୨୦୨୧ ରେ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନେଉଛନ୍ତି Bollywood ର ଏହି ଟପ 10 ଷ୍ଟାର ? 10 ନମ୍ବର ଷ୍ଟାରଙ୍କ ଫୀସ ଶୁଣିଲେ ଟ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ବଲିଉଡ ର ଅଭିନେତା ମାନଙ୍କ ସମ୍ବନ୍ଧରେ।ଏହି ଅଭିନେତା ମାନେ ନିଜର ଗୋଟିଏ ଫିଲ୍ମ ନିମନ୍ତେ କେତେ ଟଙ୍କା ଚାର୍ଜ କରନ୍ତି ସେହି ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧.ଟାଇଗର ସ୍ରଫ- ବନ୍ଧୁଗଣ ପ୍ରଥମ ଅଭିନେତା ଜଣକ ହେଉଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ଟାଇଗର ସ୍ରଫ’। ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତା ଟାଇଗର ସ୍ରଫ ଗୋଟିଏ ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ୯ ରୁ ୧୦ କୋଟି ଟଙ୍କା ଚାର୍ଜ କରନ୍ତି।

୨. ସିଦ୍ଧାର୍ଥ ମଲହୋତ୍ରା- ବନ୍ଧୁଗଣ ଦ୍ଵିତୀୟ ଅଭିନେତା ଜଣକ ହେଉଛନ୍ତି, ‘ସିଦ୍ଧାର୍ଥ ମଲହୋତ୍ରା’। ଏହି ଅଭିନେତା ଜଣକ ଗୋଟିଏ ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ୧୨ରୁ ୧୫ କୋଟି ଟଙ୍କା ଚାର୍ଜ କରନ୍ତି।

୩. ବରୁଣ ଧାୱନ- ବନ୍ଧୁଗଣ ତୃତୀୟ ଅଭିନେତା ଜଣକ ହେଉଛନ୍ତି, ‘ବରୁଣ ଧାୱନ’। ଏହି ଅଭିନେତା ଗୋଟିଏ ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ୧୫ କୋଟି ଟଙ୍କା ଚାର୍ଜ କରନ୍ତି।

୪. ଜନ ଆବ୍ରାହମ- ବନ୍ଧୁଗଣ ଚତୁର୍ଥ ଅଭିନେତା ଜଣକ ହେଉଛନ୍ତି, ‘ଜନ ଆବ୍ରାହମ’। ଏହି ଅଭିନେତା ମଧ୍ୟ ଗୋଟିଏ ଫିଲ୍ମ ପାଇଁ ୧୫କୋଟି ଟଙ୍କା ଚାର୍ଜ କରନ୍ତି।

୫. ରଂବୀର କପୁର- ବନ୍ଧୁଗଣ ପଞ୍ଚମ ଅଭିନେତା ଜଣକ ହେଉଛନ୍ତି, ‘ରଂବୀର କପୁର’। ଏହି ଅଭିନେତା ବର୍ତ୍ତମାନ ସମୟରେ ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି। ସେ ଗୋଟିଏ ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ୨୫ କୋଟି ଟଙ୍କା ଚାର୍ଜ କରନ୍ତି।

୬. ହୃତିକ ରୋସନ- ବନ୍ଧୁଗଣ ଷଷ୍ଠ ଅଭିନେତା ଜଣକ ହେଉଛନ୍ତି, ‘ହୃତିକ ରୋସନ’। ଏହି ଅଭିନେତା ନିଜର ଗୋଟିଏ ଫିଲ୍ମ ପାଇଁ ୪୦ କୋଟି ଟଙ୍କା ଚାର୍ଜ କରନ୍ତି।

୭. ଅକ୍ଷୟ କୁମାର- ବନ୍ଧୁଗଣ ସପ୍ତମ ଅଭିନେତା ଜଣକ ହେଉଛନ୍ତି ‘ଅକ୍ଷୟ କୁମାର’। ଏହି ଅଭିନେତା ଗୋଟିଏ ଫିଲ୍ମ ନିମନ୍ତେ ୪୦ ରୁ ୪୫ କୋଟି ଟଙ୍କା ଚାର୍ଜ କରନ୍ତି।ତାଙ୍କ ଫିଲ୍ମ ‘ରୋବଟ 2.0’ ରେ ସେ ୮୦ କୋଟି ଟଙ୍କା ଚାର୍ଜ କରିଥିଲେ।

୮.ସାହରୁଖ ଖାଁ- ବନ୍ଧୁଗଣ ଅଷ୍ଟମ ଅଭିନେତା ଜଣକ ହେଉଛନ୍ତି,ବଲିଉଡ ଇଣ୍ଡଷ୍ଟ୍ରୀ ର କିଙ୍ଗ ‘ସାହରୁଖ ଖାଁ’। ଏହି ଅଭିନେତା ମଧ୍ୟ ଗୋଟିଏ ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ୪୦ ରୁ ୪୫ କୋଟି ଟଙ୍କା ଚାର୍ଜ କରନ୍ତି।

୯. ଆମୀର ଖାଁ- ବନ୍ଧୁଗଣ ନବମ ଅଭିନେତା ଜଣକ ହେଉଛନ୍ତି, ‘ଆମୀର ଖାଁ’। ଏହି ଅଭିନେତା ଗୋଟିଏ ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ୫୦ କୋଟି ଟଙ୍କା ଚାର୍ଜ କରନ୍ତି। ଏହି ଅଭିନେତା ଙ୍କ ଫିଲ୍ମ ‘ଧୁମ 3’ ରେ ସେ ୫୦କୋଟି ରୁ ଅଧିକ ଟଙ୍କା ଚାର୍ଜ କରିଥିଲେ।

୧୦. ସଲମାନ ଖାଁ- ବନ୍ଧୁଗଣ ଦଶମ ଅଭିନେତା ଜଣକ ହେଉଛନ୍ତି, ‘ସଲମାନ ଖାଁ’। ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ର ସବୁଠାରୁ ହାଇ ପେଡ ଆକ୍ଟର ଅଟନ୍ତି। ଅଭିନେତା ସଲମାନ ଖାଁ ଗୋଟିଏ ଫିଲ୍ମ ରେ ଅଭିନୟ କରିବା ନିମନ୍ତେ ୬୦ କୋଟି ଟଙ୍କା ଚାର୍ଜ କରନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।