଣରେ ମନୁଷ୍ୟର ଜନ୍ମ ଓ ମୃ-ତ୍ୟୁ ରହସ୍ୟ ବିଷୟରେ ବର୍ଣନା କରାଯାଇଛି । ଏହି ପୁରାଣ ଅନୁସାରେ ମୃ-ତ୍ୟୁ ସମୟ ନିକଟତର ହେଲେ ଜୀବାତ୍ମା ରୁ ପ୍ରାଣ ଓ ଦେହର ବିୟୋଗ ହୋଇଥାଏ । ମନୁଷ୍ୟ ତାର ଜନ୍ମ ଓ ମୃ-ତ୍ୟୁର ସମୟ ପାର କରିବା ପରେ ତାକୁ ମୋକ୍ଷ ମିଳିଥାଏ ଓ ପୁଣି ଥରେ ଦ୍ଵିତୀୟ ଶରୀର ଧାରଣ କରିଥାଏ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ କି ମନୁଷ୍ୟର ଅକାଳମୃ-ତ୍ୟୁ ହେବା ପରେ ତାର ଜୀବାତ୍ମାର କଣ ହୋଇଥାଏ ଓ ଅକାଳ ମୃ-ତ୍ୟୁ କାହାକୁ କୁହାଯାଏ ।

ଗରୁଡ ପୁରାଣ ଅନୁସାରେ ମନୁଷ୍ୟ ଜୀବନର ୭ ଟି ଚକ୍ର ଥାଏ । ଯଦି କୌଣସି ଏହି ଚକ୍ର କୁ ପୂରଣ କରିନଥାଏ କିମ୍ବା ଅ-କା-ଳ ବିୟୋଗ ହୋଇଥାଏ ତାକୁ ମୃ-ତ୍ୟୁ ପରେ ବି ବହୁତ କଷ୍ଟ ଭୋଗିବାକୁ ପଡିଥାଏ । ପ୍ରଥମେ ଜାଣିବା ଅ-କା-ଳ ମୃ-ତ୍ୟୁ କାହାକୁ କୁହାଯାଏ ।

ଯଦି କୌଣସି ବ୍ୟକ୍ତି ଭୋକ ଦ୍ଵାରା ମୃ-ତ୍ୟୁ ହୋଇଯାଏ , କୌଣସି ହିଂ-ସ-କ ପ୍ରାଣୀ ଦ୍ଵାରା ମୃ-ତ୍ୟୁ ହୋଇଥାଏ , ଆ-ତ୍ମ- ହ-ତ-ୟା , ବି-ଷ ଖାଇବା ଦ୍ଵାରା , ଅ-ଗ୍ନି ଦ୍ଵାରା ପୋ-ଡି ହୋଇ , ଜଳରେ ବୁ-ଡି , ସା-ପ କା-ମୁ-ଡା-ରେ , ଦୁ-ର୍ଘ-ଟ-ଣା କିମ୍ବା  ରୋଗ ଇତ୍ୟାଦିରେ ମୃ-ତ୍ୟୁ ହୋଇଯାଇଥିଲେ ଏହାକୁ ଅ-କା-ଳ ମୃ-ତ୍ୟୁ କୁହାଯାଏ ।

କିନ୍ତୁ ଆ-ତ୍ମ-ହ-ତ-ୟା-କୁ ବହୁତ ନିନ୍ଦନୀୟ ମୃ-ତ୍ୟୁ ବୋଲି ମନାଯାଇଥାଏ । ଯେଉଁ ବ୍ୟକ୍ତିର ପ୍ରାକୃତିକ ଭାବେ ମୃ-ତ୍ୟୁ ହୋଇଥାଏ ତାକୁ ୩ , ୧୦, ୧୩ କିମ୍ବା ୪୦ ଦିନ ଭିତରେ ନୂତନ ଶରୀର ପ୍ରାପ୍ତ କରିଥାଏ । ଯେଉଁମାନେ ଆ-ତ୍ମ-ହ-ତ-ୟା କରିଥାନ୍ତି ସେମାନଙ୍କର ଇଛା ଅର୍ଥାତ ଭୋକ , ଶୋଷ , ସୁଖ, ରାଗ, କ୍ରୋ-ଧ , ଦୋ-ସ , ଲୋ-ଭ ଇତ୍ୟାଦି ପୂରଣ ପାଇଁ ଅନ୍ଧକାରରେ ଘୁରି ବୁଲିଥାଏ ଯେତେ ପର୍ଯ୍ୟନ୍ତ ସେ ପ୍ରକୃତି ଦ୍ଵାରା ନିର୍ଧାରିତ ଜୀବନ ଚକ୍ରକୁ ପୂରଣ କରିନଥାଏ । ଅ-କା-ଳ ମୃ-ତ୍ୟୁ କାହିଁକି ହୋଇଥାଏ ।

ଯେଉଁ ବ୍ୟକ୍ତି ନିନ୍ଦନୀୟ କାର୍ଯ୍ୟ କରିଥାଏ , ବଂଶ ପରମ୍ପରାର ସଦାଚାର ପାଳନ କରିନଥାଏ , କର୍ମ କରି ନଥାଏ , ପର ସ୍ତ୍ରୀରେ ଲୋ-ଭ ରଖିଥାଏ ଇତ୍ୟାଦି କର୍ମ ଦ୍ଵାରା ମନୁଷ୍ୟର ଆୟୁ କମ ହୋଇଯାଏ । ଶ୍ରଦ୍ଧା ହିନ , ନାସ୍ତିକ , ଦୌ-ରା- ଚା-ରି ବ୍ରାହ୍ମଣର ଅ-କା-ଳ ମୃ-ତ୍ୟୁ ହୋଇଥାଏ । ଧର୍ମ ଦ୍ରୋ-ହୀ ରାଜା , ପ୍ରଜା ବି-ରୋ-ଧୀ ରାଜା , ମୂର୍ଖ ରାଜା ଇତ୍ୟାଦିକୁ ଯ-ମ-ଯା-ତ-ନା ପ୍ରାପ୍ତ ହୋଇଥାଏ ।

ଯେଉଁ ବ୍ୟକ୍ତି ନିଜ କର୍ମ ଛାଡି ଅନ୍ୟକୁ ହ-ଇ-ରା-ଣ କରିଥାଏ , ଗୁରୁଜନଙ୍କୁ ଖରାପ ବ୍ୟବହାର କରିଥାଏ ଓ ଯେଉଁ ବ୍ୟକ୍ତି ଶୂଦ୍ର ଦ୍ଵେଜ କର୍ମ ଛଡା ଅନ୍ୟ କାର୍ମ କରିଥାଏ ତାକୁ ସମୟ ପୂର୍ବରୁ ଜୋମ ଲୋକ ଯାଇଥାଏ । ଅକାଳ ମୃ-ତ୍ୟୁ ହେଲେ ସେହି ବ୍ୟକ୍ତି ଭୁ-ତ , ପ୍ରେ-ତ , ପି-ଶା-ଚ , କ-ଶ-ମ-ଣ୍ଡା , ବେ-ତା-ଳ ଆଦି ଯୋ-ନି-ରେ ଘୁରି ବୁଲିଥାଏ ।

କୌଣସି ଗର୍ଭ ବତୀ କିମ୍ବା ନୂତନ ସ୍ତ୍ରୀ ମୃ-ତ୍ୟୁ ହେଲେ ଡା-ହା-ଣୀ ହୋଇଯାନ୍ତି । ଅ-କା-ଳ ମୃ-ତ୍ୟୁ ହୋଇଥିବା ଆତ୍ମାର ଶାନ୍ତି ପାଇଁ ତାଙ୍କ ପରିବାରକୁ ନଦୀ କିମ୍ବା ପୋଖରୀରେ ତର୍ପଣ ଓ ପି-ଣ୍ଡ ଦାନ ଓ ଗୀତା ପାଠ ୩ ବର୍ଷ ପର୍ଯ୍ୟନ୍ତ କରିବା ଉଚିତ । ଏହା ଛଡା ବର୍ଷୀରେ ବ୍ରାହ୍ମଣ କିମ୍ବା ଛୋଟ ପିଲା ମାନଙ୍କୁ ଭୋଜନ କରାଇବା ଉଚିତ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।